ଏହା ଅଟେ ଭୋଜନ କରିବାର ସଠିକ ସମୟ, ଦିଗ ଓ ଭୋଜନ କରିବା ପୂର୍ବରୁ କେଉଁ ମନ୍ତ୍ର ପାଠ କରିବା ଉଚିତ – Vaastu Tips

ଭଗବାନ ଶ୍ରୀ କୃଷ୍ଣ ମଣିଷକୁ ଭୋଜନ ସମୟରେ କେଉନ କଥା ପ୍ରତି ଧ୍ୟାନ ଦେବା ଉଚିତ ତାହା ବିଷୟରେ ବାସ୍ତୁ ଶାସ୍ତ୍ର ରେ ଉଲେଖା କରା ଯାଇଛି । ଏହା ସହ ମଣିଷ କେଉଁ ଦିଗରେ ବସି ଭୋଜନ କରିବା ସହ କିଭଳି ନିୟମର ମାନିବା ଦରକାର ସେହି ବିଷୟରେ ମଧ୍ୟ ଶାସ୍ତ୍ର ରେ କୁହା ଯାଇଛି । କିଛି ଏମିତି ମନ୍ତ୍ର ରହିଛି ଯାହା ଭୋଜନ କରିବା ପୂର୍ବରୁ କରା ଯାଇଥାଏ ଯାହାର ଉଲେଖ ଭଗବାନ କୃଷ୍ଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଭୋଜନ କରିବାର ସଠିକ ସମୟ ଠାରୁ ଆରମ୍ଭ କରି ସଠିକ ଦିଗ କଣ ହେବା ଉଚିତ ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ମଣିଷ ଭୋଜନ କରିବା ସମୟରେ ପୂର୍ବ ଦିଶାରେ ମୁହଁ କରି ବସିବା ଉଚିତ । ଭୁଲ ଦିଗରେ ମୁହଁ କରି ଭୋଜନ କରିଲେ ଏହାର ପ୍ରଭାବ ଖରାପ ପଡିଥାଏ । ଏହା ବ୍ଯତୀତ ଭୋଜନ କରିବା ପୂର୍ବରୁ କିଛି ମନ୍ତ୍ର ମଧ୍ୟ ପାଠ କରିବା ଉଚିତ । ମଣିଷ ଅନ୍ୟର ଭୋଜନ ଗ୍ରହଣ କରିବା ଅନୁଚିତ । ଏହା ସହ ପଶୁପକ୍ଷୀ ଙ୍କୁ ଭୋଜନ କରାଇ ସ୍ଵୟଂ ଖାଇବା ଉଚିତ । ଖାଇବା ସମୟରେ ସମସ୍ତଙ୍କୁ ସମାନ ଭାବେ ଖାଦ୍ଯ ଦେବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଭଙ୍ଗା ବାସନରେ ଖାଇବା ଉଚିତ ନୁହେଁ ।

ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଦୁଖ ଦରିଦ୍ରତା ଆସିଥାଏ । ଏକାଦଶୀ ଦିନ ଆମିଷ ଭୋଜନ କରିବା ଅନୁଚିତ । ଏହା ଛଡା ଯେତିକି ଖାଦ୍ୟ ଦରକାର ସେତିକି ନିଜ ଥାଳିରେ ନେବା ଉଚିତ । କେବେ ବି ଅର୍ଣ୍ଣର ଅପମାନ କରିବା ଅନୁଚିତ । ଥାଳିରେ ଖାଇବା ପରେ ହାତ ଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ମଣିଷ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଭୋଜନ କରିବା ପୂର୍ବରୁ ଓମ ସହ ନାବ୍ୟତୁ, ସହ ନୋ ଭୁନାକୁ, ସହ ବୀର୍ଯ୍ୟ କରୱାବହେ, ତେଜସ୍ବୀ ନାବଧୋତମସ୍ତୁ ମା ବିଦବିଷାବହେ, ଓମ ଶାନ୍ତି ମନ୍ତ୍ର ଜପ କରିବା ଉଚିତ ।

ଏହି ମନ୍ତ୍ର ଜପ କରିବା ଦ୍ଵାରା ବ୍ୟକ୍ତି ଦୀର୍ଘାୟୁ ହେବା ସହ ପରମାତ୍ମା ସନ୍ତୁଷ୍ଟ ହୋଇଥାନ୍ତି । କେବେ ବି ଭୁଲରେ ଖଟ ଉପରେ ବସି ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହା ଛଡା ଭୋଜନ କରିବା ସମୟରେ ଅନ୍ୟକୁ ରୋକିବା ଅନୁଚିତ । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟ ଆସିବା ସହ କ୍ଲେଶ ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତି ପବ ଦିଗରେ ଭୋଜନ କରିଲେ ମାନସିକ ଓ ରୋଗରୁ ମୁକ୍ତି ପାଇଥାଏ ।

ରୋଗୀ ମାନଙ୍କୁ ପୂର୍ବ ଦିଶାରେ ବସି ଭୋଜନ କରିଲେ ସେମାନେ ବହୁତ ଜଲ୍ଦି ଆରୋଗ୍ଯ ଲାଭ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଉନ୍ନତି କରିବାକୁ ଚାହେଁ ତେବେ ଉତ୍ତର ଦିଶାରେ ବସି ଭୋଜନ କରିବା ଉଚିତ । ଦକ୍ଷିଣ ଦିଗରେ ବସି ଭୋଜନ କରିଲେ ଏହା ମୃ-ତ୍ୟୁର ସଂକେତ ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *