Dinesh ବାପା କହୁଛନ୍ତି ଆମ ଗ୍ୟରେଜ ତୋ ଘର, ଆଉ ଆମ କାର ତୋ ବର ! ଦେଖନ୍ତୁ Dipika କଣ କହୁଛନ୍ତି ନିଜ ଶଶୁରଙ୍କ ବିଷୟରେ

ନମସ୍କାର ବନ୍ଧୁଗଣ , ବର୍ତ୍ତମାନ ସମୟରେ କେ ଦୀପିକା o ଦିନେଶ ଙ୍କ ପ୍ରେମ କାହାଣୀ କୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟରେ ଦୀପିକାଙ୍କ ସହ ଅନେକ କିଛି ଘଟଣା ଦୁର୍ଘଟଣା ଘଟି ସାରିଛି । ତେବେ ବର୍ତ୍ତମାନ ସମୟରେ ଦୀପିକା ନାହି ନ ଥିବା ସୁବିଧାର ସମୁଖିନ୍ନ ହେଉଛନ୍ତି କାରଣ ବର୍ଷା କାରଣରୁ ଦୀପିକା ଘର ଆଗରେ ବସି ରହିଛନ୍ତି । ଦିନେଶ ଙ୍କ ଘରେ ଆଗରେ ବସିଛନ୍ତି କିନ୍ତୁ ତାଙ୍କ ପାଖରେ ନ ଖାଇବାକୁ ଅଛି କିଛି ଅଛି ନା ରହିବା ପାଇଁ ଭଲ ଜାଗା ଟି ଅଛି । ବରଂ ବର୍ଷା ରେ ଭିଜୁଛନ୍ତି ଦୀପିକା ।

ଦୀପିକାଙ୍କ ଜୀବନ ସବୁ ବର୍ଷାରେ ଓଦା ହୋଇ ଯାଇଛି । ଦୀପିକା କହୁଛନ୍ତି ମୁଁ ଖାଇବି କେଉଁଠି ରୋଷେଇ କରିବି କେଉଁଠି ପ୍ରମିଳା ମା ଭୁବନେଶ୍ବର ଯାଇଛନ୍ତି ମୋ ପାଖରେ ପଇସା ନାହି ପ୍ରବଳ ବର୍ଷା ହେଉଛି । ଆଗକୁ ଦୀପିକା କହୁଛନ୍ତି ମୋ ପାଖରେ ଯାହା ବି ପରିବାର ଥିଲା ତୁମେ ମାନେ ତାକୁ ସର୍ଫ ପାଣି ପକାଇ ନଷ୍ଟ କରି ଦେଲା ମୁଁ ଖାଇବି କେମିତି ରହିବି କେଉଁଠି କାନ ଖୋଲି ଶୁଣ ଦିନେଶ ମୋତେ ଭାରି କଷ୍ଟ ହେଉଛି ମୁଁ ଚଳି ପାରୁ ନାହି ।

ଆଉ ତୁମ ବାପା ମୋତେ କହୁଛନ୍ତି ଆମ ଗ୍ଯାରେଜ ଘର ଯେଉଁଠି ଆଉ ଆମ କାର ଯେଉଁଠି ରହୁଛି ସେଠାରେ ରହିଯିବ ଆଉ ସେହି ଗ୍ଯାରେଜ ଘର ହେଉଛି ତୁମ ଘର ସେଇଠି ତୁମେ ରହିଯିବ । ବର୍ଷା ରୁ ରକ୍ଷା ପାଇଯିବ ଆଉ ଘର ବି ମିଳିଯିବ ସେହି ଗ୍ଯାରେଜ ଘରେ ଜିନିଷ ପାତ୍ର ରଖି ତୁମେ ରୋଷେଇ କରି ଆରାମ ସେ ରହିଯିବ ।

ଆମ କାର ଛଡା ସେଠାରେ ଆଉ କିଛି ଜାଗା ବି ବଳୁଛି ବୋଲି ଦିନେଶ ଙ୍କ ବାପା ଦୀପିକା ଙ୍କୁ ଆକ୍ଷେପ କରି କହିଛନ୍ତି । ଯଦି ତୁମେ ସୁରୁଖୁରୁରେ ରହି ପାରିବ ତେବେ ତୁମକୁ ରାସ୍ତା ରେ ବସିବାକୁ ପଡିବ ନାହି କି ନାଳ ଉପରେ ରୋଷେଇ କରିବାକୁ ପଡିବ ନାହି ଆରାମ ସେ ଘର ପାଇଯିବ ଗୋଟେ କାମ କର ତୁମେ ଆମ ଗ୍ଯାରେଜ ଘରକୁ ପଳାଅ ଆଉ ସେଠାରେ ରହିଯାଅ ।

ଏ ସବୁ ପରେ ବି ଦୀପିକା ଙ୍କ ମନ ଖାଲି ଦିନେଶ ଙ୍କୁ ଚାହୁଁଛି । ଦୀପିକା କହୁଛନ୍ତି ଦିନେଶ ତୁମ ଆତ୍ମା କୁ ପଚରା ଥରେ ଥରେ ତୁମକୁ ହୃଦୟ କୁ ପଚରା ହଁ ମୁଁ ତୁମକୁ ବିଶ୍ଵାସ କରି ଭଲ ପାଇ କେଉଁ ଭଳି କଷ୍ଟ ପାଇଛି । ଦୀପିକା କହୁଛନ୍ତି ନା ଭଲରେ ରହି ପାରୁଛି ନା ଭଲରେ ଖାଇ ପାରୁଛି ନା ତୁମ ପୁଅର ଠିକ ଭାବେ ଯତ୍ନ ନେଇ ପାରୁଛି ।

ହୁଏ ତ ମୁଁ ଭଲ ପାଇ ଭୁଲ କରିଛି ଯାହାର ମୁଁ ପ୍ରାୟଶ୍ଚିତ କରିଛି ଶେଷରେ ଏତିକି କହୁଛନ୍ତି ଦିନେଶ ଙ୍କୁ ଦୀପିକା । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *