ବନ୍ଧୁଗଣ ବର୍ତ୍ତମାନ ସମୟରେ ସେକ୍ସ କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଶାରୀରିକ ସମ୍ପର୍କ କୁ ନେଇ ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ଏତେ ତିକ୍ତତା ସୃଷ୍ଟି ହେଉଛି କି ଦୁହେ ପରସ୍ପରକୁ ଛାଡି ଦେଉଛନ୍ତି ତାହା ନୁହେଁ ବରଂ ହତ୍ୟା କି ଆତ୍ମହତ୍ୟା କରିବାକୁ ପଚାଉ ନାହାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା କୁ ନେଇ ଏଲିନା ସାମଲ ନିଜର ରାୟ ଦେଇଛନ୍ତି । ଏଲିନା ସାମଲ ଏକ ସାକ୍ଷାତକାର ରେ ଗଣମାଧ୍ୟମ କୁ ଏ ନେଇ ଜରୁରୀ ସୂଚନା ଦେଇଛନ୍ତି ।
ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । ସେ କହିଛନ୍ତି କି “ଆପଣ ମାନେ ବିବାହ ଫିଲ୍ମ ଦେଖିଥିବେ ସେ ତାକୁ ଭଲ ପାଉଥିଲା ନା ନାହି ତାକୁ ବାହା ମଧ୍ୟ ହେଲା । ବାହା ହେବା ପୂର୍ବରୁ ଅହିନେତ୍ରୀ ଅମୃତା ଅଭିନେତା ସାହିଦ କପୁର ଙ୍କୁ କହିଥିଲେ କି ମୋ ଶରୀରକୁ ଆଗ ଦେଖା କାରଣ ମୋ ଶରୀର ପୁରା ଜଳି ଯାଇଛି । ଏହା ପରେ ସାହିଦ କପୁର କହିଥିଲେ ମୁ ତୁମକୁ ଭଲ ପାଇଛି ତୁମର ମନ ଆଉ ହୃଦୟକୁ ଦେଖିକି ମୁହଁ କୁ ଦେଖିକି ନୁହେଁ ।
ଆଗକୁ ସାହିଦ କପୁର କହିଥିଲେ ଆଜି ତୁମେ ଜଳି ଯାଇଛ ବୋଲି ମୁଁ ବାହା ହେବି ନାହି କହୁଛ କିନ୍ତୁ ଯଦି ମୁଁ ଜଳି ଯାଇଥାନ୍ତି ତେବେ କଣ ତୁମେ ମୋ ହାତ ଛାଡି ଦେଇଥାନ୍ତା ସେଇଟା ହେଉଛି ପ୍ରାଟିକାଲ ଲୋକଙ୍କୁ ଦେଖାଇବା ପାଇଁ । ଶାରୀରିକ ସମ୍ପର୍କ କରିବ ଯେତେବେଳେ ତୁମେ ଜାଣିବ ସତରେ ସେ ତୁମକୁ ଭଲ ପାଉଛି । ଭଲ ପାଇବାର କେତେ ପ୍ରକାରର ସିନାରୀ ଅଛି । ସେକ୍ସ କରିବାକୁ ହେଲେ ଯେଉଁଠି ପଇସା ଦେଇକି କରନ୍ତି ସେଠାରେ କରିକି ପଳେଈ ଆସିବ ।
ଯଦି ସେକ୍ସ କରିବାର ଇଚ୍ଛା ଅଛି ତେବେ ପଇସା ଦେଇକି କର ଯାହା ଆଜିକାଲି ଲୋକ କରୁଛନ୍ତି । ସେକ୍ସ ମାନେ କଣ ତମେ ତମର ରିଲିଫ କରୁଛ । ତମେ ଯାଇ କି ଯେଉଁଥି କରି ଦେଇକି ଆସ ନାହି । କିନ୍ତୁ ଭଲ ପାଇବାର ମାନେ ଏହା ଜମା ନୁହେଁ କି ମୋ ସ୍ତ୍ରୀ ସୁନ୍ଦର ହେଲେ ମୁଁ ତାକୁ ଭଲ ପାଇବା ଆଉ ଅସୁନ୍ଦର ହେଲେ ମୁଁ ତାକୁ ଭଲ ପାଇବି ନାହି ।
ଏଟା ଭଲ ପାଇବା ନୁହେଁ । ୟାକୁ କୁହନ୍ତି ଲେନଦେନ କରିବା । ଏଟା ହେଉଛି ମୋ ମତରେ ଭଲ ପାଇବା ଓ ସେକ୍ସ ର ଅର୍ଥ । ମୁଁ ଯେତିକି ଜାଣିଥିଲି ସେତିକି କହିଲି ଏଟା ହେଉଛି ମୋ କନସେପ୍ଟ । ବନ୍ଧୁଗଣ ଆପଣ ମାନଙ୍କର ଏଲିନା ସାମଲ ଙ୍କ ବୟାନକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ଧନ୍ୟବାଦ ।