DJ Azex ଡେଥ ମିଷ୍ଟ୍ରି: ନିଜ ଦୋଷ ଘୋଡେଇବାକୁ ଆଜେକ୍ସକୁ ବଦନାମ କରୁନି ତ Jigyansa?

ସାଇବର ଏକ୍ସପାର୍ଟ ବାହାର କରିଲା ୱ୍ହାଟସାପ ଗ୍ରୁପ ସତ । ଆଜେକ୍ସ ଙ୍କୁ ବଦନାମ କରିବା ପାଇଁ ଜିଜ୍ଞାସା ର ବଡ ଷ-ଡ-ଯ-ନ୍ତ୍ର । ପୋଲିସ ପାଇଛି ଏହାର ଟେର । ବାନ୍ଧବୀ ଜିଜ୍ଞାସା ଦୁଇ ଯୁବତୀ ଙ୍କ ସହ କରିଥିଲେ ୱ୍ହାଟସପ ଗ୍ରୁପ । ଗଡୁଛି ଦିନ ଆଉ ବଢୁଛି ସସପେନ୍ସ । ସମୟ ଗଡିବା ସହ ଧୀରେ ଧୀରେ ସାମନା କୁ ଆସୁଛି ସତ ।

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବ ଏଇ କିଛି ଦିନ ପୂର୍ବରୁ ଡିଜେ ଆଜେକ୍ସ ଓରଫ ଅକ୍ଷକ ଙ୍କର ସନ୍ଦେହ ଜନକ ମୃ-ତ୍ୟୁ ହୋଇଛି । ଯାହାକୁ ନେଇଏ ଏବେ ବି ବିବାଦ ଲାଗି ରହିଛି । ତାଙ୍କର ପ୍ରେମିକା ଜିଜ୍ଞାସା ଙ୍କୁ ନେଇ ବଢିଛି ସନ୍ଦେହ । ଆଉ ଏବେ ପୁଣି ଆଉ ଏକ ସତ ସାମନା କୁ ଆସିଛି ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

ଦର୍ଶକ ବନ୍ଧୁ ଆଜେକ୍ସ ଙ୍କ ମୃ-ତ୍ୟୁ ପଛରେ ଦୁଇ ଯୁବତୀ ଙ୍କ ସହ ମିଶି ବାନ୍ଧବୀ ଜିଜ୍ଞାସା ଏକ ୱ୍ହାଟସପ ଗ୍ରୁପ କରିଥିଲେ । ଯେଉଁ ବାବଦ ରେ ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ଏହାକୁ ଯାଞ୍ଚ କରିଲା ପରେ ସତ ସମାନ କୁ ଆସିଛି । ଏହା ପୁଣି ଜିଜ୍ଞାସା ଙ୍କ ପ୍ଳାନ ବୋଲି ଜଣା ପଡି ଯାଇଛି । ଏବେ ସେହି ୱ୍ହାଟସପ ଗ୍ରୁପ ରେ ଜିଜ୍ଞାସା ଙ୍କ ସହ ଆଉ ଦୁଇ ଜଣ ଯୁବତୀ କହିଥିଲେ ।

ସେହି ଗ୍ରୁପ ରେ ଆଜେକ୍ସ ଙ୍କ ଗତି ବିଧି ଏମିତିକି ବ୍ୟକ୍ତିଗତ ଲାଇଫ କୁ ନେଇ ଚର୍ଚ୍ଚା ହେଉଛି । ଏଲେ ଏଠାରେ ପ୍ରଶ୍ନ ଉଠିଛି କଣ ପାଇଁ ଜିଜ୍ଞାସା ଏମିତି କରିଥିଲେ ? ଆଜେକ୍ସ ଙ୍କ ବିରୁଦ୍ଧରେ କି ସତ ପଡା କୁ ଆଣିବାକୁ ଚାହୁଁ ଥିଲେ ଜିଜ୍ଞାସା ? ଏ ସବୁର ଏବେ ଖୋଳତାଡ କରୁଛି ପୋଲିସ । ସେହିଭଳି ଜିଜ୍ଞାସା ଙ୍କ ସମେତ ଅନ୍ୟ ଦୁଇ ଯୁବତୀ ଙ୍କୁ ମଧ୍ୟ ପୋଲିସ କ୍ୟାରେଟ ରେ ନେଇଛି ।

ସମସ୍ତଙ୍କୁ ପୋଲିସ ପଚରା ଉଚରା କରିବା ପାଇଁ ଚାଲିଛି ପ୍ରସ୍ତୁତ । ଏହାରି ଭିତରେ ଆଜେକ୍ସ ଙ୍କ ମା କହିଛନ୍ତି ଯେ ତାଙ୍କ ପୁଅ ବିରୁଦ୍ଧରେ ଷ-ଡ-ଯ-ନ୍ତ୍ର ରଚିଥିଲା ଜିଜ୍ଞାସା । ଏବେ ସେ କରିଥିବା ଅ-ପ-ରା-ଧ କୁ ଲୁଚାଇବାକୁ ଚେଷ୍ଟା କରୁଛି ଜିଜ୍ଞାସା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *