ମୃତ୍ୟୁ ସମସ୍ତଙ୍କୁ ଦିନେ ଆସିବ ଏହି କଥା ସମସ୍ତେ ଜାଣିଛନ୍ତି କିନ୍ତୁ ଏହା କେବେ ହବ ବା କାହାର କେତେ ବୟସ ତାହା କହିବା ବହୁତ କଷ୍ଟକର ଅଟେ, ତେବେ କଣ ଆପଣ ନିଜ ଜୀବନରେ ଏମିତି କିଛି ଘଟଣା ସାମ୍ନା କରିଛନ୍ତି ଯେଉଁଥିରେ ଆପଣ ମୃତ୍ୟୁ ପାଖରେ ଯାଇ ଫେରି ଆସିଛନ୍ତି । ତେବେ ଏହା ବହୁତ ଲୋକଙ୍କ ସହ ହୋଇଥିବ ଓ ବହୁତ ଲୋକ ଏମିତି କିଛି ସାମ୍ନା କରି ନଥିବେ । ତେବେ ଆଜି ଆମେ କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯିଏ ଏମିତିକା ଭୟଙ୍କର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ଓ ବହୁତ ଭଲ ମଧ୍ୟ ଅଛନ୍ତି ।
![](https://odiadunia.com/wp-content/uploads/2020/08/kacha-padial.jpg)
୧. ଏହି ଘଟଣା ଦୁବାଇରେ ହୋଇଥିଲା, ଥରେ ଗୋଟେ ଲୋକ ଗୋଟେ ରେଷ୍ଟୋରେଣ୍ଟ ସାଇଡରୁ ରାସ୍ତାରେ ଯାଉଥିଲା ହଟାତ ଗୋଟେ ବଡ କାଚ ତାଙ୍କ ଡାହାଣ କଡରୁ ଗୋଟେ ଇଞ୍ଚ ଡିଫରେନ୍ସରେ ଯାଇ ପଡିଲା, ତେବେ ଲୋକଟି ଏହା ଦେଖି ବହୁତ ଜୋର ଦରିଗଲେ ଭଗବାନ ଦୟାରୁ ତାଙ୍କୁ କିଛି ହେଲା ନାହିଁ କିନ୍ତୁ ଯଦି ଟିକେ ଏପଟ ସେପଟ ହୋଇଥାନ୍ତା ତେବେ ମଣିଷ ଦୁଇ ଭାଗ ହୋଇଯାଇଥାନ୍ତା ।
![](https://odiadunia.com/wp-content/uploads/2020/08/danger-2.jpg)
୨. ଥରେ ଗୋଟେ ବାଇକ ରେସିଙ୍ଗ ସମୟରେ ଗୋଟେ ରେସର ବାଇକ ଚଲଉଥିଲେ, ଆପଣ ମାନେ ଜାଣିଥିବେ ଯେ ବାଇକ ରେସର ବହୁତ ସ୍ପିଡ ଗାଡି ଚଲାନ୍ତି । ତେବେ ହଟାତ ନାଳ ପାର କଲା ବେଳେ ବାଇକ ରେସର ବେଲେନ୍ସ ବିଗିଡିଲା ଓ ସେ ସାମ୍ନାରେ ଠିଆ ହୋଇଥିବା ଲୋକ ଆଡକୁ ଆସିଲା ଯାହା ପରେ ସେହି ଠିଆ ହୋଇଥିବା ଲୋକ ସାଇଡ ହେଇଗଲା ଓ ବାଇକ ରେସର ଗୋଟେ ଗଛରେ ମାଡ ହେଲା ତେବେ ଠିଆ ହୋଇଥିବା ମଣିଷ ଟିକେ ହେଇଥିଲେ ହସ୍ପିଟଲ ଯାଇଥାନ୍ତା କିନ୍ତୁ ଭାଗ୍ୟ ଭଲ ଥିଲା ।
![](https://odiadunia.com/wp-content/uploads/2020/08/danger-3.jpg)
୩. ଆପଣ ମାନେ ବଡ ବଡ ଟ୍ରକ ୧୨ ଚକା ର ଦେଖିଥିବେ ତେବେ ଗୋଟେ ଥର ଗୋଟେ ସାଇକିଲରେ ଗୋଟେ ଲୋକ ରାସ୍ତାରେ ଯାଉଥିଲା ହଟାତ ଗୋଟେ ଟ୍ରକ ଆସିଲା ଯାହା ଇନବେଲେନ୍ସ ହୋଇଯାଇଥିଲା, ସାଇକଲରେ ଥିବା ଲୋକ ସାଇଡ ହବ ବୋଲି ସାଇଡ ହେଲା କିନ୍ତୁ ଟ୍ରକ ଠାରୁ ବି ସ୍ପିଡ ଟ୍ରକ ଗୋଟେ ଚକା ବାହାରି ଯାଇ ସାଇକଲ ସାଇଡରୁ ଗଲା । ଆପଣ ନିଜେ ଚିନ୍ତା କରନ୍ତୁ ଗୋଟେ ସାଇଡରେ ଟ୍ରକ ଓ ଗୋଟେ ସାଇଡରେ ତରଛ ଗରମ ଚକା ମଝିରେ ସାଇକଲରେ ଥିବା ମଣିଷ ତ ଜୀବନ କେତେ ବଡ ବିପଦରେ ପଡିଥିଲା କିନ୍ତୁ ସେହି ସାଇକଲ ଲୋକକୁ କିଛି ହେଲା ନାହିଁ ଓ ସେ ବଞ୍ଚି ଗଲେ ।
![](https://odiadunia.com/wp-content/uploads/2020/08/danger-1.jpg)
୪. ଗୋଟେ ଜାଗାରେ ଦୁଇଟି ଲୋକ ଜଣଙ୍କ ଘର ଆଗରେ ଠିଆ ହୋଇ କଥା ହାଉଥିଲେ ଜଣେ ସାଇକଲ ରେ ବସିଥିଲା ଓ ଜଣେ ଠିଆ ହୋଇଥିଲା ହଟାତ ତାଙ୍କ ପାଖରେ ଥିବା ଗୋଟେ ବିଶାଲ ଗଛ ପଡିଗଲା ଠିଆ ହୋଇଥିବା ଲୋକ ସାଇଡ ହୋଇଗଲା କିନ୍ତୁ ସାଇକଲରେ ଥିବା ଲୋକ ବୁଝି ପାରିଲାଣି ହଟାତ କଣ ହେଲା ତଥାପିସେ ବଞ୍ଚି ଗଲା କାହିଁକିନା ଗଛ ଯଷ୍ଟ ତାଙ୍କ ସାଇଡରେ ପଡିଲା ଓ ତାଙ୍କ ଉପରେ ପଡିଥିଲେ ସେ ହସ୍ପିଟଲ ପହଞ୍ଚି ଯାଇ ଥାନ୍ତେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।