ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।
ଜୋକ-୧
ପତ୍ନୀ :ଚାଲ ଭୁତ ଫିଲ୍ମ ଦେଖିବା
ପତି :ଠିକ ଅଛି, ଆଲମାରିରୁ ବାହାଘର ଭିଡିଓ ବାହାର କର
ଜୋକ-୨
ସେଇଦିନ ଦୂର ନୁହେଁ ଯେବେ ସ୍ଟେଜ ଉପରେ ଦୁଲହନ ଆସୁଥିବାର ଦେଖି ବରଯାତ୍ରୀ ମାନେ କହିବେ
ଆରେ ଇଏତ ଟିକଟୋକ ବାଲି
ଜୋକ-୩
ମୋର ଦୁଃଖ ଶୁଣିବ ତ କାନ୍ଦି ପକେଇବ
ପଡୋଶୀ ସହ ଲଢିକି mummy ଆସିଛି
ହେଲେ (ଫେସବୁକରେ)ବ୍ଲକ ମୁ ହେଇଯାଇଛି
ଜୋକ-୪
ଆଜିକାଲି ମୁଁ ଏତେ ଏକା ଅଛିକି ବାଇକ ଷ୍ଟାଣ୍ଡ ଜାଣିଶୁଣି ତଳକୁ କରିଦିଏ
କାଳେ କିଏ ଝିଅ ଦେଖି କହିବ ” ଓ ହାଲୋ… ଷ୍ଟାଣ୍ଡ ”… ।
ଜୋକ-୫
୯୯ ପ୍ରତିଶତ ଶାଶୁ ତାଙ୍କ ବୋହୂଙ୍କୁ ମହାରାଣୀ ନାମରେ ଡାକନ୍ତି …
ତାପରେବି ବୋହୁମାନେ ଖୁସି ହୁଅନ୍ତି ନହିଁ ।
ଜୋକ-୬
ପତ୍ନୀ :- ଏହା କେମିତି ନିୟମ ଅଟେ ଖାଲି ମୁ ତୁମକୁ ଖାଇବା ବନେଇକି ଦେବୀ
ପତି :- ଏହା ପୁରା ଦୁନିଆର ନିୟମ ଅଟେକି କଏଦିକୁ ସରକାର ହିଁ ଖାଇବା ଦିଅନ୍ତି ।
ଜୋକ-୭
ଗୋଟେ ଲୋକ ଠିଆ ଠିଆ ଚାବିରେ କାନ କୁଣ୍ଡାଉଥିଲା….?
ପପୁ ତାକୁ ଦେଖି କହିଲା, ଭାଇ ଆପଣ ଷ୍ଟାର୍ଟ ହେଉନାହାନ୍ତି କି
ମୁ ଧକା ଦେବୀ କି ?
ଜୋକ-୮
IPL ରେ ତୁମର ପ୍ରିୟ ଖେଳାଳି କିଏ ଅଟେ … ?
ମୋରତ କ୍ୟାମେରା ମ୍ୟାନ ଅଟେ
ଶଶୁରା ସୁନ୍ଦର ସୁନ୍ଦର ଝିଅ ଦେଖାଏ ।
ଜୋକ-୯
ପୁଅ କହିଲା : ଦିଲ ରୁବା
ପୁଅ କହିଲା : ପିଜ୍ଜା ଖିଲ
ପୁଅ କହିଲା : ପୈସା ନେହିଂ
ଝିଅ କହିଲା : କେସେ ନେହିଂ
ପୁଅ କହିଲା : ମହଙ୍ଗାଇ ହେ
ଝିଅ କହିଲା : ତୋ ଫିର ଆଜସେ ତୁ ମେରା ଭାଇ ହେ ।
ଜୋକ-୧୦
ଆଜିର ଯୁଗରେ ଚାଲାକ ପିଲା ସିଏ ଅଟେ
ଯିଏ ହୋଟେଲରେ ବିଲ ଦେଲା ବେଳେ ହାତ ଧୋଇବାକୁ ଚାଲି ଯାଏ
ଓ ଆସି କୁହେ ଆରେ !! ମୁ ଦେଇଥାନ୍ତି ।
ଜୋକ-୧୧
ପ୍ରିୟ ବାଳିକା ମାନେ କେତେଭି ମେକପ କର,
ଆଜିକାଲିର ଛୁଆ ଥରେ ଦେଖି ଜାଣି କହି ପାରିବେ
ଦିଦି ଡାକିବେ କି ଆଣ୍ଟି ।
ଜୋକ-୧୨
ଜାପାନୀ ଚିନ୍ତାଧାରା : ଯଦି ସିଏ କରିପାରିବ ତ ମୁଁ ବି କରିପାରିବି
ଯଦି କେହିବି କରିପାରିବେ ନହିଁ, ମୋତେ ନିଶ୍ଚିତ ରୂପରେ କରିବା ଉଚିତ
ଭାରତୀୟ ଚିନ୍ତାଧାରା : ଯଦି ସିଏ କରିବାକୁ ଚାହୁଁଛି ତାକୁ କରିବାକୁ ଦିଅ
ଯଦି କେହିଭି କରିପାରୁନାହାନ୍ତି ମୁ କୋଉ ଜେମ୍ସ ବଣ୍ଡକି
ଜୋକ-୧୩
ଜେଜେ : ପୁଆରେ ଭିତରୁ ମୋ ଦାନ୍ତ ଆଣେ
ନାତି : କିନ୍ତୁ ଏବେ ରୁଟି ହୋଇନି
ଜେଜେ : ଆରେ ରୁଟିକୁ ଗୁଳିମାର ସାମ୍ନା ବାଲି ବୁଢୀ ସ୍ମାଇଲ ଦେଉଛି ।
ଜୋକ-୧୪
ଜଣା ନହିଁ କେମିତି ଫିଲ୍ମରେ ଧକା ହେଲା ପରେ ପ୍ରେମ ହୋଇଯାଏ ?
ମୁ ଧକା ହେଇଗଲି ଓ ସେ କହିଲା ଅନ୍ଧ ହୋଇଗଲୁକି
ଜୋକ-୧୫
ଦୁଇଟି ଅନ୍ଧ ଦୁଇଜଣଙ୍କ ଭିତରେ ଝଗଡା ହେଉଥିଲେ ମୁଁ ଚିଲେଇକାରୀ କହିଲି ଲାଗୁଛି ଏହି
ଛୁରୀ ବାଲାହିଁ ଜିତିବ, ଦୁଇଜଣ ଝଗଡା ଛାଡି ଦୌଡିଲି ।
ଜୋକ-୧୬
ଶିକ୍ଷକ : ଯଦି ଦୁନିଆରେ ବିଜୁଳି ନଥାନ୍ତା ଟିଭି କେମିତି ଦେଖିଥାନ୍ତ ?
ପପୁ: ମହମବତୀ ଜଳେଇକି
ଜୋକ-୧୭
ଆଖି ଖୋଜୁଛି ସେଇ ମହାନ ବିଚାରକୁ ଯିଏ ବର୍ଷ ପୂର୍ବେ କହିଥିଲା
” ଇଣ୍ଟରନେଟ ର ଆବିଷ୍କାର, ଲୋକଙ୍କ ସମୟ ବଞ୍ଚେଇବ ” ।
ଜୋକ-୧୮
ପତି – ତମେ ମାସ୍କ କଣ ପାଇଁ ପିନ୍ଧୁନ ?
ପତ୍ନୀ – ତୁମକୁ କେମିତି ଜଣା ପଡିବ ମୁଁ ମୁହଁ ଫୁଲେଇକି ବୁଲୁଛି ବୋଲି ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।