ବନ୍ଧୁଗଣ ଆପଣ ମାନେ ଓଡିଆ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । କଳାକାର ମାନେ ନିଜର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଏହା ସହ ଦର୍ଶକ ମାନେ ମଧ୍ୟ କଳାକାର ମାନଙ୍କର ଅଭିନୟକୁ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ର କମେଡିଆନ ତଥା ହାସ୍ୟ ଅଭିନେତା ପ୍ରଜ୍ଞାନ ଖାଟୁଆଙ୍କ ବିବାହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।
ସେ ଓଡିଆ ଜଗତର ଅଭିନେତ୍ରୀ ସୁନନ୍ଦା ଙ୍କୁ ବିବାହ କରିଛନ୍ତି । ଦୁହିଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ନିଜର ପ୍ରେମ ସମ୍ପର୍କକୁ ବିବାହର ନାମ ଦେଇଛନ୍ତି । ଗତ ମଙ୍ଗଳବାର ଦିନ ଦୁହିନର ବିବାହ ଖୁବ ଧୁମାଧାମ ରେ ଶେଷ ହୋଇଛି ।
ସୁନନ୍ଦା ଶାଶୁଘରେ ବେଶ ଖୁସି ଥିବାର ନଜର ଆସିଛନ୍ତି । ସୁନନ୍ଦା ନିଜର ଶାଶୁଘରର କିଛି ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ସୁନନ୍ଦା ଓ ପ୍ରଜ୍ଞା ଙ୍କ ବିବାହକୁ ନେସ ଖୁସି ଥିବାର ନଜର ଆସିଛନ୍ତି ।
ଓଡିଆ କଳାକାର ମାନଙ୍କ ଠାରୁ ଆରମ୍ଭ କରି ଦୁଇ ଦମ୍ପତି ଙ୍କ ଫ୍ୟାନ୍ସ ମାନେ ଦୁହିଙ୍କର ବିବାହ କୁ ନେଇ ଅନେକ ଅନେକ ଶୁଭକାମନା ଜଣାଇଛନ୍ତି । ଅଭିନେତ୍ରୀ ସୁନନ୍ଦା ନିଜର ନୂଆ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ ସମୟ କାଟୁ ଥିବାର ନଜର ଆସିଛନ୍ତି ।
ତେବେ ଦୁହେଁ ନିଜର ମ୍ୟାରେଜ ସମୟରେ ସବୁ ରସମରେ ବେଶ ମଜାମସ୍ତି ସହ ଉପୋଭୋଗ କରିଥିଲେ । ତେବେ ଅଭିନେତା ପ୍ରଜ୍ଞା ଙ୍କ ଭଳି ଅଭିନେତ୍ରୀ ସୁନନ୍ଦା ମଧ୍ୟ ଜଣେ ଭଲ ଅଭିନେତ୍ରୀ ହେବା ସହ କମେଡି କରିବାର ନଜର ଆସିଛନ୍ତି ।
ସୁନନ୍ଦା ଟିଭି ସିରିଏଲ ଠାରୁ ଆରମ୍ଭ କରି ଫିଲ୍ମ ଜଗତରେ ଅନେକ ଚରିତ୍ର ରେ ଅଭିନୟ କରିବାର ନଜର ଆସିଛନ୍ତି । ସେ ପଯେଟିଭ ହେଉ ବା ନେଗେଟିଭ ଚଟିତ୍ର ରେ ହେଉ ସୁନନ୍ଦା ସବୁ କ୍ଷେତ୍ର ରେ ଖୁବ ସୁନ୍ଦର ଅଭିନୟ କରି ଚର୍ଚ୍ଚା ରେ ରହିଛନ୍ତି । ସେ ସବୁ ଚରିତ୍ର ରେ ନିଖୁଣ ଅଭିନୟ କରି ଓଡିଶା ବାସୀଙ୍କ ହୃଦୟ ଜିଣିଛନ୍ତି ।
ପ୍ରଜ୍ଞା ଓ ସୁନନ୍ଦା ଦୁହିଙ୍କୁ ନିଜର ଜୀବନ ସାଥି ରୂପେ ପାଇ ବେଶ ଖୁସି ଥିବାର କହିଛନ୍ତି । ଏହି ଦୁଇ ଦମ୍ପତିଙ୍କ ବୈବାହିକ ଜୀବନ ସୁଖମୟ ହେଉ ଓ ଦୁହେଁ ଏମିତି ହସ ଖୁସିରେ ସମୟ ଅତିବାହିତ କରନ୍ତୁ ଏହା ଆମର କାମନା ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଦାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।