ଧ୍ୟାନ ଦେଇ ଏହି ଛାତ୍ରୀ ଏବଂ ମାଷ୍ଟରର କଲ ରେକର୍ଡିଂ ଶୁଣନ୍ତୁ, ଏମିତି କଥା ଆପଣ ଆଗରୁ କେବେ ଶୁଣି ନଥିବେ

ଆପଣ ୟୁଟୁବ ଏବଂ ଅନ୍ୟ ଜାଗାରେ ଏମିତି ବହୁତ ରେକର୍ଡିଂ ଦେଖି ଥିବେ, କିନ୍ତୁ ଆଜି ଯେଉଁ ଭିଡିଓ ଆମେ ଆପଣଙ୍କୁ ଦେଖେଇବାକୁ ଯାଉଛୁ ଯାହା ଦେଖି ଆପଣ ମଧ୍ୟ କହିବେ କଣ ଏମିତି ବି ମାଷ୍ଟର ଓ ଛାତ୍ରା ହୋଇ ଥାନ୍ତି । ଗୁରୁ ଏବଂ ଶିଷ୍ୟ ସମ୍ପର୍କ ବହୁତ ମୂଲ୍ୟବାନ ହୋଇ ଥାଏ, ଏବଂ ଏହି ସମ୍ପର୍କକୁ ଖରାପ କରିବା ବ୍ୟକ୍ତିଙ୍କୁ ଭଗବାନ ମଧ୍ୟ କ୍ଷମା କରିବେ ନାହିଁ ।

ତେବେ ଆସନ୍ତୁ ଜାଣିଆବ ସମ୍ପୁର୍ଣ୍ଣ ଘଟଣା ବିଷୟରେ

ଆଜିକା ଯୁଗରେ ଲୋକ ବହୁତ ଉନ୍ନତି କରୁଛନ୍ତି କିନ୍ତୁ କେତେକ ଜାଗା ଲୋକ ବହୁତ ପବିତ୍ର ସମ୍ପର୍କ ମଧ୍ୟ ଖରାପ କରୁଛନ୍ତି ତେବେ ଏହା ଅନୁଯାଇ ଲୋକ ନିଜ ସମାଜ ନିଜେ ଖରାପ କରୁଛନ୍ତି । ଏହି ଭିଡିଓ ରେ କଥା ହେଉଥିବା ଛାତ୍ରାର ନିର୍ଲଜ୍ଜତା ଦେଖିବା ଲାୟକ ଅଛି, ତେବେ ଛାତ୍ରା ଯାହା କଲା ତାହା ଛୁଆ ଭାବି ଲୋକ ଆଡେଇ ଦେଇ ପାରନ୍ତି କିନ୍ତୁ ଛାତ୍ରାକୁ ବୁଝେଇବା ଜାଗାରେ ମାଷ୍ଟର ମଧ୍ୟ ଝିଅ ସହ ଲାଗି ରହିଛି ଏବଂ ଅଭଦ୍ରାମି କରି ଚାଲିଛି ।

ଆପଣ ବହୁତ ଏମିତି ଲୋକଙ୍କୁ ଦେଖି ଥିବେ ଯିଏ ନିଜ ଠାରୁ ବହୁତ କମ ବୟସ ଝିଅଙ୍କୁ ଖରାପ ନଜର ରେ ଦେଖି ଥାନ୍ତି ତେବେ ଏହା ପରେ ମଧ୍ୟ ଲୋକ ତାଙ୍କୁ କିଛି କୁହନ୍ତି ନାହିଁ ଏହି ପରି ଲୋକଙ୍କ ପାଇଁ ବଳତ୍କାର ଭଳି ଅପରାଧ ହେଉଛି କିନ୍ତୁ ଏଠାରେ କେବଳ ମାଷ୍ଟର ନୁହଁ ଛାତ୍ରା ମଧ୍ୟ ଏତେ ଖରାପ ଭାବରେ କଥା ହେଉଛି ଯାହା ଦେଖିବା ଏବଂ ଶୁଣିବା ଆପଣଙ୍କୁ ଖରାପ ଲାଗି ପାରେ କିନ୍ତୁ ଛାତ୍ରାକୁ ଖରାପ ଲାଗୁ ନାହିଁ ।

କେତେକ ଏମିତି ଅଧ୍ୟାପକ ଥାନ୍ତି ଯିଏ ବହୁତ ଖରାପ ଚୋରୀ କରି ଥାନ୍ତି ତେବେ ଏହି ପରି ମାଷ୍ଟର ଠାରୁ ବଞ୍ଚି ରହିବା ଉଚିତ । ଆମେ ଆପଣମାନଙ୍କୁ କେବଳ ଏତିକି କହିବା ପାଇଁ ଚାହୁଁଛୁ ଯେ ସମସ୍ତେ ମୋବାଇଲ ଭଳି ଜିନିଷ ଉପଯୋଗ କରନ୍ତୁ କିନ୍ତୁ ଏହାର ଦୁରୁପଯୋଗ କରନ୍ତୁ ନାହିଁ । ମୋବାଇଲ ଯେତିକି ଆମ ଜୀବନ ସହଜ କରି ଥାଏ ସେତିକି ଖରାପ କରି ଥାଏ ସେଥିପାଇଁ ଏହାର ଭଲ ପ୍ରୟୋଗ କରିବା ଉଚିତ ବା ଭୁଲ ଏହା ଦେଖିବା ଆମ ଦାଇତ୍ଵ ଅଟେ ।

ତେବେ ଆପଣ ଏହି ରେକର୍ଡିଂ ଶୁଣନ୍ତୁ ଓ କୁହନ୍ତୁ ଏହା କେତେ ଦୂର ଠିକ ଓ ଆଜି କାଲିର ଏହି ଯୁବ ପିଢୀ କେଉଁ ଦିଗରେ ଗତି କରୁଛନ୍ତି ଏବଂ ଏହି ଭଳି ମାଷ୍ଟର ମଧ୍ୟ ଛାତ୍ର ଛାତ୍ରୀଙ୍କୁ କେଉଁ ଭଳି ଶିକ୍ଷା ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *