ସେ ସବୁ ଜିନିଷ କୁ ଓଲଟାଇ ଦିଏ କିନ୍ତୁ ଘୁଞ୍ଚେଇ ପାରେନା? ୯୯% ଲୋକ ଉତ୍ତର ଦେବାରେ ଫେଲ

କୌତୁହଳ ରହସ୍ୟ ପ୍ରଶ୍ନ ସଭିଙ୍କୁ ଭଲଲାଗେ । ଏହାର ଉତ୍ତର ମଜାଦାର ହୋଇଥାଏ ସତ କିନ୍ତୁ ଉତ୍ତର ଆଦୌ ସହଜ ହୋଇନଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

୧-ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତର ସବୁବେଳେ ବଦଳି ଥାଏ?

ଉତ୍ତର-ସମୟ କେତେ ହେଲା

ସମୟ ଏମିତି ଏକ ଜିନିଷ ଯାହାକି ସବୁଠୁ ବଡ ମୂଲ୍ୟବାନ । ସମସ୍ତେ ସମୟକୁ ଆଧାର କରି ବାଟ ଚାଲିଥାନ୍ତି । ଏହି ସମୟ ସମସ୍ତଙ୍କୁ ନିଜ କାବୁ ରେ ରଖିଥାଏ । ସମୟ ଅନୁସାରେ କାର୍ଯ୍ୟ କଲେ ସହଜରେ ସଫଳ ମିଳିଥାଏ । ସମୟ ସହିତ ଖାପ ଖୁଆଇ ଚାଲିବାକୁ ପଡିଥାଏ । ସମୟକୁ ନିଜ ହାତମୁଠାରେ ରଖି ହେବନାହିଁ ।

୨-ଏମିତି କେଉଁ ଜିନିଷ ଯିଏ ସମୁଦ୍ରରେ ଜନ୍ମ ହୋଇ ଆପଣଙ୍କର ଘରେ ରୁହେ?

ଉତ୍ତର-ଲୁଣ

ଲୁଣ ପାଣିରୁ ସୃଷ୍ଟି ହୋଇ ପାଣିରେ ମରିଥାଏ । ଖାଦ୍ୟ ଯେତେ ସୁସ୍ୱାଦୁ ହେଇଥିଲେ ମଧ୍ୟ ବିନା ଲୁଣରେ ଅସ୍ଵାଦୁ ହୋଇଯାଏ । ଲୁଣ ରୁ ବହୁତ ରୋଗ ଭଲ ହେଇଥାଏ । ଲୁଣ ଦେଖିବାକୁ ଧଳା । ଲୁଣ ପାଟିକୁ ଆମର ଲୁଣିଆ ଲାଗେ । ସମୁଦ୍ର କୂଳେ ଲୁଣ ଚାଷ କରାଯାଏ । ଲୁଣ ପେଟ ଯନ୍ତ୍ରଣା ଦୁରା କରେ ।

୩-କୁହନ୍ତୁ ଆମ ଶରୀର ର କେଉଁ ଅଂଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ?

ଉତ୍ତର-ଆଖି

ଭଗବାନଙ୍କର ଏହି ସୃଷ୍ଟି କୁ ଆମେ ଆଖି ଦ୍ୱାର ଦେଖି ଥାଉ । ମଣିଷର ଆଖି ସର୍ବଦା ସତ କହିଥାଏ । ପାଞ୍ଚ ଇନ୍ଦ୍ରିୟ ମଧରୁ ଚକ୍ଷୁ ଏକ ଅନ୍ୟତମ ଅଂଗ । ମଣିଷ ଅଧିକ ଦୁଖୀ ଏବଂ ଅଧିକ ଖୁସି ହେଲେ ଆଖିରୁ ଲୁହ ଝରିଥାଏ । ଆଖି ଆମ ଦୈନ ଦିନ ଜୀବନରେ ଆଖିର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

୪-୧୦୦ ରୁ ୧୦ ଆପଣ କେତେଥର ହଟାଇ ପାରିବେ?

ଉତ୍ତର-୧

୫-ସେ ସବୁ ଜିନସକୁ ଓଲଟାଇ ଦିଏ । କିନ୍ତୁ ଘୁଞ୍ଚାଇ ପାରେନା ସେ କିଏ?

ଉତ୍ତର-ଆଇନା

ଆଇନା କାଚରେ ତିଆରି ହୋଇଥାଏ । ଦର୍ପଣ ସାଧାରଣତଃ ସବୁ ଜାଗାରେ ବ୍ୟବହାର କରାଯାଇଥାଏ । ଦର୍ପଣ ସାଧାରଣତଃ ଦୁଇ ପ୍ରକାରର । ଉତ୍ତଳ ଏବଂ ଅବତଳ ଦର୍ପଣ । ଦର୍ପଣ ଆଲୋକକୁ ପ୍ରତିଫଳିତ କରିଥାଏ । ଆଇନା ଏକ ଆବଶ୍ୟକୀୟ ବସ୍ତୁ । ଆଇନା ରେ ସମସ୍ତେ ନିଜର ସୌନ୍ଦର୍ଯ୍ୟ କୁ ଦେଖିଥାନ୍ତି । ଦର୍ପଣ ଆମ ଦୈନଦୀନ ଜୀବନର ଏକ ଆବଶ୍ୟକର ଜିନିଷ ।

୬-ସେ କିଏ ଯିଏ ତାର ଘରୁ ବାହାରକୁ ବାହାରିଲା ପରେ ମୁଣ୍ଡ ଗଡେଇ ମରିଯାଏ ।

ଉତ୍ତର-ଦିଆସିଲି କାଠି

ଦିଆସିଲି କାଠି ସାଧାରଣତଃ ନିଆଁ ଜଳାଇବାରେ ସାହାଯ୍ୟ କରିଥାଏ । ଦିଆସିଲି କାଠି ଉପରେ ବାରୁଦ ଦିଆ ଯାଇଥାଏ । ଏହି ଦିଆସିଲି ଶିଶୁ କାଠରେ ହୋଇଥାଏ । ଦିଆସିଲି ଆମ ରୋଷେଇ କାର୍ଯ୍ୟ ରେ ବ୍ୟବହାର କରାଯାଇଥାଏ । ଦିଆସିଲି କାଠି ଓଦା ହୋଇଗଲେ ଜଳି ନଥାଏ । ଆମେ ଆମର ନୀତିଦିନ ଜୀବନରେ ଦିଆସିଲି ବହୁତ ପରିମାଣରେ ବ୍ୟବହାର କରିଥାଉ ।

୭-ଗୋଟିଏ କାଠିର ଶୁଣ କାହାଣୀ, ଭରି ରହିଛି ସେଥିରେ ମିଠା ପାଣି?

ଉତ୍ତର-ଆଖୁ

ଆଖୁରୁ ଚିନି ,ଗୁଡ ପ୍ରସ୍ତୁତ କରାଯାଏ । ଆଖୁ ଚାଷ ଗୁଜୁରାଟ ରେ ଚାଷ କରାଯାଏ । ଆଖୁରୁ ଅନେକ ପ୍ରକାର ର ଖାଦ୍ୟ ଜିନିଷ ପ୍ରସ୍ତୁତ କାରାଯାଏ । ଆଖୁ ଆମକୁ ମିଠା ଲାଗିଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *