Diabetes କଣ୍ଟ୍ରୋଲ କରିବା ପାଇଁ ରାମବାଣ ଔଷଧ, ଡାଇବେଟିସ ମୂଳରୁ ଶେଷ ହେବ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ ମଧୁମେହ କଣ୍ଟ୍ରୋଲ କରିବା ପାଇଁ ଏକ ଏମିତି ଘରୋଇ ନୁସଖା ସେୟାର କରିବାକୁ ଯାଉଛୁ ଯାହା ସହଜରେ ନିୟନ୍ତ୍ରଣ କରିଦେବ । ଯଦି ଆପଣ ବି ଡାଇବେଟିସ ପାଇଁ ଚିବନ୍ତରେ ଅଛନ୍ତି ତେବେ ଏହି ପାଉଡର ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ପାଉଡର ଆପଣଙ୍କର ମଧୁମେହ କୁ କେବେ ବି ହାଏ ହେବାକୁ ଦେବ ନାହିଁ । ଏହାର ପ୍ରୟୋଗ କରିବା ଦ୍ଵାରା ଡାଇବେଟିସ ମୂଳରୁ ଶେଷ ହୋଇଯିବ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା ।

ଏଥିପାଇଁ ଆବଶ୍ୟକ ଭଜା ଚଣା ଯାହାର ଚୋପା ଲାଗିଥିବ । ଏଥିରେ ଭିଟାମିନ, ମିନେରାଲ୍ସ, ଫାଇଭର ଭରପୁର ମାତ୍ରାରେ ରହିଛି । ଦ୍ଵିତୀୟ ସାମଗ୍ରୀ ମେଥି ଦାନା । ଏହା ବ୍ଲଡ଼ ସୁଗାର ପାଇଁ ଫାଇଦା ଆଣିଥାଏ । ଏହାର ପ୍ରତିଦିନ ସେବନ କରିଲେ କୌଣସି ରୋଗରେ ଫାଇଦା ପହଞ୍ଚାଇ ଥାଏ । 100 ଗ୍ରାମ ମାତ୍ରାରେ ମେଥି ଦାନ ନିଅନ୍ତୁ । ତୃତୀୟ ସାମଗ୍ରୀ 50 ଗ୍ରାମ ଜୁଆଣୀ । ଏହି ସବୁ ସାମଗ୍ରୀ କୁ ଠିକ ମାତ୍ରା ରେ ନିଅନ୍ତୁ ।

ଜୁଆଣୀ ମଧ୍ୟରୁ ଅଗଣିତ ଫାଇଦା ମିଳିଥାଏ । ଯଦି ଆପଣ ଏହାର ଦେଲି ସେବନ କାଇଲେ ଏହାର ଫାଇଦା ଅଧିକ ମିଳିଥାଏ । ଏହା ଏକ ଏମିତି ଔଷଧୀ ଅଟେ ଯାହା ଶ୍ରାୟର ପାଇଁ ବେସ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ଇମ୍ଫ୍ଳାମେଟଋ ଗୁଣ ମିଳିଥାଏ ଯାହା ସୁଗାର କୁ କଣ୍ଟ୍ରୋଲ ରେ ରଖିଥାଏ । ଚତୁର୍ଥ ସାମଗ୍ରୀ ହେଉଛି କଳା ଜୀରା ।

 

ଯାହାକୁ ଇଂରାଜୀ ରେ ବ୍ଲାକ ସିଡ କୁହାଯାଏ । ସୁଗାର ପାଇଁ କଳାଜୀରା ବହୁତ ଲାଭଦାୟକ ଅଟେ । ଏହା କାରଣରୁ ଶରୀରରେ ସୁଗାର ର ମାତ୍ରା ବାଲାନ୍ସ ରେ ରହିଥାଏ । ପଞ୍ଚମ ସାମଗ୍ରୀ 2ଟି ବଡ ଖଣ୍ଡ ଡାଲଚିନି । ଡାଲଚିନି ବିଭିନ୍ନ ଉପାରେ ଆମ ଶରୀରରେ ଫାଇଦା ପହଞ୍ଚାଇଥାଏ । ଡାଇବେଟିସ ଥିଲେ ଜଳଖିଆ ସମୟରେ ପିଉଥିବା ଚାହା ରେ ଡାଲଚିନି ନିଶ୍ଚୟ ଆଡ କରନ୍ତୁ ।

ଏହା ପରେ ଏକ ପାତ୍ରରେ ମେଥି କୁ ଭଲ ଭାବେ ଭଜନ୍ତୁ । ଏବେ ଜୁଆଣିକୁ ଭାଜି ଦିଅନ୍ତୁ । ଏହା ପରେ ଭଜା ଚଣା, ଡାଲଚିନି, ଜୁଆଣୀ, କଳାଜୀରା କୁ ଅଲଗା ଅଲଗା କରି ଭଜୀ ଦିଅନ୍ତୁ । ଏବେ ଏହି ସବୁ ସାମଗ୍ରୀ ର ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ । ଏହାକୁ କାଚ ବା ପ୍ଲାଷ୍ଟିକ ଜାର ରେ ଷ୍ଟୋର କରି ରଖିପାରିବେ । ପ୍ରତିଦିନ ଏହାର ଏକ ଚାମଚ ଅଧା ଗ୍ଳାସ ଗରରମ ପାଣି ସହ ସେବନ କରନ୍ତୁ । ଦେଖିବେ ଆପଣଙ୍କର ଡାଇବେଟିସ ନିଶ୍ଚୟ କଣ୍ଟ୍ରୋଲ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *