ଦୌଡୁଥିବା ଘୋଡାର ଫୋଟ ଲଗାନ୍ତୁ, ତାପରେ ଦେଖନ୍ତୁ ଏହାର କମାଲ- Vastu Shastra

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆମେ କାର୍ଯ୍ୟ ସ୍ଥଳରେ ଓ ସମ୍ବନ୍ଧିତ ଜାଗା ପାଇଁ ବାସ୍ତୁ ନିୟମର ପାଳନ କରିବାତ ସକାରାତ୍ମକ ଫଳ ପ୍ରାପ୍ତି ହୋଇଥାଏ । ବାସ୍ତୁଶାସ୍ତ୍ର ସକାରାତ୍ମକ ଊର୍ଜା ଓ ନକରାତ୍ମକ ଊର୍ଜା ସିଦ୍ଧାନ୍ତ ଉପରେ କାମ କରିଥାଏ । ଯେଉଁ ଜିନିଷ ସକାରାତ୍ମକ ଜିନିଷରେ ବୃଦ୍ଧି କରିଥାଏ ସେଥିରେ ବାସ୍ତୁ ଦୋଷ ଦୂର ହୋଇଥାଏ । ଯେଉଁ ଲୋକ କମ୍ପ୍ୟୁଟର ମାଧ୍ୟମରେ ନିଜ ଜୀବନ ନିର୍ବାହ କରିଥାନ୍ତି ଯଦି ସେମାନେ କମ୍ପ୍ୟୁଟର ସମ୍ବନ୍ଧରେ ବସ୍ତୁର କିଛି ଧ୍ୟାନ ରଖିବେତ ନିଶ୍ଚିନ୍ତ ଲାଭ ପ୍ରାପ୍ତ ହେବ ।


ବାସ୍ତୁରେ ଘୋଡାର ଫୋଟୋ କାର୍ଯ୍ୟ ସ୍ଥଳରେ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହି ଉପାୟ ମଧ୍ୟ ଗୋଟିଏ ଉପାୟ ଏହା ଦଉଡୁ ଥିବା ଘୋଡାଙ୍କ ଫୋଟୋ । କାର୍ଯ୍ୟ ସ୍ଥଳ ବା କମ୍ପ୍ୟୁଟର କି ଡେସ୍କଟପ ଉପରେ ଲଗାନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସରେ ଦଉଡୁ ଥିବା ଘୋଡାର ଫୋଟୋ କାର୍ଯ୍ୟ ସ୍ଥଳ କି ଘର ଦକ୍ଷିଣ ଦିଗରେ ଲଗାଇଲେ ଏହା ଆପଣଙ୍କ କାମକୁ ଗତି ପ୍ରଦାନ କରିବ । ଘୋଡାକୁ ଊର୍ଜା ଓ ଶକ୍ତିର ପ୍ରତୀକ ବୋଲି କୁହାଯାଇ ଥାଏ ।


ଯଦି କୌଣସି ବ୍ୟକ୍ତି ଘୋଡାର ୱାଲ ପେପର ବା ଫୋଟୋକୁ ବାର ବାର ଦେଖିଥାଏ ତ ତାର ସିଧା ପ୍ରଭାବ କାର୍ଯ୍ୟ ପ୍ରଣାଳୀ ଉପରେ ପଡିଥାଏ । ଯଦି ଆପଣ ଲୋନ ବା ରୁଣ ଗ୍ରସ୍ତ ଅଛନ୍ତି ତେବେ ନିଯରେ ଘରେ ନହେଲେ ଉତ୍ତମ ପଶ୍ଚିମ କ୍ଷେତ୍ରରେ ସଫା ଘୋଡାର ଗୋଟିଏ ଅପ୍ରକୃତିକ ଯୋଡା ରଖନ୍ତୁ । ଘୋଡା ଗତି ଓ ଶକିର ପ୍ରତୀକ । ସଫା ଘୋଡାର ସଫା ଫୋଟୋ ଆପଣଙ୍କ କାର୍ଯ୍ୟରେ ବିଶ୍ଵସନୀୟତା ଓ ଏକାଗ୍ରତା ବଢାଇବ । ଘୋଡାର ଜୋଡ ଏମିତି ରଖନ୍ତୁ କି ଘୋଡା ମୁହଁ ଦକ୍ଷିଣ ଓ ଦିଗ ଆଡକୁ ରହିବା ଉଚିତ ।


ଘୋଡା କେବେବି ଏତେ ସହଜରେ ଥକେ ନାହିଁ । ସେହି କାରଣରୁ ଘୋଡା ଓ ଘୋଡାର ଫୋଟୋ ରହିଥାଏ ସେଠାର ବାତାବରଣ ଊର୍ଜାରେ ଭର ପୁର ହୋଇଥାଏ । ବାସ୍ତୁ ଅନୁସାରେ ଯେଉଁଠି ଊର୍ଜାକୁ ବଢାଇବାର ଫୋଟ ରହିଥାଏ ସେଠାକାର ଲୋକଙ୍କୁ ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ । ଘୋଡା ଏମିତି ଜିବ ଅଟେ ଯାହା ସ୍ୱାସ୍ଥ୍ୟ ହେବ ଦ୍ଵାରା ଜୀବନରେ କେବେବି ବସେ ନାହିଁ । ଏହି ଘୋଡା ଫୋଟ ଲଗାଇବା ଦ୍ଵାରା ମନୁଷ୍ୟ ସବୁ ବେଳେ ବହୁତ ଶକ୍ତିଶାଳୀ ଓ କର୍ମଠ ରହିଥାଏ ସେ କେବେବି ଥକେ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *