ଏହି ସବୁ ଫୋଟୋକୁ ଥରେ ଦେଖି ବୁଝିବା କଷ୍ଟ, ଭଲରେ ଦୁଇଥର ଦେଖନ୍ତୁ ଜାଣିପାରିବେ ଏହା ପଛରେ ଥିବା ରହସ୍ୟ

ନମସ୍କାର ବନ୍ଧୁଗଣ । ସବୁଦିନ ଭଳି ଆମେ ଆଜି ବି ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଅନୋଖା । ଆଜି ଆମେ ଆପଣଙ୍କୁ ହସାଇବା ପାଇଁ ଆଣିଛୁ କିଛି ଏଭଳି ଫୋଟୋ ଯାହା ଦେଖି ଆପଣ ନ ଯସ୍ୟ ରହି ପାରିବେ ନାହିଁ । ଏହି ସଂସାରରେ ସମସ୍ତଙ୍କର କିଛି ନା କିଛି କାରଣରୁ ମନ ଦୁଃଖ ଥାଏ । ତେଣୁ ସେଥିପାଇଁ ଆପଣ ମାନଙ୍କ ଓଠାରେ ଟିକେ ହସ ଦେବା ପାଇଁ ଆଜିର ଆମର ଏହି ପୋଷ୍ଟ । ଆଜି ଆମେ ଆପଣମାନଙ୍କୁ ଯେଉଁ ସବୁ ଫୋଟୋ ଦେଖାଇବୁ ତାହା ଦେଖି ଆପଣ ବୋଧେ ଗୋଟେ ଥରରେ ବୁଝି ପାରିବେ ନାହିଁ । ହଁ ଯଦି ଆପଣ ଟିକେ ବୁଦ୍ଧିମାନ ହୋଇଥିବେ ତେବେ ନିଶ୍ଚୟ ଥରେ ଦେଖି ଜାଣି ଯିବେ ।

୧.  ହେ ଭଗବାନ ୟେ କଣ ଝିଅ ଟି ସେ ପୁଅକୁ ଉଠେଇଛି! ନା ଭଲରେ ଦେଖନ୍ତୁ ଜାଣି ପାରିବେ ପୁଅଟି ଝିଅକୁ ଉଠେଇଛି । ଦେଖିଲେ ନା ପ୍ରଥମ ଥରରେ ଜଣା ପଡିଲା ନାହିଁ ।

 

୨. ଏହି ଫୋଟୋ ଭଲରେ ଦେଖନ୍ତୁ ଆପଣଙ୍କୁ କଣ ଦେଖା ଯାଉଛି । ଗୋଟେ ବିଲେଇ ଓ ତାର ଛାଇ ନା ଦୁଇଟି ବିଲେଇ ? କମେଣ୍ଟ କରି ନିଶ୍ଚୟ ଜଣେଇବେ ।

୩. ଏହି ଫୋଟୋ ଦେଖି ଆପଣଙ୍କୁ କଣ ଲାଗୁଛି କିଏ ବସିଛି ଓ କିଏ ଠିଆ ହୋଇଛି । ଭଲରେ ଦେଖନ୍ତୁ ଜାଣିପାରିବେ । ଯଦି ଜାଣି ପାରିଲେ କମେଣ୍ଟ କରି ନିଶ୍ଚୟ ଜଣେଇବେ ।

୪. ଏହି ଫୋଟୋ ଯିଏ ଉଠେଇଛି ତାର ବୋଧେ କିଛି କାମ ନାହିଁ । ଏହି ଫୋଟୋ ଦେଖି ଲାଗୁଛି ଝିଅଟି ଜୋତା ଉପରେ ବସିଛି । ଆପଣଙ୍କୁ କଣ ଲାଗୁଛି ?

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଆମ ପେଜକୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *