ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ଷ ଗୁଡିକ ।

୧. ସାହିତ୍ଯ ଟିଚର ଛାତ୍ର କୁ ପଚାରିଲେ – କୁହ ଅକବର ଜନ୍ମ କେବେ ହୋଇଥିଲା ?
ଉତ୍ତର ଶୁଣି ମାଷ୍ଟର ବେହୋସ
ସାର ମୁଁ ସ୍କୁଲ ପାଠ ପଢିବାକୁ ଆସେ ଡ଼ିଲିଭରି କରାଇବାକୁ ନୁହେଁ
୨. ଝିଅ (ରିକ୍ସାବାଲାକୁ ) – ଷ୍ଟେସନ ପର୍ଯ୍ୟନ୍ତ କେତେ ଟଙ୍କା ନେବେ ?
ରିକ୍ସାବାଲା – ମେଡମ ୨୦ ଟଙ୍କା
ଝିଅ – ଷ୍ଟେସନ ପାଇଁ ୨୦ଟଙ୍କା ଭାବିବାକୁ ଲାଗିଲା
ରିକ୍ସାବାଲା – ହଁ ମେଡମ ଷ୍ଟେସନ ଏଠୁ ଦୁଇ କିଲୋମିଟର ଅଛି ।
ଝିଅ – ଏହିତ ତ ସେଇଠି ଷ୍ଟେସନ ଅଛି ବା (ହାତ ଦେଖେଇ କହିଲା )
ରିକ୍ସାବାଲା – ମେଡମ ହାତ ପଛକୁ ନେଇ ଆସନ୍ତୁ ଯଦି ଟ୍ରେନ ଚଢିଗଲା
୩. କାଲୀ ପର୍ଯ୍ୟନ୍ତ ଯିଏ କହୁଥିଲା ତମେ ନ ମିଳିଲେ ମୁଁ ବିଷ ପି ଦେବୀ
ଆଜି ସେ ମୋ ବାହାଘରରେ ୧୦ଟି ରସଗୋଲା, ୨ ପ୍ଳେଟ ଚାଉମୀନ, ୪ଟି ଦୋଷା ଆଉ ୨୦ଟି ପୁରୀ ଖାଇ ସାରିଛି

୪. ଆମେରିକା ରେ ମଙ୍ଗଳ, ଶନି ଓ ଅନ୍ୟ ଗ୍ରହଙ୍କ ଖୋଜ ପାଇଁ ୧୪୭କୋଟି ଟଙ୍କା ଖରଚ ହୋଇଥିଲା,
ଗଧ
ଆମ ଦେଶରେ କେବଳ ୫୧ ଟଙ୍କା ରେ ଆମ ପଣ୍ଡିତ ମାନେ ଏହି ସବୁ ଗ୍ରହ ଦିଶା କହିଦେଇଥାନ୍ତେ ।
୫. ଟିଚର ଗୋଟେ ଗଧ ସାମ୍ନାରେ ଗୋଟେ ମଦ ବାଲ୍ଟି ଓ ଗୋଟେ ପାଣି ବାଲ୍ଟି ରଖିଲେ ଯାହା ପରେ ଗଧ ପାଣି ପିବାକୁ ଲାଗିଲା ।
ଟିଚର (ଛୁଆଙ୍କୁ ପଚାରିଲେ) – ତମେ ଏଠାରୁ କଣ ଶିଖିଲ
ସ୍ଟୁଡେନ୍ଟ – ଯିଏ ମଦ ପିଏ ନାହିଁ ସେ ଗଧ
୬. ଟିଚର – ନ୍ୟୁଟନ ନିୟମ କୁହ
ପୁଅ – ସର ପୁରା ମନେ ନାହିଁ କିନ୍ତୁ ଅନ୍ତିମ ମନେ ଅଛି
ଟିଚର – ଆଛା ହଉ ଲାଷ୍ଟ ଲାଇନ କୁହ
ପୁଅ – ଆଉ ଏହାକୁ ନ୍ୟୁଟନ ନିୟମ କୁହାଯାଏ

୭. ବିବାହ ଆଗରୁ ପୁଅ ଝିଅକୁ ବଚନ ଦେଇଥିଲା ମୁଁ ତମ ପାଇଁ ଚାନ୍ଦ ତୋଳି ଆଣିବି ।
ଝିଅ ବିବାହ କଲା ଯାହା ପରେ ତାକୁ ଗୋଟେ ପୁଅ ହେଲା,
ନାମ କରଣ ହେଲା ତାରାଚନ୍ଦ, ଏହାକୁ କୁହନ୍ତି ପ୍ରାଣ ଯାଉ କିନ୍ତୁ ବଚନ ନଯାଉ
୮. ଦିଅର – ଭାଉଜ କଣ ଆପଣ ନିଜ କଲେଜ ସମୟରେ କାହାକୁ ଭଲ ପାଉଥିଲେ ?
ଭାଉଜ – ନା
ଦିଅର – ଆରେ କୁହମ ମୁଁ ଭାଇକୁ କହିବିନି
ଭାଉଜ – ତେବେ ଗୋଟେ ପୁଅ ଥିଲା ଯାହାକୁ ମୁଁ ବହୁତ ଭଲ ପାଉଥିଲି
ଦିଅର – ହଉ ଛାଡ ଏସବୁ କଥା ଗୋଟେ ୨୦୦୦ ଟଙ୍କା ନୋଟ ଦେଲ କାମ ଅଛି ନହେଲେ ଭାଇକୁ ଏହି ପ୍ରେମ କାହାଣୀ ଜଣା ପଡିଯିବ ।