କରୋନାର ତୃତୀୟ ଲହର ଉପରେ ପ୍ରସିଦ୍ଧ Doctor ଯାହା କହିଲେ, ଶୁଣି ମୁଣ୍ଡ କାମ ଦେବନି

କ-ରୋ-ନା ବିଷୟରେ ଶୁଣି ଶୁଣି କାନ ବଧିର ହେଲାଣି ମନ କହୁଛି କଣ କେବେ ଏହି ସଙ୍କଟରୁ ମୁକ୍ତି ମିଳିବନୀ କି ? ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆଉ କେତେ ଜୀବନ ନବ ଏହି କ-ରୋ-ନା ଆଉ କେତେ ଲୋକଙ୍କ ଘର ବର୍ବାଦ କରିବ କ-ରୋ-ନା ଆଉ କେତେ ଲୋକ କାନ୍ଦିବେ ଏହି କ-ରୋ-ନା ପାଇଁ ।

ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ସୂଚନା କ-ରୋ-ନା ବିଷୟରେ ଦବାକୁ ଯାଉଛୁ । ଡକ୍ଟର ମାନେ ଏହା ଅନୁମାନ କରୁଛନ୍ତି ଯେ ସ୍ପେନିଶରେ କ-ରୋ-ନା ସଂ-କ୍ର-ମ-ଣ ଚାର୍ଟ ତିଆରି କରା ଯାଇଥିଲା ଯାହା ଅନୁଯାଇ ପ୍ରଥମ ଫେଜ ଠାରୁ ଦ୍ଵିତୀୟ ଫେଜ ବହୁତ ଘାତକ ଏବଂ ବହୁତ ଲୋକଙ୍କ ଜୀବନ ନେଇଥିଲା ଏହା ପୁରା ପିକରେ ଥିଲା କିନ୍ତୁ ଧୀରେ ଧୀରେ ଏହା ଖସିବାକୁ ଲାଗିଥିଲା ଆଉ କମି ଗଲା ପରେ ଯେତେବେଳେ ଥର୍ଡ ଫେଜ ଆସିଥିଲା ।

ସେତେବେଳେ କ-ରୋ-ନା ଏତେ ଘାତକ ନଥିଲା ଆଉ କିଛି ଦିନ ଭିତରେ ନିୟନ୍ତ୍ରରେ ଆସି ଯାଇଥିଲା ତେବେ ଆମ ଭାରତ ପାଇଁ କୁହା ଯାଉଛି ଯେ ଆମ ପ୍ରଥମ ଫେଜ ଯାଇ ସାରିଛି ବର୍ତମାନ ଦ୍ଵିତୀୟ ଫେଜ ନିଜ ପିକରୁ ଧୀରେ ଧୀୟରେ କରି ଖସିବାକୁ ଲାଗିଛି । ଆଉ ଏହା ମଧ୍ୟ କୁହା ଯାଉଛି ଯେ ଦ୍ଵିତୀୟ ଫେଜ ସାରୁ ସାରୁ ସେପ୍ଟେମ୍ବର ଅକ୍ଟୋବର ହୋଇଯିବ ।

ଆଉ ଥର୍ଡ ଫେଜ ଡିସେମ୍ବର ମାସରେ ଆସି ପାରେ ଯାହା ଏତେ ଘଟକ ହବ ନାହିଁ ଯେତେ ଦ୍ଵିତୀୟ ଫେଜ ରହିଛି, କ-ରୋ-ନା ରେ ବହୁତ ଲୋକ ନିଜ ଲୋକଙ୍କୁ ହରାଇଛନ୍ତି । ବର୍ତମାନ ସ୍ଥିତିରେ ଆକ୍ସିଜନ ବହୁତ ମାତ୍ରାରେ ଆବଶ୍ୟକ ହେଉଛି କାହିଁକିନା ଆମ ଫୁସ ଫୁସ ପୂର୍ଣ ରୂପରେ ଖରାପ ହେଇ ହେଇ ଯାଉଛନ୍ତି । ଯଦି ଆକ୍ସିଜନ ୧୦୦% ଆବଶ୍ୟକ ହୋଇଥାନ୍ତା ତେବେ ଭଗବାନ ୧୦୦% ଆକ୍ସିଜନ ବାତାବରଣରେ ଦେଇ ଥାନ୍ତେ କିନ୍ତୁ ୩୦% ଆକ୍ସିଜନ ଦ୍ଵାରା ଆମ ଶରୀର ସବୁଠାରୁ ଭଲ କାମ କରେ ସେଥିପାଇଁ ବାତାବରଣରେ ସେତିକି ଅଛି ।

ତେବେ ପଶୁ ପକ୍ଷୀ ମାନଙ୍କ ବିଷୟରେ କଣ ଆପଣ ଏହା ଜାଣିଛନ୍ତି ଯେ ଗୋଟେ ପିମ୍ପୁଡି ମଧ୍ୟ ଆମକୁ ବହୁତ ବଡ ଶିକ୍ଷା ଦେଇଥାଏ ଆପଣ ଯେଉଁ ପଶୁକୁ ବି ଦେଖିଲେ ଦେଖିବେ ଯେ ତାଙ୍କ ମୁଣ୍ଡ ଭୂମି ଆଡକୁ ହୋଇଥାଏ ଆକାଶ ଆଡକୁ ନୁହ । କାନଶୀ ପ୍ରାଣୀ କେବେ ଆକାଶକୁ ମୁହଁ କରି ସୋଇନଥାଏ କେବଳ ମଣିଷକୁ ଛାଡି ଦେଲେ ତେବେ ମଣିଷ ସମୟ ସହ ବହୁତ କିଛି ଶିଖିଲେ ଆଉ ନିଜ ନେଚରକୁ ଭୁଲି ମଡାର୍ନ ହୋଇଗଲେ ଯାହା ପରେ ସେ ପ୍ରକୃତି ଠାରୁ ଦୂରେଇ ଗଲେ ଆଉ ଆଜି ଆମକୁ ଏହା ଆବଶ୍ୟକ ଯେ ଆମେ ଆମ ପୁରୁଣା ନେଚରକୁ ଆଉଥରେ ଆପଣଣେଇବା ନଚେତ ବହୁତ ଶୀଘ୍ର ଆମେ କେହି ରହିବୁ ନାହିଁ ।

ବର୍ତମାନ ସମୟରେ ଯେଉଁ ଆକ୍ସିଜନ ଅଭାବ ହେଉଛି ତାହା ଓଲଟା ହୋଇ ସୋଇଲେ ୮୦% ସମାଧାନ ହୋଇଯିବ ବୋଲି ଡକ୍ଟର କହୁଛନ୍ତି, ତେବେ ଭୂମିକୁ ଛାତି କରି ସୋଇଲେ ଆମ ଫୁସ ଫୁସ ଭଲ ଭାବରେ କାମ କରିଥାଏ ଆଉ ଆମକୁ ଆକ୍ସିଜନ ଅଭାବ ହୋଇନଥାଏ ତେବେ ଏହାର ମୁଖ୍ୟ କାରଣ ଏହା ଅଟେ ଯେ ପଶୁ ପକ୍ଷୀ ମାନେ ଆଜୀବି ତାଙ୍କ ପ୍ରକୃତି ଅନୁଯାଇ ଚାଲି ଛନ୍ତି କିନ୍ତୁ ଆମେ ପ୍ରକୃତି ବଦଳିବା ପାଇଁ ଚେଷ୍ଟା କରୁଛୁ ଯାହାର ଫଳ ଆମକୁ ଆଜି ମିଳୁଛି ।

ତେବେ ଭେଣ୍ଟିଲେଟରରେ ରକ୍ଷା ହୋଇଥିବା ରୋ-ଗୀ ସହ ମଧ୍ୟ ଡକ୍ଟର ମାନେ ଏହି ଥେରେପି କରୁଛନ୍ତି କିଛି ସମୟ ସିଧା କିଛି ସମୟ ଓଲଟା କରି ରୋ-ଗୀକୁ ଶୋଇବାକୁ କହୁଛନ୍ତି ତେବେ ଆପଣ କିଛି ଅସୁବିଧା ହବା ଆଗରୁ ନିଜର ଆଉ ନିଜ ଛୁଆଙ୍କ ଅଭ୍ୟାସ ବଦଳି ଦିଅନ୍ତୁ କାହିଁକିନା ଏହି ଥେରେପି ସମସ୍ତଙ୍କୁ ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *