ଦୀପାବଳି ଦିନ ଏହି ଗଛକୁ ଥରେ ମାତ୍ର ଛୁଇଁ ଦିଅନ୍ତୁ, ଗରିବ ବି ହୋଇଯିବ ଧନବାନ…

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଗଛ ଲତା ଗୁଡିକୁ ଈଶ୍ବରଙ୍କ ରୂପ ମାନାଯାଏ । ସେଥିପାଇଁ ଗଛ ଗୁଡିକୁ ଆମେ ପୂଜା କରିଥାଉ । ସାଇନ୍ସ ରେ ମଧ୍ୟ କୁହାଯାଇଛି ମନୁଷ୍ୟକୁ ଗଛ ଲତା ଅକ୍ସିଜେନ ପ୍ରଦାନ କରିଥାଏ । ଫଳ, ଫୁଲ, କାଠ ଭଳି ସାମଗ୍ରୀ ଆମେ ଗଛରୁ ପାଇଥାଉ । ଶାସ୍ତ୍ରରେ ଗଛ ଲତା ଗୁଡିକୁ ଗୁଣକାରି କୁହାଯାଇଛି । ଶରୀରର ଅନେକ ରୋଗ ଗଛ ଲତା ଦ୍ଵାରା ଭଲ ହୋଇଥାଏ ।

ଯେତେ ଗଛ ଅଛି ତାହା ମଧ୍ୟରୁ ଅଶ୍ଵସ୍ତ ଗଛ ଅନ୍ଯତମ ଅଟେ । ଏହି ଗଛରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ ନିବାସ ହୋଇଥାଏ । ଆଜି ଆମେ ଜାଣିବା ଦୀପାବଳି ଦିନ କେଉଁ ଗଛକୁ ଛୁଇଁ ଆସିଲେ ଗରିବ ବି କୋଟିପତି ହୋଇଯିବ । 1- ପାରିଜାତ ଗଛ : ଏହି ଗଛ ସମୁଦ୍ର ମନ୍ଥନ ସମୟରେ ଉତପନ ହୋଇଥିଲା । ଏହି ଗଛକୁ ଦେବରାଜ ଇନ୍ଦ୍ରଙ୍କ ନନ୍ଦନ ବନରେ ସ୍ଥାପିତ କରା ଯାଇଥିଲା ।

ଏହି ଗଛକୁ ଭଗବାନ କୃଷ୍ଣ ମାନବ ଜାତିର କଲ୍ୟାଣ ପାଇଁ ଧରା ପୃଷ୍ଠକୁ ଆଣିଥିଲେ । ମାନାଯାଏ ମଣିଷ ଶ୍ରାୟରରେ ଯେତେ ଏବି ବଡ ଚିନ୍ତା ଥିବ ଏହି ଗଛକୁ ସ୍ପର୍ଶ କରିବା ଦ୍ଵାରା ତାହା ଦୂର ହୁଏ । ଏହି ଗଛ ପାଖକୁ ଦୀପାବଳି ଦିନ ଯାଇ ଘିଅର ଦୀପ ଜଳନ୍ତୁ । ଏହାପରେ ଗୋଟେ ଲବଙ୍ଗ ଓ କର୍ପୁର ରଖିକି ନିଜର ମନସ୍କାମନା କୁହନ୍ତୁ । ଏହି ଗଛକୁ ଛୁଇଁବା ପରେ ଲହୁଣୀ ର ଭୋଗ ଲଗାନ୍ତୁ । ଏହି ଉପାୟଟି କରିଲେ ଶନି ଦୋଷ ଦୂର ହୋଇଥାଏ ।

2- ବେଲଗଛ : ବେଲଗଛ କୁ ମାତା ପାର୍ବତୀଙ୍କ ସ୍ୱରୂପ କୁହାଯାଏ । କାରଣ ଏହି ଗଛ ମା ପାର୍ବତୀଙ୍କ ଝାଳ ରୁ ଉତପନ ହୋଇଥିଲା । ଏହି ଗଛର ପତ୍ରରେ ଭଗବାନ ଶିବ, ଡାଳରେ ମା ପାର୍ବତୀ ଓ ମୂଳରେ ଭଗବାନ ବ୍ରହ୍ମା ଓ ମଧ୍ୟ ଭାଗରେ ଭଗବାନ ବିଶୁଣୁ ବାସ କରିଥାନ୍ତି । ଦୀପାବଳି ଦିନ ସନ୍ଧ୍ୟାରେ ବେଲଗଛକୁ ପାକାଉ ଯାଇ ଘିଅର ଦୀପ ଜଳାଇ ଲହୁଣୀ ଭୋଗ ଲଗାନ୍ତୁ ।

ଏହା ଦ୍ଵାରା ଧନ, ଗୁଣ ଓ ମହାଦେବଙ୍କା କୃପା ପ୍ରାପ୍ତ ହୁଏ । ଏହା ସହ ଯେତେ ସବୁ ପାପ ଲାଗିଥାଏ ତାହା ଦୂର ହୁଏ । ପୂର୍ବ ଭଳି ଲବଙ୍ଗ, କର୍ପୁର ଜଳାଇ ନିଜର ଇଚ୍ଛା କୁହନ୍ତୁ । ମିଶ୍ରି ସହ କ୍ଷୀର ମିଶାଇ ବେଲଗଛ ମୂଳରେ ଢାଳି ଡେଲ ବ୍ୟକ୍ତି କେବେ ବି ନିର୍ଧନ ହୋଇ ନ ଥାଏ ।

3- ନିମ ଗଛ : ଦୀପାବଳି ଦିନ ନିମ ଗଛ ମୂଳେ ତମ୍ବା ପତ୍ରରେ କ୍ଷୀର ନେଇ ଅଭିଷେକ କରନ୍ତୁ । କ୍ଷୀରରେ ମିଶ୍ରି ମିଶାନ୍ତୁ । ଏହି କ୍ଷୀର କୁ ନିମ ଗଛ ମୂଳେ ଅର୍ପଣ କରନ୍ତୁ । ଏହା ପରେ ଗୋଟେ ଲବଙ୍ଗ ଓ କର୍ପୁର ଜଳାଇ ନିଜର ମନସ୍କାମନା କୁହନ୍ତୁ । ଏହା ପରେ ନିମ ଗଛକୁ ସ୍ପର୍ଶ କରନ୍ତୁ । ଏହି ଉପାୟ ଗୁଡିକ ଅବଲମ୍ବନ କରିଲେ ଆପଣ ଙ୍କ ଜୀବନରେ ନିଶ୍ଚୟ ପରିବର୍ତ୍ତନ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *