କୋଭିଡ ବେଳେ ଡାଏବେଟିସ ରୋଗୀ କଣ ଖାଇବେ ? Dr. Niharika Dash

ଯେଉଁ ମାନେ ବହୂ ବିଧ ରୋ-ଗରେ ସଂ-କ୍ର-ମି-ତ ହୋଇ ଅଛନ୍ତି ଯେମିତିକି ଡାଇବେଟିସ, ଉଚ ରକ୍ତଚାପ, ହୃଦୟ ଜନିତ ରୋ-ଗ, ଏହି ମାନଙ୍କୁ କୋଭିଡ ବହୁତ ମାତ୍ରାରେ ଆକ୍ରମିତ କରିଥାଏ ।

କୋଭିଡ କାହିଁକି ଡାଇବେଟିସ ରୋ-ଗୀ ମାନଙ୍କୁ ଅଧିକ ଆ-କ୍ର-ମ-ଣ କରୁଛି । କୋଭିଡରେ ଡାଇବେଟିସ ରୋ-ଗୀ ମାନେ କଣ ଅଧିକ ପ୍ରିକସନ ନେବେ । ଆପଣ ପ୍ରତିଦିନ ୬ ଟି ମିଲ ନିଅନ୍ତୁ, ଆପଣଙ୍କର ସୁଗାର ସବୁବେଳେ ଚେକ କରନ୍ତୁ । ପ୍ରତି ତିନି ମାସରେ ଆପଣ ଗ୍ଲାୟସେଲେଟେଡ ହିମୋଗ୍ଲୋବିନ ତାକୁ ସବୁବେଳେ ଟେଷ୍ଟ କରନ୍ତୁ । ଡାକ୍ତରଙ୍କ ସହିତ ପରାମର୍ଶରେ ରୁହନ୍ତୁ । ଏବେ ଲୋ ଗ୍ଲାୟସେମିକ ଖାଦ୍ଯ ସୁଜି, ମଇଦା, ବେସନ,ଚୂଡା, ଏହି ସବୁ ଟିକେ କମ ପରିମାଣରେ ଖାନ୍ତୁ ।

ଭାତ ଯଦି ଖାଉଛନ୍ତି କମ ପରିମାଣରେ ଖାନ୍ତୁ ବହୁତ ଡାଇବେଟିସ ରୋ-ଗୀ ଭାତ ରୁଟି ମିଶାଇକି ଖାନ୍ତି, ତେବେ କେବେ ଦୁଇଜାକ ଜିନିଷ ମିଶାଇକି ଖାଆନ୍ତୁ ନହିଁ । ସକାଳୁ ଉଠିଲା ପରେ ଆପଣ ମେଥି ପାଉଡର ଖାଇ ପାରିବେ, ମେଥିରେ ଓମେଗା ୩ ରହୁଛି ହାର୍ଟ ରୋ-ଗୀ ମଧ୍ୟ ମେଥି ପାଉଡର ନେଇ ପାରିବେ । ତନ୍ତୁ ଜାତୀୟ ଖାଦ୍ଯ ମାନେ ଫାଇବର ଜାତୀୟ ଖାଦ୍ଯ ଯେମିତି ଓଅଟ୍ସ, ଦଲିଆ, ମାଣ୍ଡିଆ, ଯେତିକ ଗ୍ରୀନ ଜିନିଷ ପାରିବା, ଫଳ, ଡାଲି ଜାତୀୟ ଜିନିଷ ଆପଣଙ୍କ ଖାଇବାରେ ଆଡ କରନ୍ତୁ ।


ଜଙ୍କ ଫୁଡ ଭଳି ଖାଦ୍ୟକୁ ସବୁବେଳେ ଦୂରେଇ ରୁହନ୍ତୁ । ଡାଇବେଟିସ ରୋ-ଗୀ ନରମାଲ ଡାଏଟ ଚାର୍ଟ ଖାଇବା ଉଚିତ । ଭାତ କମ ପରିମାଣରେ ଖାଇବା ଉଚିତ, ଜନ୍ତା ରୁଟି ଖାଇବା ଉଚିତ, ଆପଣ ମାଣ୍ଡିଆ ଓ ଓଅଟ୍ସର ରୁଟି ବନାଇ ପାରିବେ । ଆପଣ ବୁଟ ସିଝା ଓ ମଟର ସିଝା ଖାଇପାରିବେ । ରୁଟି ସନ୍ତୁଳା ଭଳି ଖାଦ୍ଯ ବ୍ରେକ ଫାଷ୍ଟରେ ନେଇପାରିବେ । ଡାଇବେଟିସ ରୋ-ଗୀ ମାନେ ଅଳ୍ପ ଅଳ୍ପ କରି ଖାଦ୍ୟା ଖାଇବା ଉଚିତ ।

କଣ ଖାଇବେ ନହିଁ :- ମିଠା ଜିନିଷ ଜମାବି ଖାଆନ୍ତୁ ନହିଁ । ଆଉ ଅତ୍ୟଧିକ ସୁଗାର ଥିବା ଖାଦ୍ଯ ଆଭଏଡ କରିବେ । ସୋଢା ଜାତୀୟ ଖାଦ୍ଯ ଆଭଏଡ କରିବେ । ଲୁଣ ପରିମାଣ ଯେଉଁଠି ଅଧିକ ରହୁଛି ତାକୁ ଆଭଏଡ କରିବେ । ଧୁ-ମ୍ର-ପା-ନ ବା ମ-ଦ୍ୟପାନ ମଧ୍ୟ କରନ୍ତୁ ନହିଁ । ଖାଦ୍ଯ ଠିକ ରହିବା ସହିତ ଶୋଇବା ମଧ୍ୟ ଠିକ ରଖିବେ । ଏଥିରେ ଯୋଗ ପ୍ରାଣାୟମ ମଧ୍ୟ କରିବେ । ଆଉ ଯଦି ଏହି ସବୁ ଜିନିଷ କରିବେ ତେବେ ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲରେ ରହିବ ।

Leave a Reply

Your email address will not be published. Required fields are marked *