ନଖ କାଟି ପକାଇ ଦିଅନ୍ତୁ ଏଇଠି, ତା ପରେ ଦେଖିବେ ଚମତ୍କାର… ସାରା ଦୁନିଆ ନଚିବ ଆପଣଙ୍କ ଇସାରାରେ- Ajira Anuchinta

ଆମ ହିନ୍ଦୁ ଧର୍ମରେ ବହୁତ ସାରା ପରମ୍ପରା ପାଳନ କରାଯାଏ । ଯାହା ଆଜି ଯାଏଁ ଚାଲି ଆସୁଛି । ସେଥି ମଧ୍ୟରୁ ଗୋଟେ ପରମ୍ପରା ରହିଛି ନଖ କାଟିବା । ବନ୍ଧୁଗଣ ଆପଣ ଗୁରୁଜନ ମାନଙ୍କ ଠାରୁ କେଉଁଠି ବି ହେଉ ଶୁଣିଥିବେ ନଖ କେଉଁ ଦିନ କାଟିବା କଥା ଓ କେଉଁ ଦିନ କାଟିବା ଉଚିତ ନୁହେଁ । ନଖ ସହ ଜଡିତ କିଛି ଏମିତି କଥା ରହିଛି ଯାହା ପ୍ରାଚୀନ କାଳରୁ ଚାଲି ଆସୁଛି । ତେବେ ଆଜି ଆମେ ଆପଣ ମାନଙ୍କୁ ନଖ କେଉଁ ଦିନ କାଟିବା ଉଚିତ ଓ ଉଚିତ ନୁହେଁ ଏବଂ ତା ସହ ଜଡିତ କିଛି ପରମ୍ପରା ବିଷୟରେ କହିବାକୁ ଯାଉଛୁ ।

ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଭୁଲରେ ବି ନଖ କାଟିବା ଉଚିତ ନୁହେଁ । ଧାର୍ମିକ କାରଣ ସହ ବୈଜ୍ଞାନିକ କାରଣ ଅମଧ୍ୟ ନଖ ସମ୍ପର୍କରେ । ମଣିଷ ଶରୀରର ଆଙ୍ଗୁଠି ର ଆଗରେ ଯେଉଁ ଛୋଟ କଣା ର୍ତାହିଥାଏ ତାହା ବହୁତ ସଂବେଦନଶୀଳ ହୋଇଥାଏ । ଯାହାର ସୁରକ୍ଷା ନଖ ଦ୍ଵାରା ହୋଇଥାଏ । ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ବ୍ରମ୍ହାଣ୍ଡ ରୁ ଆସୁଥିବା ଅନେକ ପ୍ରକାରର ଊର୍ଜା ମଣିଷ ଶରୀରରେ ସେନସେତିଭ ଭାଗରେ ଖାସ ପ୍ରଭାବ ପକାଇଥାଏ । ଏଥିପାଇଁ ଏହି ଦିନ ନଖ କଟାଯାଏ ନାହି । ଏହା ସହ ଗ୍ରହର ଖରାପ ପ୍ରଭାବ ପଡିଥାଏ ।

ମାନ୍ୟତା ରହିଛି ଶନିବାର ଦିନ ନଖ କାଟିଲେ ଆୟୁଷ କମ ହେବା ସହ ପରିବାରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଗୁରୁବାର ଦିନ ନଖ କାଟିଲେ ଶିକ୍ଷା, ସନ୍ତାନ ସହ ଜଡିତ ସମସ୍ଯା ଆସିବା ସହ ଅନେକ ପ୍ରକାର ରୋଗ ହୋଇଥାଏ । ମଙ୍ଗଳବାର ଦିନ ନଖ କାଟିଲେ ଭାଇ ସହ ସମ୍ପର୍କ ଖରାପ ହେବା, ଧନ ସମ୍ପତିରେ ସମସ୍ଯା ଦେଖାଦିଏ ।

ନଖ କାଟିବା ସମୟରେ ଏଣେତେଣେ ପକାଇବା ଉଚିତ ନୁହେଁ । ଯାହା ଦ୍ଵାରା ଅନ୍ୟ କେହି ତାନ୍ତ୍ରିକ ଉପାୟ କରିପାରେ । କାରଣ ପ୍ରାୟତ ଶତ୍ରୁ ପାଇଁ ଲୋକେ ତାନ୍ତ୍ରିକ ଉପାୟ କରିଥାନ୍ତି । ଭୁଲରେ ବି ରାତିରେ ନଖ କାଟିବା ଉଚିତ ନୁହେଁ । ଘର ଭିତରେ ଖାସ କରି ବେଦ ରୁମରେ ନଖ କାଟିବା ଉଚିତ ନୁହେଁ ।

ଆପଣ ନିଜେ ନଖ କାଟି ଭଗବାନ ଗଣେଶଙ୍କୁ ଦିଆ ଯାଉଥିବା ଦୂବ ଘାସରେ ପକାଇଲେ ଆପଣଙ୍କର ଭାଗ୍ୟ ଉଦୟ ହେବା ସହ ଜୀବନର ସମସ୍ୟା ଦୂର ହେବ । ରବିବାର ଓ ବୁଧବାର ଦିନ ନଖ କାଟିବା ଉଚିତ । ନଖ କାଟିବା ପରେ ୪୧ ଥର ନିଜ ଉପର ଦେଇ ବୁଲାଇବେ । ଏହି ଉପାୟ ସୂର୍ଯ୍ୟାସ୍ତ ହେବାକୁ ଯାଉଥିବ । ନଖ ବୁଲାଇବା ପରେ ଜଳୁଥିବା ଅଗ୍ନିରେ ଭସ୍ମ କରି ଦେବେ ।

ଏପରି କରିବା ଦ୍ଵାରା ଦୁର୍ଭାଗ୍ୟ ଦୂର ହେବା ସହ ହରାପ ଶକ୍ତି ଦୂର ହୋଇଥାଏ । ଏହା ବ୍ଯତୀତ ଭାଗ୍ୟ ସୌଭଗ୍ଯ ରେ ପରିଣତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *