ଜାଣନ୍ତୁ ଆସନ୍ତା ସମୟରେ ଆପଣଙ୍କ ପ୍ରେମ ଜୀବନ କେମିତି ରହିବ, ଧନୁ ରାଶି ଲୋକଙ୍କ ସମ୍ପର୍କରେ ଆସିବ…

ରାଶି ଚକ୍ରରୁ ସବୁ କିଛି ଜଣା ପଡେ ସେମିତି ଲୋକଙ୍କ ପ୍ରେମ ବ ବୈବାହିକ ଜୀବନ ବିଷୟରେ ମଧ୍ୟ ବହୁତ କଥା ଜଣା ପଡେ । ଆମେ ଆପଣଙ୍କୁ ଆପଣଙ୍କ ବୈବାହିକ ସମ୍ବନ୍ଧ ବିଷୟରେ କହିବୁ, ଆସୁଥିବା ସମୟ ଗୁଡିକ କେମିତି ରହିବ ଜାଣିବା ପାଇଁ ଏହାକୁ ସମ୍ପୁର୍ଣ୍ଣ ପଢନ୍ତୁ । ତେବେ ଧନୁ ରାଶି ଲୋକଙ୍କ ପାଇଁ ଆସନ୍ତା ସମୟ ବହୁତ ଭଲ ରହିବ, ଜୀବନସାଥୀ ସହ ସମ୍ବନ୍ଧ ଭଲ ହୋଇବେ, ଏବଂ ଜୀବନସାଥୀ ସହ ମିଶି ଘର ସବୁ ନିଷ୍ପତ୍ତି ନବା ସହଜ ଅନୁଭବ କରିବେ, ତେବେ ମୀନ ରାଶି ଲୋକଙ୍କ ଜାତକ ଅନୁଯାଇ ଆସନ୍ତା ଦିନ ଗୁଡିକ ସମ୍ବନ୍ଧ ଦ୍ରୁଷ୍ଟିକୋଣରୁ ବହୁତ ଉତ୍ତମ ଅଟେ, ତେବେ ଆସନ୍ତୁ ଜାଣିବା ସବୁ ରାଶିଙ୍କ ସମ୍ବନ୍ଧ ବିଷୟରେ ବିସ୍ତାର ସହ ।

Image Courtesy: Google  

ମେଷ :

ଆପଣଙ୍କୁ ଘର ପରିବାର ଚିନ୍ତା ରହିବ, କୌଣସି ସମ୍ବନ୍ଧ ରେ ଭୁଲ ବୁଝା ମଣା ହୋଇପାରେ, ସେଥିପାଇଁ ଏହି କଥା ଉପରେ ବିଶେଷ ରୂପରେ ଧ୍ୟାନ ଦିଅନ୍ତୁ, ଆପଣଙ୍କ ପୁରା ଧ୍ୟାନ ସନ୍ତାନ ଏବଂ ପରିବାର ପ୍ରତି ଲାଗି ରହିବ ।

ବୃଷ :

ଖର୍ଚ ପାଇଁ ଆପଣଙ୍କ ଚିନ୍ତା ବଢି ପାରେ, ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ଆପଣଙ୍କୁ ନିଜ ସଚ୍ଚା ପ୍ରେମ ପ୍ରାପ୍ତ ହେବ, ସାଙ୍ଗମାନଙ୍କ ପାଇଁ ଆପଣ ବହୁତ ଭଲ ସାହାଜ୍ଯ କାରୀ ହୋଇବେ ।

ମିଥୁନ :

ନୂଆ କାର୍ଯ୍ୟ ପାଇଁ ସ୍ତ୍ରୀ ଏବଂ ସନ୍ତାନ ସାହାଜ୍ଯ ଏବଂ ଭଲ ପାଇବା ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଠ ଉପରେ ମନ ରହିବ । ଅଫିସ ରେ ଆପଣଙ୍କୁ କିଛି ନୂଆ କାମ ପାଇଁ ଦାଇତ୍ଵ ମିଳି ପାରେ, ଯାହାକୁ ପୂର୍ଣ କରିବା ପାଇଁ ଆପଣଙ୍କ ବହୁତ ବଡ ହାତ ରହିବ ।

କର୍କଟ :

ଆପଣଙ୍କ ପରିବାର ସମସ୍ଯା ବଢି ପାରେ, ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ଆପଣଙ୍କୁ ପ୍ରତେକ ଅସୁବିଧା ରେ ସାହାଜ୍ଯ କରିବ, ଆପଣ ମନ୍ଦିର ଦର୍ଶନ ପାଇଁ ଯାଇ ପାରନ୍ତି ।

Image Courtesy: Google

ସିଂହ :

ଆପଣଙ୍କୁ ସମସ୍ତେ ଭଲ ପାଇବେ କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ । ଯଦି କୌଣସି ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଛନ୍ତି ତେବେ ଠାରୁ ଆରମ୍ଭ କରିବା ପାଇଁ ପ୍ରୟାଶ କରନ୍ତୁ ଲାଭକାରୀ ଆରମ୍ଭ ହୋଇବ ।

କନ୍ୟା :

ଆପଣଙ୍କୁ ସେହି ଭଳି ଚାକିରି ମିଳିବ ଯାହା ଅପେକ୍ଷା ଆପଣ କେତେ ଦିନ ଧରି କରୁଥିଲେ । ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ ।

Image Courtesy: Google

ତୁଳା :

ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ସମାପ୍ତ ହୋଇବ ।

ବିଛା :

କାର୍ଯ୍ୟ ପାଇଁ ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ ।

ଧନୁ :

ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବ୍ୟକ୍ତିଗତ ଖରଚ ବଢିକରି ରହିବ । ମନେ ରଖନ୍ତୁ ଖରାପ ଜିନିଷ ଅଧିକ ଆକର୍ଷିତ ହୋଇ ଥାଏ କିନ୍ତୁ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ ।

ମକର :

ମକର ରାଶି ଲୋକଙ୍କୁ ବ୍ୟବସାୟ ଏବଂ ଚାକିରି ରେ ସଫଳତା ପ୍ରାପ୍ତ କରିବାର ପୁରା ସମ୍ଭାବନା ଅଛି । ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଗଲେ ଫେରିବ ନାହିଁ । ଧନ ସମ୍ବନ୍ଧିତ ଲାଭ ହବାର ସମ୍ଭାବନା ଅଛି ।

Image Courtesy: Google

କୁମ୍ଭ :

ଆପଣଙ୍କୁ ନୂଆ ଏବଂ ତୀର୍ଥ ସ୍ଥାନ ବୁଲିବା ପାଇଁ ଯୋଗ ହେଉଛି, ନିଜ କାମ ଏବଂ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଆପଣ ନୂଆ କ୍ଷେତ୍ର ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ରାସ୍ତା ଖୋଜିବେ ।

ମୀନ :

ନୂଆ ପ୍ରସ୍ତାବ ଭଲ ଦେଖା ଯାଇ ପାରେ କିନ୍ତୁ ହଡ ବଡ ହୋଇ ନିଷ୍ପତ୍ତି କରିବା ଉଚିତ ନୁହ । ଆପଣ ଗୋଟେ ସୁଖୀ ପାରିବାରିକ ଜୀବନ ବିତେଇବେ, ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ ।

Leave a Reply

Your email address will not be published. Required fields are marked *