ଦେହକୁ ଦେଲେନି Rest, ବର୍ଷକୁ ବର୍ଷ କରିଚାଲିଲେ ଛୁଆ…. 12 ବର୍ଷରେ 9ଟି ଛୁଆର ମା’, ଆଉ ତା ପରେ ତାଙ୍କ ସହ ଯାହା ହେଲା ଦେଖନ୍ତୁ Video

ଫଟା ଫଟ ଜନ୍ମ ଦେଲେ ୯ଟି ସନ୍ତାନ । ୧୨ ବର୍ଷ ପର୍ଯ୍ୟନ୍ତ ଲଗାତର କଲେ ଛୁଆ ଜନ୍ମ । ବାହାଘରକୁ ୧୨ ବର୍ଷ ହେଲେ ଜନ୍ମ ଦେଇଛନ୍ତି ୯ ସନ୍ତାନକୁ ମାନେ ଦେଢ ବର୍ଷରୁ କମ ସମୟ ମଧ୍ୟରେ ଛୁଆ ଜନ୍ମ କଲେ । ହଁ ଦର୍ଶକ ବନ୍ଧୁ ୨୮ ବର୍ଷରେ ଏବେ ସେ ୯ ସନ୍ତାନର ମାଆ । ଡାକ୍ତରଙ୍କ କହିବା କଥା ହେଉଛି ଗୋଟେ ଛୁଆ ଜନ୍ମ ହେବାର ୩ ବର୍ଷ ପରେ ଆଉ ଗୋଟେ ଛୁଆ ଜନ୍ମ କରିବା କଥା ।

ହେଲେ ଏଠି ପ୍ରତି ବର୍ଷ ଛୁଆ ଜନ୍ମ କରିଛନ୍ତି ଜଣେ ମହିଳା । ଗୋଟେ ଛୁଆ ଜନ୍ମ ହେବାର ମାତ୍ର ବର୍ଷକେ ଭିତରେ ଆଉ ଗୋଟେ ଛୁଆ ଜନ୍ମ କରିଛନ୍ତି । ଯାହା ପାଇଁ ସେ ଅନେକ କଷ୍ଟ ମଧ୍ୟ ସହି ଛନ୍ତି । ଯେଉଁଥି ପାଇଁ ତାଙ୍କୁ ସୁପର ଓମେନ ବୋଲି ମଧ୍ୟ କୁହା ଯାଉଛି । ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଲାସ ଭେଗାସରେ । ମହିଳାଙ୍କ ନାମ ହେଉଛି କ୍ଳୋରା । କ୍ଳୋରାଙ୍କୁ ୨୮ ବର୍ଷ ।

ଆଉ ସେ ଏବେ ୯ ସନ୍ତାନଙ୍କ ମା । କ୍ଳୋରାଙ୍କ ବିବାହ ମାତ୍ର ୧୬ ବର୍ଷ ବୟସରେ ତିନି ବର୍ଷ ବଡ ଆନ୍ଧ୍ରେ ଡିଉଙ୍କ ସହ ହୋଇଥିଲା । ତେବେ କ୍ଳୋରା ପ୍ରଥମେ ୨୦୦୦ ମସିହାରେ ପ୍ରଥମ ସନ୍ତାନର ମାଆ ହୋଇଥିଲେ । ଏହା ପରେ ସେ ଶେଷ ବା ନବମ ସନ୍ତାନକୁ ୨୦୧୨ ମସିହାରେ ଜନ୍ମ ଦେଇଥିଲେ । ବାହାଘର ଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ସେ ଛୁଆ ଜନ୍ମ କରି ଚାଲି ଥିଲେ ।

ସେ ନିଜ ଇଛାରେ ଛୁଆ ଜନ୍ମ କରିଛନ୍ତି ସେ ବାଧ୍ୟ ହୋଇ ଏହା କରି ନାହାନ୍ତି । ସେଥିପାଇଁ ସେ ଅନେକ କଷ୍ଟ ପାଇଛନ୍ତି ହେଲେ ପଛ ଘୁଞ୍ଚା ଦେଇ ନାହାନ୍ତି । କାରଣ ଏଥିରେ ତାଙ୍କ ସ୍ଵାମୀ ଆନ୍ଧ୍ରେ ଡିଉ ତାଙ୍କୁ ପୁରା ସମର୍ଥନ କରିଥିଲେ । ତେବେ କ୍ଳୋରା ଙ୍କୁ ଏବେ 39 ବର୍ଷ । ସେ ଯେବେ ତାଙ୍କ ସନ୍ତାନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ସେତେବେଳେ ଲୋକେ ତାଙ୍କୁ ମା ନୁହେଁ ବରଂ ସନ୍ତାନ ମାନଙ୍କର ଭଉଣୀ ବୋଲି କୁହନ୍ତି ।

ଆଉ ଲୋକେ ଯେବେ ଶୁଣନ୍ତି କ୍ଳୋରା ତାଙ୍କର ମା ବୋଲି ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଉଠନ୍ତି । 9ଟି ସନ୍ତାନର ମା ହୋଇଥିଲେ ବି ସେ ତାଙ୍କ ସୌନ୍ଦର୍ଜ୍ୟକୁ ହରାଇବାକୁ ଦେଇ ନାହାନ୍ତି । ସୋସିଆଲ ମିଡିଆ ରେ ତାଙ୍କର 4 ଲକ୍ଷ ରୁ ଅଧିକ ଫଲୋର୍ଷ ରହିଛନ୍ତି । ସେ ଜଣେ ମଡ଼େଲର ହୋଇଥିବା ବେଳେ ଭାର ଉତୋଳନ କରି ସେ ତାଙ୍କ ଶରୀରକୁ ସୁସ୍ଥ ରଖିଛନ୍ତି । କ୍ଳୋରାଙ୍କ ବାହାଘରକୁ 22 ବର୍ଷ ବୀତିଗଲାଣି ।

ସେ ତାଙ୍କର ସନ୍ତାନଙ୍କ ଫୋଟୋକୁ ସୋସିଆଲ ମିଡିଆରେ ସେୟାର କରନ୍ତି । ତେବେ ଲାସ ଭେଗାସ ର ଲୋକମାନେ କ୍ଳୋରା ଙ୍କୁ ସୁପର ଓମେନ ନାମରେ ସମ୍ବର୍ଦ୍ଧନ କରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କାମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *