ଦୁଇଟି ଝିଅଙ୍କ ସହ ମନ୍ଦିରରେ ଅଦ୍ଭୁତ ବିବାହ, ଦୁଇ ଜଣଙ୍କ ମଥାରେ ଦେଲେ ସିନ୍ଦୁର- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଗୋଟେ ଯୁବକ ନିଜ ନୂଆ ପ୍ରେମିକା ସହ ବିବାହ କରିବା ପାଇଁ ମନ୍ଦିର ପହଞ୍ଚିଲା ଏହା ପରେ ପୁରୁଣା ପ୍ରେମିକା ମଧ୍ୟ ସେଠି ପହଞ୍ଚି ଗଲା । ଏହି କଥା ଉପରେ ହଙ୍ଗାମା ହବା ଦେଖି ଯୁବକ ଦୁହିଁଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରି ନେଲା, ଆପଣ ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ ନା ଏହି ଘଟଣା ଉତ୍ତର ପ୍ରଦେଶ ପ୍ରୟାଗରାଜ ର ଅଟେ । ପ୍ରୟାଗରାଜ ରେ ଗୋଟେ ଅଦ୍ଭୁତ ବିବାହ ଦେଖିବାକୁ ମିଳିଛି ଯେଉଁଠି ଗୋଟେ ପୁଅ ଦୁଇ ଝିଅଙ୍କ ସହ ବିବାହ କରିଛନ୍ତି ତାହା ବି ଦୁହିଁଙ୍କ ସାମ୍ନା ରେ ।

ଏହି ଅଦ୍ଭୁତ ବିବାହର ଭିଡିଓ ଏହି ଦିନ ସୋଶିଅଲ ମିଡିଆରେ ବହୁତ ଭାଇରାଲ ହୋଇଛି, ଏହି ଅଦ୍ଭୁତ ଘଟଣା ପ୍ରୟାଗରାଜ ର କର୍ନଲଗଞ୍ଜ ଜାଗାର ଅଟେ ।

ଘଟଣା ଏହା ଅଟେ ଯେ ଗୋଟେ ଯୁବକ ଗୋଟେ ଝିଅକୁ ଭଲ ପାଉଥିଲା ଏହା ପରେ ପ୍ରେମିକା ପ୍ରେମୀକୁ ଧମକ ଦେଇଥିଲା ଯେ ଯଦି ସେ ତା ସହ ବିବାହ ନକଲା ତେବେ ପ୍ରେମିକା ବିସ ଖାଇ ଦବ । ଏହି କଥା ଉପରେ ଝଗଡା ହେଲା ଓ ଯୁବକ ଝିଅକୁ ଗୋଟେ ଥାପଡ ମାରିଲା ଯାହା ପରେ ଝିଅ ପୋଲିସ ରେ ଅଭିଯୋଗ କରିଥିଲା ।

ଅଭିଯୋଗ ପାଇ ପୋଲିସ ଯୁବକକୁ ପ୍ରେମିକାକୁ ଥାପଡ ମାରିବା ଅଭିଯୋଗ ରେ ଗିରଫତାର କରିଥିଲେ । କୁହା ଯାଉଛି ଯେ ଯୁବକ ଆଗରୁ ନିଜ ଆଖ ପାଖ ଜାଗାରେ ଥିବା ଅନ୍ୟ ଝିଅ ସହ ବହୁତ ବର୍ଷ ଧରି ପ୍ରେମ କରୁଥିଲା । ୪-୫ ଦିନ ତଳେ ଯୁବକ ପ୍ରଥମ ପ୍ରେମିକା ଯୁବକ ସହ ଦ୍ଵିତୀୟ ପ୍ରେମିକାକୁ ଦେଖିଥିଲା ଯାହା ପରେ ପ୍ରଥମ ପ୍ରେମିକା ବହୁତ ହଙ୍ଗାମା କରିଥିଲା ।

ଏହା ପରେ ଘର ପାଖ ମନ୍ଦିର ରେ ସମସ୍ତଙ୍କ ସାମ୍ନା ରେ ଯୁବକ ଦୁହିଁଙ୍କ ମଥାରେ ସିନ୍ଦୁର ଦେଇ ଓ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କରିଥିଲେ । ବିବାହ ରେ ଥିବା ଲୋକ ଏହି ବିବାହ ଭିଡିଓ ବନାଇ ସୋଶିଅଲ ସାଇଟ ରେ ଭାଇରାଲ କରିଛନ୍ତି ଯାହା ପରେ ଏହା ଗୋଟେ ଚର୍ଚା ର ବିଷୟ ହୋଇଛି ।

ଆଶା କରୁଛୁ ଆପଣଙ୍କୁ ଆମ ଦ୍ଵାରା ଦିଆଯାଉଥିବା ଖବର ପସନ୍ଦ ଅସୁଥୁବ, ଆଗକୁ ବି ଏହିଭଳି ଭିନ୍ନ ଭିନ୍ନ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ଓ ପୋଷ୍ଟ ଉପରେ ଆପଣଙ୍କ ମତ ନିଶ୍ଚୟ ଦେବେ ।

Leave a Reply

Your email address will not be published. Required fields are marked *