ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ନିଜ ସ୍ତ୍ରୀକୁ ଘରେ ରଖିବା ଓ ତାଙ୍କୁ ଘରେ ସବୁ ଦବା ପସନ୍ଦ କରନ୍ତି କିନ୍ତୁ ଦୁନିଆରେ ଏମିତି ବି କେତେକ ଲୋକ ଅଛନ୍ତି ଯିଏ ନିଜ ସ୍ତ୍ରୀକୁ ରାଣୀ ଭଳି ରଖିବା ପସନ୍ଦ କରନ୍ତି ତାଙ୍କ କହିବା ଅନୁଯାଇ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଲକ୍ଷ୍ମୀ ଅଟନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ତାଙ୍କ ଜୀବନ ଏତେ ସୁଖମୟ ହୋଇଛି ସେଥିପାଇଁ ସେ ନିଜ ସ୍ତ୍ରୀକୁ ଏତେ ଭଲ ପାନ୍ତି ଓ ନିଜ ଆଖିରେ ବସାନ୍ତି, ଆଜି ଆମେ ଆପଣଙ୍କୁ ଟିବି ଜଗତ ଏମିତି କିଛି ସେଲିବ୍ରେଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ତ୍ରୀଙ୍କୁ ବହୁତ ଖୁସିରେ ରାଣୀ ଭଳି ରଖନ୍ତି ।

୧. ରଜତ ଟୋକଶ :
ରଜତ ଟୋକାଶଙ୍କୁ ଆପଣ ମାନେ ଯୋଦ୍ଧା ଅକବର ସିରିଏଲରେ ଅକବର ହୋଇଥିବାର ଦେଖିଥିବେ ତେବେ ଲୋକ ତାଙ୍କ ଅଭିନୟ ଦିବାନା ଅଟନ୍ତି, ତାଙ୍କ ଚାହାଣି ତାଙ୍କ ଅଭିନୟ ସବୁ ସମସ୍ତଙ୍କ ଠାରୁ ବହୁତ ଅଲଗା ଅଟେ, ରଜତ ବହୁତ କମ ବଯସରୁ ଟିବିରେ କାମ କରନ୍ତି ସେ ପୃଥବି ରାଜ ଚୌହାନରେ ମଧ୍ୟ ପୃଥବି ଅଭିନୟ କରିଥିଲେ, ରଜତ ନିଜ ସ୍ତ୍ରୀ ସୃଷ୍ଟିଙ୍କୁ ବହୁତ ଭଲ ପାନ୍ତି ତେବେ ରଜତ ବହୁତ କମ ବୟସରେ ସୃଷ୍ଟିଙ୍କ ସହ ବିବାହ କରିଥିଲେ, ସେ ୨୦୧୫ରେ ସୃଷ୍ଟି ସହ ବିବାହ କରିଥିଲେ ଓ ବର୍ତମାନ ପର୍ଯ୍ୟନ୍ତ ବି ତାଙ୍କୁ ରାଣୀ ଭଳି ରଖନ୍ତି ।

୨. ଧୀରଜ :
ଧୀରଜ ଟିବି ଦୁନିଆ ର ସବୁଠାରୁ ହେଣ୍ଡସମ ଅଭିନେତାଙ୍କ ମଧ୍ୟରୁ ଗୋଟେ ଅଟନ୍ତି, ତେବେ ତାଙ୍କ ଲୁକ ବହୁତ ଝିଅଙ୍କୁ ଦିବାନା କରିଛି କିନ୍ତୁ ସେ ବି ବିବାହିତ ଅଟନ୍ତି, ଧୀରଜ ବର୍ତମାନ ଆପଣଙ୍କୁ କୁଣ୍ଡଳୀ ଭାଗ୍ୟ ସିରିଏଲରେ ମୁଖ୍ୟ ଅଭିନେତାଙ୍କ ରୂପରେ ଦେଖା ଯାଉଛନ୍ତି । ତେବେ ଧୀରଜ ୨୦୧୬ରେ ବିନି ଅରୋରାଙ୍କ ସହ ବିବାହ କରିଥିଲେ ବିନି ମଧ୍ୟ ଟିବି ଅଭିନେତ୍ରୀ ଅଟନ୍ତି ଓ ଧୀରଜ ତାଙ୍କୁ ଭଲ ପାଇବା ସହ ସମ୍ମାନ ମଧ୍ୟ ବହୁତ କରନ୍ତି ତେବେ ଧୀରଜଙ୍କ ପାଇଁ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ କୌଣସି ରାଣୀ ଠାରୁ କମ ନୁହନ୍ତି ।

୩. ରବି ଦୁବେ :
ରବି ଦୁବେ ଟିବି ଅଭିନେତାଙ୍କ ମଧ୍ୟରେ ବହୁତ ଭଲ ଏବଂ ସୂକ୍ଷ୍ମ କଳାକାର ଅଟନ୍ତି ରବି ନିଜ ଜୀବନରେ ସବୁ ପ୍ରକାର କଷ୍ଟ ଓ ଭଲ ସମୟ ଦେଖିଛନ୍ତି, ତେବେ ତାଙ୍କୁ ଜମାଇ ରାଜା ସିରିଏଲ, ରେ ଆପାନ ମାନେ ନିଶ୍ଚିନ୍ତ ଦେଖିଥିବେ ଏହି ସିରିଏଲ ବହୁତ ଟିଆରପି ନେଇଥିଲା । ୨୦୧୩ରେ ରବି ସର୍ଗୁନ ମେହତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ଦୁହେଁ ଦୁହିଙ୍କୁ ବହୁତ ଭଲ ମଧ୍ୟ ପାନ୍ତି, ତେବେ ରବି ସର୍ଗୁନ ପାଇଁ କିଛି ବି କରି ପାରନ୍ତି ।