ସକାଳୁ ଉଠିବା ପରେ ସ୍ୱାମୀ ସ୍ତ୍ରୀ ସହିତ କରିଦିଅନ୍ତୁ ଏହି କାମ ତାପରେ ଯାହା ହବ ଆପଣ କେବେ ଭାବିନଥିବେ

ଆପଣମାନେ ଯଦି ବିବାହିତ ଅଛନ୍ତି ଏବଂ ସକାଳେ ଉଠି ଏହି କାମ କରନ୍ତି ତେବେ ଆପଣଙ୍କ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ଜିନିଷ ଅଟେ, ଆଜି ଆମେ ଆପଣଙ୍କୁ ଗୋଟେ ଉପାୟ କହିବୁ, ତେବେ ବହୁତ ଲୋକ ଅଛନ୍ତି ଯିଏ ଜ୍ୟୋତିଷ ଶାସ୍ତ୍ର ଉପରେ ଭରସା କରନ୍ତି କିନ୍ତୁ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯିଏ ଜ୍ୟୋତିଷ ଶାସ୍ତ୍ର ଉପରେ ଭରସା କରନ୍ତି ନାହିଁ ତେବେ ଯେଉଁ ଲୋକ ଶାସ୍ତ୍ର ଉପରେ ଭରସା କରନ୍ତି ନାହିଁ ତାଙ୍କୁ କରିବା ଉଚିତ କାହିଁକିନା ଶାସ୍ତ୍ର କେବେ ମିଛ କହି ନଥାଏ, ଆଉ ଯେଉଁ ଲୋକ ଶାସ୍ତ୍ର ମାନନ୍ତି ତାଙ୍କ ପାଇଁ ଏହି ଉପାୟ ।

Image Courtesy: Google

ସକାଳ ସମୟରେ ସମସ୍ତଙ୍କ ପାଖରେ ବହୁତ କାମ ହୋଇଥାଏ ବିଶେଷ କରି ସ୍ତ୍ରୀମାନଙ୍କ ପାଖରେ ସମସ୍ତଙ୍କ ପାଇଁ ଜଳିଖିଆ ଏବଂ ଟିଫିନ ତିଆରି କରିବାର ଥାଏ ତେବେ ବହୁତ ସ୍ତ୍ରୀ ବିନା ନିତ୍ୟ କାମ ସାରି ଏହି କାମ କରନ୍ତି ଏହା ଉଚିତ ନୁହ, ସକାଳେ ଉଠି ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ନିତ୍ୟ କାମ ସମାପ୍ତ କରି ରୋଷେଇ ଘରେ ଯିବା ଉଚିତ ।

Image Courtesy: Google

ଏହା ଛଡା ସ୍ନାନ ସମାପ୍ତ କରି ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ତୁଲସୀ ଗଛ ମୂଳରେ ପାଣି ଦବା ଉଚିତ, ତୁଳସୀ ଗଛ ମୂଳରେ ଘିଅ ଦୀପ ଲଗାନ୍ତୁ, କୁହାଯାଏ ତୁଳସୀ ଗଛରେ ତେତିଶ କୋଟି ଦେବୀ ଦେବତାଙ୍କର ବାସ ହୋଇଥାଏ । ତୁଳସୀ ଗଛ ଆମ ହିନ୍ଦୁ ଶାସ୍ତ୍ରରେ ସବୁଠାରୁ ମହତ୍ଵପୂର୍ଣ ବୋଲି ମାନ୍ୟତା ଅଟେ ତୁଳସୀ ଗଛ ଦ୍ଵାରା ଘରେ ସକାରାତ୍ମକ ଊର୍ଜା ବାସ ହୋଇଥାଏ, ବୟଜ୍ଞାଙ୍କମାନଙ୍କ ଅନୁଯାଇ ମଧ୍ୟ ଯାହା ଘରେ ତୁଳସୀ ଗଛ ହୋଇଥାଏ ଏବଂ ସେହି ଲୋକ ପ୍ରତିଦିନ ସକାଳେ କିଛି ସମୟ ତୁଳସୀ ଗଛ ପାଖରେ ବସନ୍ତି ତାଙ୍କୁ କୌଣସି ପ୍ରକାର ରୋଗ ହୋଇନଥାଏ ।

Image Courtesy: Google

ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତୁ ଓ ଏହି ପାଇଁ ଯାହା ଘରେ ତୁଳସୀ ଗଛ ଥାଏ ଏବଂ ସଠିକ ପୂଜା ହୋଇଥାଏ ତାଙ୍କ ଘରେ ମାତା ଲକ୍ଷ୍ମୀ ଖୁବ ଶୀଘ୍ର ଆସନ୍ତି ଏବଂ ଆଶୀର୍ବାଦ ମଧ୍ୟ ପ୍ରଦାନ କରନ୍ତି । ତୁଳସୀ ଗଛ ବହୁତ ଶୁଭ ହୋଇଥାଏ, ଆପଣଙ୍କୁ ମଧ୍ୟ ଏହି ଉପାୟ କରିବା ଆବଶ୍ୟକ ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *