ମା ଲକ୍ଷ୍ମୀଙ୍କର ମୂର୍ତ୍ତିକୁ ରଖନ୍ତୁ ନାହିଁ ଏହି ସବୁ ଜାଗାରେ, ନଚେତ ହୋଇଯିବେ କାଙ୍ଗାଳ

ଫ୍ରେଣ୍ଡସ୍ ଆଜି ଆମେ ଜାଣିବା ତାହା କେଉଁସବୁ କାରଣ ଯାହା ଦ୍ୱାରା ମା ଲକ୍ଷ୍ମୀ ଘରେ ରହିନଥନ୍ତି । ଧନ ଓ ସମ୍ପତ୍ତି ର ଦେବୀ ମା ଲକ୍ଷ୍ମୀ କିଛି କଥାରେ କ୍ରୋଧିତ ହୋଇଯାଆନ୍ତି । ସେଥିପାଇଁ ଏହି ସବୁ କାର୍ଯ୍ୟକୁ କରନ୍ତୁ ନାହିଁ । ମା ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଇଛି । କାରଣ ମା ଲକ୍ଷ୍ମୀ କୋଉଠି ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ । ସେଥିପାଇଁ ଚାହୁଁଛନ୍ତି କି ଦେବୀ ଆପଣଙ୍କ ଘରେ ରୁହନ୍ତୁ ।

ପ୍ରଥମ ରାଗୁ ଥିବା ଲୋକ ଯେଉଁ ଲୋକ କଥା କଥା ରେ ରାଗନ୍ତି ଗାଳି କରନ୍ତି ସେମାନଙ୍କ ଘରେ ମା ଲକ୍ଷ୍ମୀ କେବେ ରୁହନ୍ତି ନାହିଁ । କୁହାଯାଏ କି ରାଗିଲେ ନକାରାତ୍ମକ ଡଢିଥାଏ । ଯେଉଁ ଘରେ ନକରାତ୍ମକ ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଯେଉଁଠାରେ ଶାନ୍ତି ଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ।

ଦ୍ବିତିୟ ବଡ ମାନଙ୍କ ଅପମାନ । ଯେଉଁଠି ବଡ ଲୋକଙ୍କ ଅପମାନ ହୋଇଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଯେଉଁ ଘରେ ସକାଳେ ସଞ୍ଜ ବେଳେ ଦ୍ବୀପ ଜଳାନ୍ତି ନାହିଁ ସେଠାରେ ମଧ୍ଯ ମାନ ଲକ୍ଷ୍ମୀ ରୁହନ୍ତି ନାହିଁ ।

ତୃତୀୟ କାମ ଘରେ ଅଳିଆ ଓ ମଇଳା । ଏପରି ଘର ଯେଉଁଠି ଲୋକେ ଘର ସଫା ସଫି କରନ୍ତି ନାହିଁ ସେ ଘରର ଲୋକେ ଅଳସୁଆ ହୋଇଥାନ୍ତି ଏପରି ଘରେ ମାନ ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ । ସେଥିପାଇଁ ଦୀପାବଳି ରେ ଘରର ସ୍ବଚ୍ଛତା ଦରକାର ଅଛି ।

ଚତୁର୍ଥ କାମ ମହିଳା ମାନଙ୍କ ଅପମାନ ଏପରି ଲୋକ ଯେଉମାନେ ମହିଳା ମାନଙ୍କ ଅପମାନ କରନ୍ତି ସେମାନଙ୍କ ଘରେ ମଧ୍ଯ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ମହିଳା ମାନଙ୍କୁ ହିନ୍ଦୁ ଧର୍ମର ତାଙ୍କୁ ହିନ୍ଦୁ ଧର୍ମରେ ଦେବୀଙ୍କର ଆଖ୍ୟା ଦିଆଯାଇଛି । ପଞ୍ଚମ କାମ ଗୁରୁଙ୍କ ଅପମାନ । ଗୁରୁଙ୍କ ଅପମାନ କରିବା ଦ୍ବାରା ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *