ଦୁବ ଘାସର ଚମତ୍କାରି ଗୁଣ ବିଷୟରେ ଜାଣି ପାଦ ତଳୁ ଖସିଯିବ ମାଟି

ଆମ ସନାତନ ଧର୍ମରେ ସବୁ ପ୍ରାକୃତିକ ଜିନିଷର ଗୋଟେ ବିଶେଷ ମହତ୍ତ୍ଵ ଅଛି ବୋଲି ଶାସ୍ତ୍ରରେ ବରଣନ କରା ଯାଇଛି । ତେବେ ଆପଣ ମାନେ ପ୍ରାୟତଃ ଶୁଭ କାର୍ଯ୍ୟରେ ଦୁଭ ର ବ୍ୟବହାର ବ୍ରାହ୍ମଣ ବା ସ୍ତ୍ରୀ ମାନଙ୍କ ଦ୍ଵାରା କରିବାର ଦେଖିଥିବେ । ଶାସ୍ତ୍ରରେ କୁହା ଯାଇଛି ଯେ ଯେଉଁ ପୂଜାରେ ଦୁବ ଘାସର ବ୍ୟବହାର ହୋଇ ନଥାଏ ସେହି ପୂଜା ସଫଳ ହୁଏ ନାହିଁ ସେଥିପାଇଁ ପ୍ରାୟତଃ ସବୁ ପୂଜାରେ ଦୁବ ବ୍ୟବହାର ହୋଇଥାଏ । ଏହା ଛଡ଼ା ବିବାହରେ ଦୁବ ଘାସର ବହୁତ୍ ମହତ୍ତ୍ଵ ହୋଇଥାଏ, ଆଜି ଆମେ ଆପଣଙ୍କୁ ଦୁବ ଘାସ ଦ୍ୱାରା କିଛି ଉପାୟ କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକ ଜାଣିଛନ୍ତି ।

୧- ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଯେଉଁ ବ୍ୟକ୍ତି ଶନିବାର କିମ୍ବା ରବିବାର ଦିନ ଦୁଇ ପହରରେ ଶ୍ୱେତ ଦୁବ ସଂଗ୍ରହ କରି ଅଣ୍ଟାରେ ରଖିଥାନ୍ତି ତାଙ୍କୁ ସବୁ ଦିଗରୁ ଯଶ ପ୍ରାପ୍ତି ହୋଇଥାଏ । ଏହି ଭଳି ଲୋକେ ନିଜ ଜୀବନରେ ଭଲ କାମ ଆଉ ଅନ୍ୟ ମାନଙ୍କ ସାହାଯ୍ୟ କରିବା ଦ୍ୱାରା ଯଶ ପ୍ରାପ୍ତ କରନ୍ତି ।

୨- ଛୁଆଙ୍କୁ ପ୍ରାୟତଃ ପିହୁଳା ହୋଇଥାଏ ତେବେ ଶନି କିମ୍ବା ରବିବାର ଦିନ ଗୁପ୍ତ ରେ ଦୁବ ଘାସ ଏକତ୍ର କରି ୨୧ ଟି ଦୁବ ଘାସ ନାଲି କପଡ଼ାରେ ଗୁଡ଼ାଇ ଶିଶୁ ଗଳାରେ ପିନ୍ଧାଇଲେ ପିହୁଳା ଭଲ ହୋଇଥାଏ । ତେବେ ଆପଣଙ୍କୁ ଧ୍ୟାନ ରଖିବାକୁ ହବ ଜେ ଆପଣଙ୍କୁ ଯେମିତି କେହି ଦେଖନ୍ତି ନାହିଁ ନଚେତ ଏହା କାରଗର୍ ହବ ନାହିଁ ।

୩- ବହୁତ୍ କୁମାରୀ କନ୍ୟା ମାନେ ରଜ ସ୍ୱାଲ ହୋଇବାରେ ଲେଟ ହୋଇଥାଏ ତେବେ ମା ମାନଙ୍କୁ ଶନିବାର ବା ରବିବାର ଦିନ ସକାଳେ ଅଧୁଆ ପାଟିରେ ଦୁବ ସଂଗ୍ରହ କରି ଦୁବ ଘାସ ଆଉ ଚାଉଳ ବାଟି ପିଠା କରି ୨୧ ଦିନ ପର୍ଯ୍ୟନ୍ତ କୁମାରୀ କନ୍ୟାକୁ ଖାଇବାକୁ ଦିଅନ୍ତୁ ସବୁ ଭଲ ହବ ।

୪- ଛୋଟ ଛୁଆଙ୍କୁ ନଜର, ପିହୁଳା ଇତ୍ୟାଦି ଲାଗିଥାଏ । ତେବେ ସକାଳେ ଦୁବ ଘାସ ୭ଟି ନେଇ ଦୁର୍ଗା ମାଙ୍କ ନାମ୍ ନେଇ ଛୁଆଙ୍କୁ ଝାଡି ଦିଅନ୍ତୁ ସବୁ ଦୃଷ୍ଟି ଦୋଷ ଦୂରେଇ ଯିବ । ଏହି ଭଳି ଆପଣ ମଙ୍ଗଳବାର ଦିନ କରନ୍ତୁ ଶୁଭ ଫଳ ପାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *