କମେଡିଆନ ମାନଙ୍କ ସ୍ତ୍ରୀ ଯାହାକୁ ଆପଣ ଆଗରୁ କେବେ ଦେଖିନଥିବେ

ଚଳଚିତ୍ର ଦୁନିଆ ବହୁତ ସୁନ୍ଦର ଦେଖିବାକୁ ଲାଗିଥାଏ କିନ୍ତୁ ଯାହା ଅଭିନୟ ଦର୍ଶକମାନଙ୍କୁ ଭଲ ଲାଗିଥାଏ ସେ ଉପରକୁ ଉଠି ଥାଏ ଏବଂ ଯାହା ଅଭିନୟ ଏବଂ ଲୋକପ୍ରିୟତା କମ ଥାଏ ସେହି ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ, ଆଜିକା ସମୟରେ ଚଳଚିତ୍ର ଦୁନିଆ ବହୁତ ସୁଖମୟ ଦୁନିଆ ଅଟେ, ତେବେ ଆପଣମାନେ ଚଳଚିତ୍ରରେ ହିରୋ ହିରୋଇନ ସହ ଆହୁରି ଗୋଟେ କଳାକାରକୁ ବହୁତ ପସନ୍ଦ କରନ୍ତି ତାହା ହାଉଛନ୍ତି କାମେଡିଆନ ସବୁ ଚଳଚିତ୍ରରେ ଏମିତି ଗୋଟେ କାମେଡିଆନ ଥାନ୍ତି ଯାହାକୁ ଦେଖି ଲୋକ ବହୁତ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି କାମେଡିଆନ ଏବଂ ତାଙ୍କ ସ୍ତ୍ରୀ ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

୧. ପପୁ :

ପପୁ ପମପମକୁ ଆପଣମାନେ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି ପପୁ ନିଜ ଅଭିନୟ ପାଇଁ ଦର୍ଶକମାନଙ୍କ ମନ କିଣି ନେଇଛନ୍ତି । ତେବେ ତାଙ୍କ ସ୍ତ୍ରୀ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର  । ଅଲିୱୂଡର ବହୁତ ଫେମସ କାମେଡିଆନ ଅଟନ୍ତି ପପୁ ।

Image Courtesy: Google

୨. କାଳିଚରଣ :

କାଳିଚରଣକୁ ଆପଣ ବହୁତ ଚଳଚିତ୍ର ଏବଂ ସିରିୟଲରେ ଦେଖିବାକୁ ପାଇଥିବେ ତେବେ ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ସୁନ୍ଦର ଅଟନ୍ତି ଏବଂ ଲୋକଙ୍କୁ କାଲିଚରଣ କାମେଡି ବେସ ପସନ୍ଦ ଆସିଥାଏ ।

Image Courtesy: Google

୩. ଅମର :

ଆପଣ ଅମରକୁ ବହୁତ ସିରିୟଲରେ ଦେଖିବାକୁ ପାଇଥିବେ ଏବଂ ସେ ବହୁତ କମ ବୟସ କାମେଡିଆନ ଅଟନ୍ତି, ତେବେ ତାଙ୍କ ସ୍ତ୍ରୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କ ବାହାଘର ମଧ୍ୟ ଏବେ କିଛି ବର୍ଷ ତଳେ ହୋଇଛି ।

୪. ଜଇ :

ଜଇରାମ ସାମଲଙ୍କୁ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ, ତେବେ ଜଇଙ୍କୁ ଆପଣମାନେ ବହୁତ ବର୍ଷ ତଳରୁ ଚଳଚିତ୍ର ଦୁନିଆରେ ଦେଖିବାକୁ ପାଇଥିବେ, ଜଇ ବହୁତ ବର୍ଷ ଧରି ଓଡିଆ ଚଳଚିତ୍ର ଦୁନିଆରେ କାମ କରି ଆସିଛନ୍ତି, ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ କିନ୍ତୁ ଗତ କିଛି ବର୍ଷ ଧରି ଜଇ କ୍ୟାମେରା ଆଗକୁ ଆସି ନାହାନ୍ତି ଏବଂ ଖବର ଅନୁଯାଇ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁ ନାହିଁ ।

Image Courtesy: Google

୫. ରବି କୁମାର :

ତେବେ ରବି କୁମାର ବହୁତ ଚଳଚିତ୍ରରେ କାମ କରିଛନ୍ତି, ଚଳଚିତ୍ର ଜଗତରେ ରବି କାମେଡିଆନ ହବା ସହ ଭିଲିଆନ କାମ ମଧ୍ୟ ବହୁତ ଭଲ ଭାବରେ କରିଥାନ୍ତି ଓ ଏହା ସହ ସେ ୱେବ ସିରିଜ ମଧ୍ୟ କରନ୍ତି, ତେବେ ତାଙ୍କ ପାଖରେ କାମ କିଛି କମ ନାହିଁ, ଲୋକ ମଧ୍ୟ ତାଙ୍କ ଅଭିନୟ ପସନ୍ଦ କରୁଛନ୍ତି ।

Image Courtesy: Google

୬. ଯୋଗେଶ ଯୋଜୋ :

ଆପଣମାନେ ଯୋଗେଶ ଯୋଜୋକୁ ଭଲ ଭାବରେ ଜାଣିଥିବେ ସେ ନିଜ କାମେଡି ପାଇଁ ବହୁତ ଆଗକୁ ବଢି ଗଲେ, ସେ ଚଳଚିତ୍ର ସହ ୟୁଟୁବରେ ମଧ୍ୟ ଭିଡିଓ ଦିଅନ୍ତି ଯାହା ବହୁତ ଲୋକ ଦେଖିବା ପସନ୍ଦ କରନ୍ତି ଏବଂ ତାଙ୍କ ଅଭିନୟ ପ୍ରଶଂସା ମଧ୍ୟ କରନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ଗତ ବର୍ଷ ଯୋଗେଶ ଲଭ ମେରେଜ କରିଥିଲେ ଓ ନିଜ ସ୍ତ୍ରୀ ସହ ବହୁତ ଖୁସିରେ ରହୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *