ବଡ ଖବର, ଅଧ ରାତିରେ ବର୍ଷା ଦେଲେ ଗୁଡ ନ୍ଯୁଜ- ଦେଖନ୍ତୁ ଭିଡିଓ କଣ ଅଛି ତାଙ୍କ ଖୁସି ପଛର କାରଣ

ଆପଣ ମାନେ ଓଲିଉଡ ସୁପର ଷ୍ଟାର ବର୍ଷାଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ଅଭିନୟ ଆଉ ସୁନ୍ଦରତା ସମସ୍ତଙ୍କୁ ପ୍ରିୟ ଅଟେ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବର୍ଷଙ୍କ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି, ତେବେ ବରଷାଙ୍କ ଅଭିନୟ ଛଡା ଆଉ ଗୋଟେ ସ୍ଵଭାବ ଅଛି ଯାହା ଲୋକଙ୍କ ମନ କିଣିଥାଏ ତାହା ହେଉଛି ସେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ତେବେ ତାଙ୍କ ଏହି ସ୍ଵଭାବ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିଥାଏ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବର୍ଷା ନିଜ ଧନ ଆଉ କଥା ଦ୍ଵାର ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି, ତେବେ ବରତମାନରେ ତାଙ୍କ ଗୋଟେ ବିଡିଓ ଭାଇରାଲ ହେଇଛି ଯେଉଁତିରେ ସେ ନିଜ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଦଉଥିବାର ଦେଖା ଯାଇଛନ୍ତି ।

ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ବର୍ଷା କଣ କହିଛନ୍ତି । ” ମତେ ଆପଣ ମାନେ ଏତେ ଭଲ ପାଇବା ଦେଇଛନ୍ତି ଯାହା ପାଇଁ ମୁଁ ଆପଣଙ୍କ ଆଭାରି ଅଟେ, ମୋ ଫେସବୁକ ପେଜ, ଇଂଷ୍ଟାଗ୍ରାମ ପେଜ ଆଉ ଟ୍ବିଟରକୁ ଆପଣ ମାନେ ଏତେ ଭଲ ପାଇବା ଦେଇଛନ୍ତି ଯେ ମୋ ମନ ବହୁତ ଖୁସି ହେଇଛି ଆପଣ ମାନଙ୍କ କାମେଣ୍ଟ ଭିତରେ ଥିବା ଭଲ ପାଇବା ମୁଁ ପାଇଛି ଆଉ ଆସା କରୁଛି ଆଗକୁ ମଧ୍ୟ ଆପଣ ମନେ ମତେ ଏହି ଭଳି ଭଲ ପାଇବା ଦେଇ ଚାଳିବେ ।

ତେବେ ଆପଣ ମାନଙ୍କ ଆଶୀର୍ବାଦ ଆଉ ଭଲ ପାଇବା ଆମ ସହ ରହିଲେ ମୁଁ ଆଉ ମୋ ଟିମ ବହୁତ ଭଲ କାମ କରିବୁ ଆଉ ଏହି ପରି ଅସହାୟ ଲୋକଙ୍କୁ ସାହାଯ୍ୟ କରି ଚାଲିବୁ, ତେବେ ମୋ ଟିମ ସମାନୀତା ବିନା ମୁଁ କିଛି କରି ପାରି ନଥାନ୍ତି ତେବେ ମୁଁ ଆଉ ମୋ ଟିମ ସମାନୀତା ଆଗକୁ ମଧ୍ୟ ଏହି ଭଳି ଜନ ହିତ କାମ କରି ପାରିବୁ ବୋଲି ଆମକୁ ଆପଣଙ୍କ ଆଶୀର୍ବାଦ ଆଉ ଭଲ ପାଇବା ଆବଶ୍ୟକ ଅଟେ ।

ମହାପ୍ରଭୁ ଜଗରନାଥ ସମସ୍ତଙ୍କୁ ସହ ପରିବାର ସୁରକ୍ଷିତ ରଖନ୍ତୁ ଆଉ ସୁଖୀ ରଖନ୍ତୁ ।” ତେବେ ବରଷାଙ୍କ ଏହି କଥା ଲୋକଙ୍କ ମନ ଚୁଇଞ୍ଚି ଆଉ ଲୋକେ ତାଙ୍କୁ ଷପୋର୍ଟ ମଧ୍ୟ କରୁଛନ୍ତି, ବର୍ଷ ନିଜ ଟିମ ସହ ବହୁତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଆଉ ଆଗକୁ ମଧ୍ୟ କରିବେ ବୋଲି କହିଛନ୍ତି ତେବେ ଦେଖିବା ଆଗକୁ ସେ ଆଉ କଣ କଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *