୧୧ ବର୍ଷର ଏହି ଛୁଆଟି କରିଲା କିଛି ଏମିତିକି ଦେଖି ଦୁନିଆ କଲା ସଲାମ, ଲୋକ କହିଲେ କିଛି ଏମିତି…

କରୋନା ସମୟରେ ସମସ୍ତେ ଅସୁବିଧା ରେ ଅଛନ୍ତି ଏବଂ ଏବେ ସମସ୍ତେ ନିଜେ ଗାଁ ନିଜ ଘରକୁ ଯିବା ପାଇଁ ଚାହନ୍ତି, ଦେଶ କେତେକ ଜାଗାରୁ ଏମିତି କିଛି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖି ପଥର ହୃଦୟ ମଧ୍ୟ ତରଳେଇ ଯାଉଛି, ବୟସ କେବଳ ୧୧ ବର୍ଷ ଅଟେ ଏବଂ ମନ ନିଶ୍ଚୟ ହାର ମାନିବା ଶିଖି ନାହିଁ, ଲକଡାଉନ ଭଲ ଭଲ ଲୋକଙ୍କ ଅବସ୍ତା ଖରାପ କରି ଦେଇଛି କିନ୍ତୁ ଏହି ୧୧ ବର୍ଷ ଛୁଆ ଭିଡିଓ ଏହି ସମୟ ସୋଶିଅଲ ମିଡିଆରେ ଚର୍ଚାର ବିଷୟ ହୋଇଛି ।

ଏହି ୧୧ ବର୍ଷ ଛୁଆ ନିଜ ମା ବାପାକୁ ଟଲିରେ ବସାଇ ନିଜ ମା ବାପାକୁ ଟାଣି ନିଜ ଘର ଆଡକୁ ଚାଲିଛି, ନା ଗରମ ଅନୁଭବ କରୁଛି ନା ଖାଇବା ପିଇବା ଉପରେ ଧ୍ୟାନ ଅଛି, ତା ମନରେ କେବଳ ଗୋଟେ ନିଶ୍ଚୟ ମା ବାପାକୁ ଘରେ ପହଞ୍ଚେଇବା । ମା ବାପା ଟଲିରେ ବସିଛନ୍ତି ଓ ପୁଅ ଏହାକୁ ଚଲଊଅଛି, ଗୋଟେ ରାସ୍ତାରେ ଯାଉଥିବା ଲୋକ ଏହି ଛୁଆ ଭିଡିଓ ବନେଇ ସୋଶିଅଲ ମିଡିଆରେ ଭାଇରାଲ କରିଛନ୍ତି, ସୋଶିଅଲ ମିଡିଆରେ ବହୁତ ଲୋକ ଏହି ଛୁଆକୁ କଳିଯୁଗର ଶ୍ରବଣ କୁମାର ବୋଲି କହୁଛନ୍ତି ।

ଯେଉଁ ଛୁଆ ଟଲି ଚଲଉଛି ସେ ବାରାଣସିର ନିବାସୀ ଅଟେ ଏବଂ ତା ନାମ ତବାରେ ଆଲମ କୁହାଯାଉଛି, ଏହି ଛୁଆ ନିଜ ମା ବାପାକୁ ବସେଇ ବାରଣାସୀ ଠାରୁ ନିଜ ଗାଁ ବିହାର ଅରଇୟା ଯାଉଅଛି, ଛୁଆ ସାହସ ଯିଏ ଦେଖିଲା ଆଶ୍ଚର୍ଯ୍ୟ ହୋଇ ରହି ଗଲା । ବର୍ତମାନରେ ବାରାଣସିରେ ଅନ୍ୟ ଗୋଟେ ଫଟୋ ଦେଖିବାକୁ ମିଳିଛି, ଯେଉଁଥିରେ ପଟନା ଠାରୁ ବାରାଣସି ରାସ୍ତାରେ ନେପାଲ ଆଡକୁ ଯାଉଥିବା ଗୋଟେ ପୁଅ ନିଜ ମାକୁ ଫଳ ରଖିବା ଜିନିଷରେ ରଖି ନେପାଲ ଯାଉଥିଲା ।

ପଟନାରେ ନିଜି କମ୍ପାନୀରେ କାମ କରୁଥିବା ଶେର ସିଂହ ସ୍ତ୍ରୀ ଏବଂ ଛୁଆ ନେପାଲରେ ଅଛନ୍ତି କିନ୍ତୁ ମା ତାଙ୍କ ସହ ଥିଲେ, ମା ଲକଡାଉନରେ ଘରକୁ ଯିବା ପାଇଁ ଇଛା ପ୍ରକଟ କଲେ ଯାହା ପରେ ପୁଅ ମା ଇଛା ପୂରଣ କରିବା ପାଇଁ ମାକୁ ସାଇକଲ ପଛରେ ଫଳ ରଖିବା ବାସ୍କେଟ ରେ ବସାଇ ବାହାରି ପଡିଲେ । ତେବେ ମା ଇଛା ପୂରଣ କରିବା ପାଇଁ ଆଜୀବି ଏମିତିକା ଶ୍ରବଣ କୁମାର ଆଜିକା ସମୟରେ ଅଛନ୍ତି । କିନ୍ତୁ ସେଇଠି ଏମିତି ବି କିଛି ସନ୍ତାନ ଅଛନ୍ତି ଯେଉଁମାନେ ମା ବାପାଙ୍କୁ ବୋଝ ବୋଲି ମନେ କରନ୍ତି ଓ ସେମାନଙ୍କୁ ବହୁତ ହତାଦାର ମଧ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *