ଚୋରି ର ନୂଆ କୌଶଳ ଆପଣାଇଲେ ଚୋର! ମହିଳା ସେଲସମ୍ୟାନ କୁ ଜାଲରେ ଫସାଇ ଏମିତି ଲୁଟିନେଲେ, ଦେଖନ୍ତୁ ଏହି Video 

ନମସ୍କାର ବନ୍ଧୁଗଣ, ଆଜିକାଲି ପ୍ରାୟତ ସବୁ ଜାଗାରେ ଚୋରୀ ହେବା ଏକ ସାଧାରଣ କଥା ଗୋଇ ଗଲାଣି । ଦୋକାନୀ ମାନଙ୍କର ଅସାବାଧନତା ପାଇଁ ଦୋକାନ ରୁ ଅନେକ ଦାମୀ ଜିନିଷ ଚୋରୀ ହେବାରେ ଲାଗିଛି । ଆଉ ଚୋର ମାନେ ମଧ୍ୟ କିଛି କମ ନୁହନ୍ତି ସେମାନେ ଥରକୁ ଥର ନୂଆ ନୂଆ ଭିନ୍ନ ଭିନ୍ନ ଉପାୟ ଆପଣେଇ ଚୋରୀ କରିବାକୁ ଚାଲି ଆସୁଛନ୍ତି । ତେବେ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଆପଣ ଦେଖିଲେ କହିବେ ଚୋର ମାନେ ଏମିତି କଥା କହି ଭଣ୍ଡେଇ ଚୋରୀ କରୁଛନ୍ତି ସତରେ ନ ଦେଖିଲେ ବିଶ୍ଵାସ କରି ହେବ ନାହି ।

ମ୍ୟାଡମ ଟିକେ ସେଇ ଫୋନ ଟା ଦେଖେଇଲେ ନାଁ ନା ସେଇ ଫୋନ ଟା ଦେଖାଉ ନାହାନ୍ତି ଆରେ ମ୍ୟାଡମ ମୋତେ ସେଇ ଫୋନ ଟା ଦେଖାଉନ ଏଇ ସେଇ ଜୋଉ ପ୍ଯାକେଟରେ ଅଛି କଣ ତ ସେ ବ୍ରାଣ୍ଡ ର ନାଁ ଟା ମୁଁ ଜାଣିପାରୁ ନାହୁ ଆପଣ ଟିକେ ଦେଖାଉ ନାହାନ୍ତି ସେହି ଫୋନ ଟା । ଆରେ ନାଁ ମ୍ୟାଦମ ଇଏ ସେ ଫୋନ ନୁହେଁ ଆପଣ ଟିକେ ଦେଖାଉ ନାହାନ୍ତି ହଉ ଛାଡନ୍ତୁ ଛାଡନ୍ତୁ ଆପଣଙ୍କ ପାଖରେ ନାହି ବୋଧେ । ଦର୍ଶକ ବନ୍ଧୁ ଏମିତି କହି ମୋବାଇଲ ଚୋର ଲୁଟି ନେଇଛନ୍ତି ମୋବାଇଲ । ତାହା ପୁଣି ଗୋଟେ ନୁହେଁ ବରଂ ଦୁଇ ଦୁଇ ଟି ମୋବାଇଲ ।

ହଁ ଦର୍ଶକ ବନ୍ଧୁ ଚୋରୀ ର ନୂଆ କୌଶଳ ଆପଣେଇଲେ ଚୋରା । ମହିଳା ସେଲ୍ସ ମ୍ୟାନ ଙ୍କୁ ଜାଲରେ ଫସାଇ ଲୁଟି ନେଇଛନ୍ତି ଦୁଇ ଟି ମୋବାଇଲ । କିନ୍ତୁ ଚୋରୀ କରିବାକୁ ଆସିଥିବା ଚୋର ଦୁଇ ଜଣ ଜାଣି ନ ଥିଲେ ଯେଉଁ ଦୋକାନରୁ ମୋବାଇଲ ଚୋରୀ କରିବାକୁ ଆସିଛନ୍ତି ସେଠାରେ ସିସିଟିଭି ଲାଗିଛି ବୋଲି । ଚୋରୀ କରିବାକୁ ସିନା ପଳାଇଲେ ହେଲେ ଦୁଇ ଚୋରଙ୍କର ମୁହଁ ଟା ସିସିଟିଭି ରେ ଜଳ ଜଳ ହୋଇ ଦେଖା ଯାଉଛି । ଆପଣ ମାନେ ବି ଦେଖନ୍ତୁ ମହିଳା ସେଲ୍ସ ଙ୍କୁ ଭଣ୍ଡେଇ କିପରି ଚୋର ମୋବାଇଲ ଫୋନ ଚୋରୀ କରୁଛନ୍ତି ।

ତାହା ପୁଣି ଝିଅ ତ ଆଗରେ । ତେବେ ଏହି ଘଟଣାଟି ଗତ କାଲି ଚୁଧୁରା ବିରାଟ ବଜାରରେ ଥିବା ଶାନ୍ତି ମୋବାଇଲ ଷ୍ଟୋର ରୁ ଏହି ଦୁଇ ଚୋର କୌଶଳ କ୍ରମେ ଦୁଇଟି ଦାମୀ ମୋବାଇଲ ଚୋରୀ କରି ଚମ୍ପଟ ମାରିଛନ୍ତି । ଯଦି ଏହି ଦୁଇ ଚୋରଙ୍କୁ କିଏ ଜାଣିଛନ୍ତି ବା ଦେଖିଛନ୍ତି ଜଣାଇବାକୁ ଅନୁରୋଧ କରିଛନ୍ତି ଦୋକାନ ମାଲିକ ।

ତେବେ ଏଠାରେ ବସ ଏତିକି କୁହା ଯାଇପାରେ କି ଆପଣ ଯେଉଁ ବି ଦୋକାନ କରିଥାନ୍ତୁ ନା କାହିଁକି ଟିକେ ସାବଧାନ ରୁହନ୍ତୁ ଜିନିଷ ବିକ୍ରି କରିବା ସମୟରେ ବା କଷ୍ଟମର ର ଥିବା ସମୟରେ । ତା ହେଲେ ହୁଏ ତ କିଛି ଅଘଟଣ ରୁ ବଞ୍ଚିଯିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *