ଦୁଇ ଭିଖାରିଙ୍କର ହେଲା ଯାଞ୍ଚ ତ ପୋଲିସ ହୋଇଗଲେ ଆଶ୍ଚର୍ଯ୍ୟ, ଜଣେ ଲଣ୍ଡନର ଆକାଉଣ୍ଟ ଅଫିସର ତ ଆଉ ଜଣେ…

ଯେବେ ବି ଆମେ ରାସ୍ତା ଉପରେ ଭିକାରିମାନଙ୍କୁ ଦେଖିଥାଉସେତେବେଳେ ଆମେ ତାଙ୍କ ପାଇଁ ଦୁଃଖ ଅନୁଭବ କରିଥାଉ ତେବେ ଆମ ଅନୁଯାଇ ସେ ପାଠ ପଢି ନଥାନ୍ତି ଏବଂ ଅସହାୟ ହୋଇ ଭିକମାଗନ୍ତି, ଏହି ଭିକାରିମାନଙ୍କ ଚେହେରା ଏମିଟକା ଦେଖି ଆମକୁ ଦୟା ଲାଗିଥାଏ ଏବଂ ଆମେ ତାଙ୍କୁ କିଛି ଟଙ୍କା ଦେଇ ଆଗକୁ ଚାଲି ଯାଇଥାଉ, କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ରାସ୍ତା ରେ ଭିକ ମାଗୁଥିବା ସବୁ ଭିକାରି ଅସହାୟ ଏବଂ ଅପାଠୁଆ ହୁଅନ୍ତି ନାହିଁ । ଏହି ଭିକାରୀଙ୍କ ମଧ୍ୟରୁ ବହୁତ ଏହାକୁ ନିଜ ରୋଜଗାର ମାଧ୍ୟମ ବନେଇ ବହୁତ ଟଙ୍କା ରୋଜଗାର କରନ୍ତି, ଆମେ ଆଜି ଆପଣଙ୍କୁ ଏମିତି ଦୁଇ ମହିଳା ଭିକାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଭିକାରି ସହ ଦେଖା ସାକ୍ଷାତ କରେଇବୁ ଯାହା କାହାଣୀ ସମସ୍ତଙ୍କ ଠାରୁ ଅଲଗା ଅଟେ, ଏହି ଦୁଇ ଭିକାରି ମଧ୍ୟରୁ ଜଣେ ଆମେରିକା ଗ୍ରୀନ କାର୍ଡ ହୋଲ୍ଡର ଅଛନ୍ତି ଏବଂ ଦୁତୀୟ ଜଣ ଲଣ୍ଡନ ରେ ଏକାଉଣ୍ଟ ଅଫିସର ପୋସ୍ତରେ କାମ କରିଛନ୍ତି । ତେବେ ଏମିତି କେଉଁ ଅସାହାୟତା ପାଇଁ ଆଙ୍କୁ ହାଇଦ୍ରାବାଦ ରାସ୍ତା ରେ ଭିକ ମାଗିବାକୁ ପଡିଲା। ହାଇଦ୍ରାବାଦ ପୋଲିସ ଦ୍ଵାରା ହାଇଦ୍ରାବାଦ ରାସ୍ତା ରେ ଗୋଟେ ରୁଟିନ ଅପରେସନ କରା ଯାଉଥିଲା । ଏହି ରୁଟିନ ସମୟରେ ତାଙ୍କ ଦେଖା ଏମିତି ଦୁଇ ଭିକାରି ସହ ହେଲା ଯାହା ବିଷୟରେ ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ ।

ଏହି ଦୁଇ ଭିକାରୀଙ୍କ ମଧ୍ୟରୁ ଜଣଙ୍କ ନା ଫରଜାନା ଅଟେ ଯିଏ ଦର୍ଗାହ ବାହାରେ ଭିକ ମାଗନ୍ତି ଓ ଏହି ମହିଳା ବୟସ ୫୦ ବର୍ଷ ଅଟେ, ଏହି ଭିକାରି ପାଖରେ ଏମବିଏ ଡିଗ୍ରୀ ଅଛି ଏବଂ ସେ ଲଣ୍ଡନ ରେ ଏକାଉଣ୍ଟ ଅଫିସର ପୋସ୍ଟ ରେ କାମ ମଧ୍ୟ କରିଛନ୍ତି, ହାଇଦ୍ରାବାଦ ରେ ଫରଜାନା ଗୋଟେ ବଙ୍ଗଳା ମଧ୍ୟ ଅଛି, ତା ପୁଅ ଲଣ୍ଡନ ରେ ଆରକିଟେକ୍ଟ କାମ ମଧ୍ୟ କରୁଅଛି, ତେବେ ଫରଜାନା କହିବା ଅନୁଯାଇ ତାଙ୍କୁ ଗୋଟେ ବାବା କହିଥିଲେ ଯେ ରାସ୍ତା ରେ ଭିକ ମାଗିଲେ ତମ ଦୁର୍ଭାଗ୍ୟ ସମାପ୍ତ ହୋଇଯିବ ସେଥିପାଇଁ ଏତେ ଭଲ ବ୍ୟାଗରାଉଣ୍ଡ ପରେ ମଧ୍ୟ ଫରଜାନା ରାସ୍ତା ରେ ଭିକ ମାଗନ୍ତି ।

ଦ୍ଵିତୀୟ ମହିଳା ନାମ ରବିୟା ବସେରା ଅଟେ, ଏହି ମହିଳାଙ୍କ ପାଖରେ ଆମେରିକା ଗ୍ରୀନ କାର୍ଡ ଅଛି ଏହି ମହିଳାଙ୍କ କହିବା ଅନୁଯାଇ ତାଙ୍କ ସମ୍ପର୍କୀୟ ଲୋକ ତାଙ୍କ ଠାରୁ ସବୁ ସମ୍ପତି ହଡପ କରିଛନ୍ତି ଯାହା ଦ୍ଵାରା ଅସହାୟ ହୋଇ ନିଜ ପେଟ ପାଇଁ ଭିକ ମାଗିବାକୁ ପଡିଛି, ଏହି କଥା ଶୁଣି ପୋଲିସ ରବିୟାକୁ ରିହାବ ସେଣ୍ଟର ପଠାଉଛନ୍ତି କିନ୍ତୁ ଖବର ଶୁଣି କିଛି ସମ୍ପର୍କୀୟ ପୋଲିସ ପାଖକୁ ଆସିଲେ ଏବଂ ରବିୟା ଧ୍ୟାନ ରଖିବେ ବୋଲି କହି ଘରକୁ ନେଇ ଗଲେ ।

Leave a Reply

Your email address will not be published. Required fields are marked *