ଦେଖନ୍ତୁ Raja Queenର ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକ ସିଜିନ ର Winner ମାନଙ୍କ List

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ରଜ କୁଇନ ନିଶ୍ଚୟ ଦେଖିଥିବେ । ଏଥିରେ ପ୍ରତି ବର୍ଷ ଅନେକ ପ୍ରତିଯୋଗୀ ମାନେ ଭାଗ ନେଇଥାନ୍ତି । ଏହି ସୋ ରେ ବହୁତ ବଡ ସେଲିବ୍ରେଟି ମାନେ ଜଜ ମଧ୍ୟ ହୋଇଥାନ୍ତି । ଏହି ସୋ ରେ ରଜ ପର୍ବ ବିଷୟରେ ଅନେକ ପ୍ରକାରର ପ୍ରଶ୍ନ ପଚାରା ଯାଇଥାଏ ଆଉ ଅନେକ କିଛି ଗେମ ମଧ୍ୟ ଖେଳ ଯାଇଥାଏ ।

ଯାହା ଆମ ଓଡିଆ ଘର ମାନଙ୍କରେ ରଜ ପର୍ବ ରେ କରାଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ରଜ କୁଇନ ସିଜିନ-୧ ଠାରୁ ସିଜିନ-୧୦ ଯାଏଁ କେଉଁ କେଉଁ ପ୍ରତିଯୋଗୀ ମାନେ ବିଜେତା ଭାବେ ବିବେଚିତ ହୋଇଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

୧- ରଜ କୁଇନ ର ପ୍ରଥମ ସିଜିନ ଆରମ୍ଭ ହୋଇଥିଲା ୨୦୨୩ ରେ । ଏହି ସୋ ରେ ବର୍ଷା ମୋହିନୀ ଦାସ ବିଜେତା ହୋଇଥିଲେ ।

୨- ୨୦୧୪ ରେ ରଜ କୁଇନ ର ସିଜିନ-୨ ଆରମ୍ଭ ହୋଇଥିଲା । ଏଥିରେ ଦେବସ୍ମିତା ପଣ୍ଡା ବିଜେତା ହୋଇଥିଲା ।

୩- ରଜ କୁଇନ ର ସିଜିନ-୩ ୨୦୧୫ ରେ ହୋଇଥିଲା । ଯେଉଁଥି ରେ ଅନେକ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଆଉ ଏଥିରେ ସ୍ମରଣିକା ପ୍ରିୟଦର୍ଶୀନି ବିଜେତା ହୋଇଥିଲେ ।

୪- ୨୦୧୬ ରେ ରଜ କୁଇନ ର ସିଜିନ-୪ ଅନୁଷ୍ଠିତ ହୋଇଥିଲା । ଆଉ ସବୁଠାରୁ ବଡ କଥା ହେଉଛି ସିଜିନ-୪ ରେ ଦୁଇ ଜଣ ବିଜେତା ହୋଇଥିଲେ । ସେମାନେ ହେଉଛନ୍ତି ରଞ୍ଜିତା ପାଣିଗ୍ରାହୀ ଓ ଜ୍ୟାକଲିନ ପରିଡା ।

୫- ୨୦୧୭ରେ ରଜ କୁଇନର ସିଜିନ-୬ ଅନୁଷ୍ଠିତ ହୋଇଥିଲେ । ଆଉ ଏଥିରେ ସୁଶ୍ରୀ ସବିତା ପଲେଇ ୱିନର ଭାବେ ବିବେଚିତ ହୋଇଥିଲେ ।

୬- ରଜ କୁଇନ ର ସିଜିନ-୭ ୨୦୧୮ରେ ହୋଇଥିଲା । ଆଉ ଏହି ସୋ ରେ ଶୁଭଶ୍ରୀ ଜେନା ଓ ସୁମନ ପଟ୍ଟନାୟକ ଦୁଇ ଜଣ ବିଜେତା ଭାବେ ବିବେଚିତ ହୋଇଥିଲେ ।

୭- ୨୦୧୯ ରେ ରଜ କୁଇନ ର ସିଜିନ-୭ ସାର୍ଥକ ଚ୍ଯାନେଲ ରେ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ବିଜେତା ହୋଇଥିଲେ ସିପ୍ରା ନାୟକ ।

୮- ୨୦୨୦ ରେ ରଜ କୁଇନ ର ସିଜିନ-୮ ରେ ବିଜେତା ଭାବେ ନୋମିନେଟ ହୋଇଥିଲେ ଆଦିତି ଦାସ ।

୯- ୨୦୨୧ରେ ରଜ କୁଇନର ସିଜିନ-୯ ରେ ସିନିୟର ରେ ଯିଏ ୱିନର ହୋଇଥିଲେ ସେ ହେଉଛନ୍ତି କ୍ରୀଷ୍ଣା ସାହୁ ଏବଂ ଜୁନିୟର ରେ ଯିଏ ବିଜେତା ହୋଇଥିଲେ ତାଙ୍କ ନାମ ହେଉଛି ସ୍ଥିତି ପ୍ରଜ୍ଞା ।

୧୦- ୨୦୨୨ରେ ରଜ କୁଇନର ସିଜିନ-୧୦ ରେ ସିନିୟର ରେ ଯିଏ ବିଜେତା ହୋଇଥିଲେ ସେ ହେଉଛନ୍ତି ରୂପାଲି ରାଣୀ । ଆଉ ଜୁନିୟର ରେ ଯିଏ ବିଜେତା ହୋଇଥିଲେ ସେ ହେଉଛନ୍ତି ଭୂମିକା । ବନ୍ଧୁଗଣ ଆପଣ ମାନଙ୍କୁ ରଜ କୁଇନ ସୋ କେମିତି ଲାଗେ ଆମକୁ ନିଶ୍ଚୟ କମେଣ୍ଟ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *