ସୋଶିଅଲ ମିଡିଆ ରେ ବର୍ତମାନ ବେଙ୍ଗଲୁରୁ ଡକ୍ଟର ବିଜୟଶ୍ରୀଙ୍କ ଭିଡିଓ ବହୁତ ଭାଇରାଲ ହୋଇଛି, ଏହି ଭିଡିଓ ରେ ଗୋଟେ ଡକ୍ଟର ହସ୍ପିଟଲ ରେ କରୋନା ରୋଗୀ ଚିକିତ୍ସା କରି ଘରକୁ ଫେରୁଛନ୍ତି ଏବଂ ଘରେ ପହଞ୍ଚିବା ଆଗରୁ ତାଙ୍କ ଶୋଷାଇଟି ଲୋକ ତାଙ୍କ ପାଇଁ ତାଳି ମାରି ତାଙ୍କୁ ଧନ୍ୟବାଦ ଜଣାଉଥିଲେ । ଲୋକଙ୍କ ଏତେ ଭଲ ପାଇବା ଏବଂ ପ୍ରଶଂସା ଦେଖି ବିଜୟଶ୍ରୀ ବହୁତ ଇମୋସ୍ନଲ ହୋଇଯାଇଥିଲେ । ତେବେ ଖବର ଅନୁଯାଇ କରୋନା ସଂକ୍ରମଣ କମିବା ପାଇଁ ଲକଡାଉନ ୧୭ ମଇ ପର୍ଯ୍ୟନ୍ତ ବଢେଇ ଦିଆ ଯାଇଛି ।

ସାଇ ପୋଡିଶା ଲୋକଙ୍କ ଏତେ ଭଲ ପାଇବା ଦେଖି ଡକ୍ଟର ଇମୋସ୍ନଲ ହୋଇ ଯାଇଥିଲେ ଏବଂ ତାଙ୍କ ଆଖିରେ ଲୁହ ଆସି ଗଲା । ଏହା ପରେ ଡକ୍ଟର ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଲେ, ଏହି ଭିଡିଓ ସୋଶିଅଲମିଡିଆ ଉପରେ ବହୁତ ଭାଇରାଲ ହୋଇଛି । ଏହି ମହାମାରୀ ଡକ୍ଟରମାନଙ୍କ ଜୀବନ ପୂର୍ଣ ଭାବରେ ବଦଳି ଦେଇଛି, ଏହି ଲକଡାଉନ ମଧ୍ୟରେ ଡକ୍ଟର ସହ ଆଉ କିଛି ସରକାରୀ କର୍ମଚାରି ଏମିତି ଅଛନ୍ତି ଯିଏ ରୋଗ ପ୍ରକୋପ ମଧ୍ୟରେ ଜନତା ସେବା ରେ ଲାଗି ପଡି କାମ କରୁଛନ୍ତି ।

ଏହି ଭିଡିଓ କୁ ବେଙ୍ଗ୍ଲୁରୁ ନିବାସୀ ମେୟର ଏମ ଗୌତମ କୁମାର ଟ୍ବିଟର ହେଣ୍ଡଲ ରେ ଶେୟର କରିଛନ୍ତି, ଏହା ସହ ସେ ଲେଖିଛନ୍ତି, – ଏମଏସ ରମେୟା ମେମୋରିଅଲ ହସ୍ପିଟଲ ରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରି ଫେରିଲେ ବେଙ୍ଗ୍ଲୁରୁ ଡକ୍ଟର ବିଜୟଶ୍ରୀକୁ ପଡୋଶୀ ଏହି ବିଶେଷ ଅନ୍ଦାଜ ରେ ସ୍ଵାଗତ କଲେ, ଏହି ଭୟଙ୍କର ମହାମାରୀ ସମୟରେ କାମ କରୁଥିବା ଲୋକଙ୍କୁ ଆମର ସଲାମ ।
ಕಣ್ಣಿಗೆ ಕಾಣುವ ದೇವರು!
Dr. Vijayashree of Bengaluru received a heroic welcome when she returned home after tending to #COVID19 patients in MS Ramaiah Memorial Hospital.
A big thank you to all the #CoronaWarriors working selflessly on the frontline of this pandemic. We SALUTE you! pic.twitter.com/COHT4KYYE1
— Rakesh Singh (@BBMPAdmn) May 2, 2020
ଏହି ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହୋଇଛି ଏବଂ ଦର୍ଶକ ମଧ୍ୟ ଡକ୍ଟର ପାଇଁ ପ୍ରଶଂସା କରୁଛନ୍ତି, ତେବେ ଏହା ସତ ଅଟେ ଜନତା ପାଇଁ କେତେ ଘର ଲୋକ ନିଜ ଲୋକଙ୍କୁ ହରେଈ ଦଉଛନ୍ତି ଡକ୍ଟର ହେଉ ବା ପୋଲିସ ସମସ୍ତଙ୍କ ପରିବାର ଚିନ୍ତା ରେ ଅଛନ୍ତି କିନ୍ତୁ କେବଳ ଆମ ପାଇଁ ସେ ଦେଶ ଧର୍ମ ଆଗ ପାଳନ କରୁଛନ୍ତି ଏବଂ ଏହା ପରେ ନିଜ ପରିବାରଲୋକଙ୍କୁ ଦେଖୁଛନ୍ତି ।

ସେଥିପାଇଁ ଆପଣମାନଙ୍କୁ ଆମର ଏହି ଅନୁରୋଧ କି ଏହି ସମୟରେ ସେମାନଙ୍କୁ ଯଥା ସମ୍ମାନ କରନ୍ତୁ, ତାଙ୍କୁ ହଇରାଣ କରନ୍ତୁ ନାହିଁ । ନିଜେ ଘରେ ରୁହନ୍ତୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
