ଧନତେରସ ଦିନ ଗାଈ କୁ ଦିଅନ୍ତୁ ଏହି ଜିନିଷ, ଗରିବ ବି ହୋଇଯିବ କୋଟିପତି!

ବନ୍ଧୁଗଣ ଚଳିତ ବର୍ଷ 10 ନଭେମ୍ବର ରେ ଧନତେରସ ଓ 12 ତାରିଖରେ ଦୀପାବଳି ପର୍ବ ପଡୁଅଛି । ହିନ୍ଦୁ ଧର୍ମରେ ଗାଈ କୁ ଗୋମାତା ରୂପରେ ପୂଜା କରାଯାଏ । ଗୋମାତାଙ୍କ ମା ଙ୍କ ସ୍ୱରୂପ ମାନାଯାଏ । ଗୋମାତାଙ୍କର କ୍ଷୀର ବହୁତ ପବିତ୍ର ହୋଇଥାଏ । ଗୋମାତାଙ୍କ କ୍ଷୀର ପିଇଲେ ଶରୀର ହୃଷ୍ଟ ପୃଷ୍ଠ ହୋଇଥାଏ । ଗୋମାତର ଗୋବର ଛୁଇଁବା ଦ୍ଵାରା ଗୋହତ୍ୟା ପାପ କଟିଯାଏ ।

ଗୋମାତାଙ୍କ ମୁଣ୍ଡ ସ୍ପର୍ଶ କରିଲେ ସବୁ ପ୍ରକାରର ଦୋଷ ଦୂର ହୁଏ । ଧନତେରସ ବ ଦୀପାବଳି ଦିନ ଗୋମାତାଙ୍କୁ ଏମିତି କିଛି ଖାଇବାକୁ ଦେଲେ ଅନେକ ପୂଣ୍ୟ ଲାଭ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଗୋମାତାଙ୍କ ଧୁଳି ମୁଣ୍ଡରେ ଲଗାଇବା ଦ୍ଵାରା ରୋଜଗାର ଭଲ ହୁଏ । ଧନ ଯୋଗ ପ୍ରାପ୍ତି ହୋଇଥାଏ । ରାଜନୀତି କ୍ଷେତ୍ରରେ ଥିଲେ ଗୋମାତାଙ୍କ ପାଦର  ଧୁଳି ଲଗାଇଲେ ରାଜଯୋଗ ଲାଭ ହୁଏ ।

ମା ଲକ୍ଷ୍ମୀ ଓ ଧନର ପ୍ରାପ୍ତି ପାଇଁ ଗୋମାତାଙ୍କ ପାଦ ର ଧୁଳି ତିଳକ କରି ଲଗାଇବା ଉଚିତ । ସନାତନ ଧର୍ମରେ ଗୋମାତାଙ୍କ ମୁତ୍ର କୁ ପବିତ୍ର ମାନାଯାଏ । ଘରେ ଝଗଡା ହେଉଛି, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଛି ତେବେ ଗୋମାତାଙ୍କ ମୁତ୍ର କୁ ଘରେ ସିଞ୍ଚମ କରିବା ଉଚିତ । ଏହା ସହ ତନ୍ତ୍ର ମନ୍ତ୍ର, ବାସ୍ତୁ ଦୋଷ ଦୂର ହୁଏ । ଗୋମାତାଙ୍କୁ ଦୀପାବଳି ବା ଧନତେରସ ଦିନ 9ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ନିଶ୍ଚୟ ଖାଇବାକୁ ଦିଅନ୍ତୁ ।

1- ସାଧା ଚାଉଳ ଓ ରୁଟି ଧନତେରସ ବା ଦୀପାବଳି ଦିନ ଗୋମାତାଙ୍କୁ ଖାଇବାକୁ ଦିଅନ୍ତି ତେବେ ଧନ ସମ୍ପତି ପ୍ରାପ୍ତ ହୋଇଥାଏ ।

2- ଏହି ଦିନ ଗୋମାତାଙ୍କୁ ଖସା ବା ଖସା ଲଡୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ।

3- ଏହି ଦିନ ଗୋମାତାଙ୍କୁ ତିନି ମୁଠା ଗହମ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଏଭଳି ବ୍ୟକ୍ତିଙ୍କୁ ଭାଗ୍ଯବାନ ପୁତ୍ର ପ୍ରାପ୍ତ ହୋଇଥାଏ ।

4- ଦୀପାବଳି ବ ଧନତେରସ ଦିନ ଜଉ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ପଜେଟିଭ ଊର୍ଜା ଓ ଆରୋଗ୍ଯ ପ୍ରାପ୍ତ ହୁଏ ।

5- ଏହି ପବିତ୍ର ଦିନରେ କୌଣସି ମନସ୍କାମନା କରିଛନ୍ତି ତେବେ ପାଣିରେ ଚିନୀ ମିଶାଇ ଗୋମାତାଙ୍କୁ ପିଇବାକୁ ଦେଲେ ତାହା ପୂରଣ ହୁଏ ।

6- ଏହି ଦିନ ଗୋମାତାଙ୍କୁ ଆଖୁ ରସ ପିଇବା ଦ୍ଵାରା ସାଂସାରିକ ସୁଖ ପ୍ରାପ୍ତ ହୋଇଥାଏ । ଯଥା ପାରିବାରିକ, ବାହନ ସୁଖ ପ୍ରାପ୍ତ ହେବ ।

7- ଏହି ଦିନ ଗୋମାତାଙ୍କୁ ମହୁ ଖାଇବାକୁ ଦେଲେ ଭୌତିକ ସୁଖ ଓ ମୋକ୍ଷ ପ୍ରାପ୍ତ ହୋଇଥାଏ ।

8- ଏହି ଦିନ କୌଣସି ବ୍ୟକ୍ତି ଗୋମାତାଙ୍କୁ ବୁନ୍ଦି ଲଡୁ ଖାଇବାକୁ ଦେଲେ ଅକ୍ଷୁର୍ଣ୍ଣ ପୂଣ୍ୟ ପ୍ରାପ୍ତ ହୁଏ ।

9- ଯେଉଁ ବ୍ୟକ୍ତି ଏହି ଦିନ ଗୋମାତାଙ୍କୁ ଗୁଡ ଓ ଚଣା ଖାଇବାକୁ ଦିଅନ୍ତି ମାନସିକ ଚିନ୍ତା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *