ଦୀର୍ଘ 70 ବର୍ଷ ପରେ ଆଜି ଦେଖାଯିବ ଗୁରୁପୂର୍ଣ୍ଣିମାର ଚାନ୍ଦ, ଏହି 4ଟି ରାଶିରେ ଲାଗିବ ଲଟେରୀ

ଆଷାଢ ମାସରେ ପଡୁଥିବା ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବରେ ଜଣା ଯାଇଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ୪ ବେଦର ଜ୍ଞାନ ଦେଉଥିବା ମହାଋଷି ବେଦ ଋଷିଙ୍କ ଜନ୍ମ ହୋଇଥିଲା । ମାନବ ଜାତି ପ୍ରତି ତାଙ୍କର ଯୋଗଦାନ ଦେଖି ତାଙ୍କର ଜନ୍ମଦିନକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ବେଦ ଋଷି ମାନବ ଜାତିକି ୪ ବେଦର ଜ୍ଞାନ ଦେଇଥିଲେ ଯାହା ମାନ୍ୟତା ରହିଛି । ଦୀର୍ଘ ୭୦ ବର୍ଷ ପରେ ଆଜି ଠାରୁ ଆଷାଢ ପୂର୍ଣ୍ଣିମାରେ ଏହି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ଯବାନ ରାଶିଗୁଡିକ ବିଷୟରେ ବିସ୍ତାର ଭାବେ ।

ତୁଳା ରାଶି : ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଆଗାମୀ ସମୟ ଶୁଭ ରହିବ । ସଫଳତାର ମାର୍ଗ ହାସଲ ହେବ । ଦାଂପତ୍ଯ ଜୀବନ ସୁଖଦ ରହିବ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ଓ ଉନ୍ନତି ହେବାର ଖବର ମିଳିବ ।

ମେଷ ରାଶି : ବ୍ୟାପାର ବା ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଜୀବନରେ ଚାଲିଥିବା ଖରାପ ସ୍ଥିତି ରେ ଏବେ ସୁଧାର ଆସିବ । ଯେଉଁ ମାନେ ପ୍ରେମ ପ୍ରସଙ୍ଗରେ ଅଛନ୍ତି ସେମାନଙ୍କୁ ପ୍ରେମ ମାମଲାରେ ଏବେ ସଫଳତା ମିଳିବାକୁ ଯାଉଛି ।

କନ୍ୟା ରାଶି : ଆପଣଙ୍କୁ ନିଜର ସଚ୍ଚା ପ୍ରେମ ମିଳିବାରା ପୁରା ସମ୍ଭାବନା ରହିଛି । ଜୀବନ ସାଥିଙ୍କ ସହ ଆପଣଙ୍କର ପ୍ରେମ ବୃଦ୍ଧି ହେବ । ପରିବାରରେ ଖୁସି ର ମାହୋଲ ରହିବ । ଆପଣଙ୍କୁ ସଫଳତା ର ମାର୍ଗ ହାସଲ ହେବ । ବୈବାହିକ ଜୀବନ ସୁଖଦ ରହିବ ।

ସିଂହ ରାଶି : ଏହି ସମୟରେ ମା ଲକ୍ଷ୍ମୀ କ କୃପାରୁ ଆପଣଙ୍କୁ ଲାଭଦାୟକ ପରିଣାମ ପ୍ରାପତି ହେବ । ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବାର ପୁରା ସମ୍ଭାବନା ରହିଛି । ଆଗାମୀ ସମୟ ଆପଣଙ୍କର ଶୁଭ ଓ ଫଳଦାୟକ ରହିବ ।

ମକର ରାଶି : ଆପଣଙ୍କର ଜୀବନ ସାଥିଙ୍କ କାର୍ଯ୍ୟ ରେ ଉନ୍ନତି ହେବ । ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ କୃପାରୁ ଆପଣଙ୍କୁ ଏହି ସମୟରେ ବଡ ଖୁସି ଖବର ମିଳିପାରେ । ଆପଣଙ୍କର ଫଶୀ ରହିଥିବା ଧନ ଫେରି ପାଇବେ । ବ୍ୟାପାରୀ ଙ୍କୁ ବେପାର କ୍ଷେତ୍ରରେ ବଡ ଲାଭ ମିଳିବ ।

କୁମ୍ଭ ରାଶି : ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଯାହା ଦ୍ଵାରା ଜୀବନରେ ଅନେକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ମା ଲକ୍ଷ୍ମୀ ଙ୍କ ନାମ ନେଇ ଆପଣ ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ । ଘରେ ବଡ ଭାଇଙ୍କ ସହଯୋଗ ମିଳିବ ।

ଧନୁ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ପରିବାରର ସହ ଯାତ୍ରା କରିବେ । ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଛୋଟ ଛୋଟ କଥାରେ କାହା ସହ କଳହ କରନ୍ତୁ ନାହି । ଯାହା ସମସ୍ଯା ରହିଥିଲା ତାହା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *