ଆପଣ ତ ଜାଣି ଥିବେ କି ଏପରି ଭାବରେ ବି ଆମ ଦେଶ ର ମୂଖ୍ୟ ଖେଳ ହେଉଛି ହକି କିନ୍ତୁ ଆଜି କା କ୍ଷେତ୍ରରେ ଆମ ଭାରତ ରେ ସବହୁ କିଛି କୁ ଛାଡି ସମସ୍ତ ଙ୍କ ମନ ରେ କ୍ରିକେଟ ଏକ ମହତ ଜାଗା ବନେଇପାରିଛି । ଆଜିକା ସମୟ ରେ କୈଣସି ବି ଘରର ପିଲା ମାନଙ୍କୁ ପଚାରନ୍ତୁ କି ସେମାନେ ହକି ଖେଳ ଜାଣଇଛନ୍ତି କି । ସେମାନେ ନା କହିବେ। କେବଳ ନାମକ ମାତ୍ର ଆମ ଦେଶ ରେ ହକି ପ୍ରତି ପ୍ରୟଭାବ ରହିଯାଇଛି । ଏପରି ଭାବେ କୋଳହ ଭାବ ଭିତରେ ଆଜି କ୍ରିକେଟ କୁ ଆଗରେ ରଖାଯାଇଛି । ଆମେ ଆଜି ଆପଣ ଙ୍କୁ କହିବାକୁ ଯାଉଛୁ କି ଆମ ଭଆରତ ରେ ଅତି ପ୍ରିୟ କ୍ରିକେଟ ଖେଳ ର ଏପରି ପାଞ୍ଚ ଜଣ ଖେଳାଳି ଯାହାଙ୍କୁ ଏବେ କ୍ରିକେଟ ଖେଳ ଛଡା ଭାରତରେ ବଡ ବଡ ପଦବୀ ରେ ଦେଖାଯାଇଛି । ଆସନ୍ତୁ ଆଜି ଜାଣିବା କି ଏହି ଖେଳାଳି ମାନେ କିଏ ଓ ଏମାନେ କେଉଁ କେଉଁ ପଦବୀ ରେ ରହିଛନ୍ତି ।
1. ପ୍ରଥମେ ସଚିନ୍ ତେନ୍ଦୁଲକର୍
ଆମେ ସମସ୍ତେ ଜାଣିଛୁ କି ଖେଳାଳି ମାନଙ୍କ କ୍ଷେତ୍ର ରେ ସଚିନ୍ ଙ୍କ ନାମ ପ୍ରଥମେ ହିଁ ଆସିଥାଏ । ଓ ଆପଣ ବୋଧ ହୁଏ ଜାଣି ନଥିବେ କି ସଚିନ୍ 2010 ରେ ଭାରତୀୟ ଏୟାରଫୋର୍ଷ ରେ ଯୋଗ ପ୍ରଦାନ କରିଥିଲେ ।ଓ ତାଙ୍କୁ ଏୟାରଫୋର୍ଷ ରେ ସମ୍ମାନୀକତ କରୀଜିବା ସଂଙ୍ଗେ ସଂଙ୍ଗେ ତାଙ୍କ ଗୃପ ର ଜଣେ ଅଧି ନାୟକ ଭାବେ ପଦବୀ ମିଳିଥିଲା । ଓ ସେ 2013 ରେ କ୍ରିକେଟ ଜଗତରୁ ବିଶ୍ରାମ ନେଇଗଲେ ।
2.ମହେନ୍ଦ୍ର ସିଂ ଧୋନୀ
ମହେନ୍ଦ୍ର ସିଂ ଧୋନୀ ଆମ ଦେଶର ଜଣେ ବହୁତ ଭଲ ନାଗରିକ ଭାବେ ପରିଚିତ ହୋଇଛନ୍ତି । ଏବଂ ତାଙ୍କର କ୍ରିକେଟ ଜଗତରେ ବହୁତ ବହୁତ ନାମ ଓ ସୁନାମ ପାଇଛନ୍ତି । ସେ ଖେଳ ଛଡା 2015 ରେ ଭାରତିୟ ସେନା ରେ ଯୋଗ ପ୍ରଦାନ କରିଥିଲେ । ଏହା ପୂର୍ବରୁ ସେ ରେଲୱେ ରେ ବି କର୍ମଚାରି ଥିଲେ । ଓ ଏହି ବିଷୟ ରେ ତାଙ୍କର ଗୋଟିଏ ଫିଲ୍ମ ବି ରିଲିଜ ହୋଇଅଛି ।ଏମ୍ ଏସ୍ ଧୋନୀ
3. କପିଲ୍ ଦେବ .
ଆମ ଭାରତ ରେ କ୍ରିକେଟ ଖେଳାଳଇ ଙ୍କ ବାପା ମାନଙ୍କ ଭାରତରେ ପରିଚିତ ଏହି ଖେଳାଳି ଆମ ଭାରତ ପାଇଁ ସେ ପ୍ରଥମ ଥ ପାଇଁ ବିଶ୍ବକପ ଆଣି ଆମ ପାଇଁ ବହୁତ ଗର୍ବ ର ବିଷୟ ପଲଟି ଛନ୍ତି । ତେବେ ସେ ମଧ୍ୟ 2008 ରେ ସେନା ରେ ଯୋଗ ଦେବା ସହ ନିଜକୁ ଧନ୍ଯ ମନେ କରିଥିଲେ ।
4. ହରଭଜନ ସିଂ
.କ୍ରିକେଟ ର ଟିମ୍ ର ସବୁଠୁ ସଫଳ ସ୍ପିନର୍ ଭଆବେ ପରିଚିତ ହରଭଜନ ସିଂ ଏବେ ଜଣେ ଡିଏସ୍ ପି ଭାବରେ ପରିଚିତ ହୋଇଛନ୍ତି ଓ ସେ ସେଥିରେ କମ କରୁଛନ୍ତି । ସେ ପଞ୍ଜାବରେ ଜି ସ ପି ରୁପରେ କାର୍ଯ୍ୟରତ ମଧ୍ୟ, ଆଉ ସବୁଠୁ ବଡ କଥା ହେଲା ସେ ଭାରତର ସବୁଠୁ ପ୍ରଭାବ ଶାଳୀ ବୋଲର
5. ଉମେଶ ଯାଦବ
ଉମେଶ ଯାଦବ ଭାରତୀୟ କ୍ରିକେଟ ରେ ନୁତନ ଖେଳାଳି ଭାବରେ ପରିଚିତ ହୋଇ ନିଜକୁ ସଫଳ ମନେ କରିଥିବା ଏହି ଖେଳାଳି ଏବେ ଭାରତୀୟ ରିଜର୍ଭ ବେଙ୍କ ରେ ଜଣେ ଆସିଷ୍ଟାଣ୍ତ ମେନେଜର ଭାବେ କାର୍ଯ୍ଯ କରୁଛନ୍ତି ।