ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ରାଜ୍ୟରେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅର୍ଚ୍ଚନା ନାଗ ଜେଣ ମହିଳା ହୋଇ ମଧ୍ୟ ସୁନ୍ଦର ହେବାର ଫାଇଦା ଉଠାଇ କେମିତି ବଡ ବଡିଆ ଲୋକ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିଲେ ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଏଥିରେ ତାଙ୍କ ସ୍ଵାମୀ ଜଗବନ୍ଧୁ ମଧ୍ୟ ସାମିଲ ଥିଲେ । ଦୁହେଁ ସ୍ଵାମୀ ସ୍ତ୍ରୀ ମିଶି ନେତା, ମନ୍ତ୍ରୀ, ବିଲଡର, ଶିଲ୍ପପତି ମାନଙ୍କୁ ଫସାଉ ଥିଲେ ଆଉ ନିଜ ଘରକୁ ଡାକୁଥିଲେ ।
ଏହା ପରେ ଅର୍ଚ୍ଚନା ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବ୍ଲାକ ମେଲ କରୁଥିଲେ ନିଜ ରୁମ ରେ ଲାଗିଥିବା କ୍ୟାମେରା ଜରିଆରେ । ହଁ ଆଜ୍ଞା ଅର୍ଚ୍ଚନା ନିଜ ଆଲୀସନ ବଙ୍ଗଳା ରେ ସବୁ ଆଡେ ସିସିଟିଭି କ୍ୟାମେର ଲଗାଇଥିଲେ । ସେ ଯେଉଁ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ସବୁ କିଛି ରେକର୍ଡ ହେଉଥିଲା କ୍ୟାମେରା । ଆଉ ତା ପରେ ରମ୍ଭ ହେଉଥିଲା ବ୍ଳାକ ମେଲିଂ ଆ ଲକ୍ଷ ଲକ୍ଷ ଟଙ୍କା ଲୁଟ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ବିବାଦ ମଧ୍ୟ ଦେଖା ଯାଇଛି ।
ତେବେ ଅର୍ଚ୍ଚନା ଙ୍କ ବିରୁଦ୍ଧରେ ସବୁ ପ୍ରମାଣ ମିଳିବା ପରେ ସେ ବର୍ତ୍ତମାନ ଜେଲ ରେ ଅଛନ୍ତି । କିନ୍ତୁ ତାଙ୍କ ସ୍ଵାମୀ ତାଙ୍କୁ ଅଧାରୁ ଛାଡି ଦେଇ କୁଆଡେ ଫେରାର ହୋଇ ଯାଇଥିଲେ । କିନ୍ତୁ ଗତ କାଲି ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ପୋଲିସ ହାତରେ ଧରା ପଡିଛନ୍ତି ଆଉ ମଞ୍ଚେଶ୍ଵର ପୋଲି ଜଗବନ୍ଧୁ ଙ୍କୁ ଆରେଷ୍ଟ କୃ କୋର୍ଟ ଚାଲାଣ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଜଗବନ୍ଧୁ ଙ୍କୁ ଘେରି ଯାଇଥିଲେ ଆଉ ଅନେକ ପ୍ରକାର ପ୍ରଶ୍ନ ମଧ୍ୟ କରିଥିଲେ । କିନ୍ତୁ ଜଗବନ୍ଧୁ କିଛି ବି ଉତ୍ତର ଦେଇ ନ ଥିଲେ । ଏହା ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ହୁଏ ଟ ଜଗବନ୍ଧୁ ଧରା ପଡିବା ପରେ ଆହୁରି ଅନେକ ରହସ୍ୟ ସାମନାକୁ ଆସିପାରେ ଯାହା ଏବେ ସର୍ବ ସାଧାରଣ ରେ ଚର୍ଚ୍ଚା ହେଉଛି ।
ତେବେ ଅର୍ଚ୍ଚନା ନାଗ ବର୍ତ୍ତମାନ ଜେଲ ରେ ଥିବା ବେଳେ ତାଙ୍କୁ ନେଇ ଅନେକ କଥା ସାମନାକୁ ଆସିବାରେ ଲାଗିଛି । ସେ କେମିତି ବଡ ବଡ ଲୋକ ମାନଙ୍କୁ ଫସାଉ ଥିଲେ ଆଉ କେମିତି ତାଙ୍କୁ ବ୍ଲକ ମେଲିଙ୍ଗ କରୁଥିଲେ ସବୁ କିଛି ର ପର୍ଦ୍ଦାଫାସ ହୋଇ ସାରିଛି । ଦେଖାଯାଉ କୋର୍ଟ ରେ ଜଗବନ୍ଧୁ ଙ୍କୁ ନେଇ କେଉଁ ରାଏ ଶୁଣା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।