ବାଛନ୍ତୁ ଏହି ଅକ୍ଷର ମଧ୍ୟରୁ ଗୋଟେ ଅକ୍ଷର ଓ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଖାସ କଥା।

ଫ୍ରେଣ୍ଡ୍ ଆମ ଜୀବନର ଆମେ କେମିତି ରହିଥାଉ , କେମିତି ଲୋକଙ୍କ ସହ ରହିବା ପସନ୍ଦ କରିଥଉ ଏହି ସବୁ କଥା ଆମର ଭାବନା ଉପରେ ନିର୍ଭର କରି ଥାଏ।ପ୍ରତ୍ୟେକ କଥାର କିଛି ଅର୍ଥ ନିଶ୍ଚିତ ରହିଥାଏ। ଫ୍ରେଣ୍ଡ୍ ଆପଣଙ୍କୁ ADPRS ଏହି ପାଞ୍ଚୋଟି ଆକ୍ଷରରୁ ଗୋଟିଏ ଅକ୍ଷର ବାଛିବାର ଅଛି।ଏହି ଆକ୍ଷର ଆପଣଙ୍କ ସ୍ବଭାବକୁ ଜଡିତ କିଛି କଥା କହିବ।

A ଅକ୍ଷର ବାଛିଥିବା ବ୍ୟକ୍ତି -ଆପଣ ଦେଖିବାକୁ ବହୁତ ସୁନ୍ଦର ହୋଇଥିବେ।ଆପଣ ପ୍ରତ୍ୟେକ ସମ୍ପର୍କରେ ମହତ ରଖିଥାନ୍ତି।ଆବଶ୍ୟକତା ପଡିଲେ ଆପଣ ସେହି କାମ କରିଦିଅନ୍ତି ଜାହାରକି କେଇବି ଆଶା କରିନଥାନ୍ତି।ଆପଣ ନାତ କାହାକୁ ଧୋକା ଦେଇଥାନ୍ତି ନା ଧୋକା ଦେଉଥିବା ମଣିଷ କୁ ପସନ୍ଦ କରନ୍ତି।ଆପଣ ଏକ ସଧା ସିଧା ମଣିଷ ଅଟନ୍ତି।

D ଅକ୍ଷର ବାଛିଥିବା ବ୍ୟକ୍ତି -ଆପଣ ବାହାରୁ ଯେତେ ଶାନ୍ତ ଲାଗନ୍ତି ସେତେ ଶାନ୍ତ ହୋଇ ନଥାନ୍ତି।ଆପଣଙ୍କ ମନରେ ସବୁବେଳେ କିଛିନା କିଛି କଥା ଚାଲିଥାଏ ଅର୍ଥାତ୍ ଆପଣ ଅଧିକ ଭାବୁଥିବା ଲୋକ ହେଇଥିବେ।ଆପଣଙ୍କୁ ଅନ୍ଯ ମାନଙ୍କୁ ସାହାଯ୍ଯ କରିବାକୁ ଭଲ ପାଆନ୍ତି।

P ଅକ୍ଷର ବାଛିଥିବା ବ୍ୟକ୍ତି -ଆପଣ ଟିକେ ଜିଦି ସ୍ବଭାବର ଅଟନ୍ତି।ଆପଣ ନିଜ କଥାର ପକ୍କା ଅଟନ୍ତି।ଥରେ କାହାକୁ କରିଥିବା ପ୍ରମିସ୍ କେଉଁବି ପରିସ୍ଥିତିରେ ପୂରଣ କରିଥାନ୍ତି।ଆପଣ କାହାର ଖରାପ ଭାବନ୍ତି ନାହିଁ।

R ଅକ୍ଷର ବାଛିଥିବା ବ୍ୟକ୍ତି -ଆପଣ କମ୍ କଥା କହୁଥିବା ଓ ମଜାଳିଆ ସ୍ବଭାବର ଲୋକ ଅଟନ୍ତି।ଆପଣ ଶୁଣି ଥାନ୍ତିତ ସମସ୍ତଙ୍କ କିନ୍ତୁ କରିଥାନ୍ତି କେବଳ ଆପଣଙ୍କର ମନ ଅନୁସାରେ।ଆପଣ ସବୁବେଳେ ନିଜ ଦୁନିଆରେ ରହିଥାନ୍ତି । ଆପଣ ସବୁବେଳେ ସିଧା କଥା ହେବାକୁ ଭଲପାନ୍ତି।

S ଅକ୍ଷର ବାଛିଥିବା ବ୍ୟକ୍ତି – ଅପଣ ଜଣେ ସେଲ୍ଫେମେଟ ଲୋକ ଅଟନ୍ତି।ଆପଣଙ୍କୁ ଦେଖେଇ ହେବା ପସନ୍ଦ ନଥାଏ।ଆପଣ ନିଜ ଦମରେ ନିଜ କାମ କରନ୍ତି।ଆପଣ ମନରୁ ବହୁତ ସଫା ଅଟନ୍ତି।କେବେ କେବେ ଛୋଟ କଥାରେ ରାଗି ଯାଆନ୍ତି।ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ପ୍ରିୟ ହୋଇଥାନ୍ତି।
ଫ୍ରେଣ୍ଡ୍ ଆପଣ କେଉଁ ଅକ୍ଷର ବାଛିଥିଲେ ଓ ଆପଣଙ୍କୁ ଏହି ବିଷୟରେ ଠିକ୍ ଲାଗୁଛି ନା ନାହିଁ।

Leave a Reply

Your email address will not be published. Required fields are marked *