ଆଉ ଦୁରେଇ ରହିପାରିଲେ ନାହିଁ, ଦୌଡ଼ି ଦୌଡ଼ି ଡାକ୍ତରଖାନାକୁ ଚାଲି ଆସିଲେ Trupti! ଆଉ ତା ପରେ…

ନମସ୍କାର ବନ୍ଧୁଗଣ, ଆଉ ଦୂରେଇ ରହି ପାରିଲେ ନାହି ଦୌଡି ଦୌଡି ଡାକ୍ତଖାନାକୁ ଚାଲି ଆସିଲେ ତୃପ୍ତି ଶତପଥି । ବାବୁସାନାଙ୍କ ସବୁ ଭୁଲକୁ ଭୁଲିଗଲେ ଆଉ ତାଙ୍କର ସବୁ ଦୋଷକୁ କ୍ଷମା କରି ଦେଲେ । ପାଖରେ ବସି ବାବୁଙ୍କ ମୁଣ୍ଡ ଆଉଁସି କହିଲେ ତୁମେ ବ୍ୟସ୍ତ ହୁଅ ନାହି ମୁଁ ତୁମ ପାଖରେ ସବୁବେଳେ ଅଛି ଆଉ ରହିଥିବି ତୁମେ ସୁସ୍ଥ ହୋଇଯାଅ ଆମେ ସାଙ୍ଗ ହୋଇ ଘରକୁ ଯିବା । ମୁଁ ତୁମର ସବୁ ଭୁଲକୁ ଭୁଲି ଗଲି ଆଉ ସବୁ ଦୋଷକୁ କ୍ଷମା କରି ଦେଲି । ଗୁହାନ ତୁମକୁ ଘରେ ଅପେକ୍ଷା କରିଛି ତୁମେ ଜଲ୍ଦି ସୁସ୍ଥ ହୋଇଯାଅ ।

ଆଜି ବୋଧ ହୁଏ ଏମିତି କିଛି ମେଡିକାଲଳାରେ କହି ବାବୁଙ୍କ ମନକୁ ସାନ୍ତ୍ଵନା ଦେଇଥିବେ ତୃପ୍ତି । ଦମନ ଫିଲ୍ମ ପ୍ରମୋଶନ ବେଳେ ବାବୁଙ୍କ ଅମଜାନ ସ୍ତର କମ ହୋଇ ଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ଆଉ ଏହା ଶୁଣିବା ପରେ ଘରେ ରହି ପାରି ନ ଥିଲେ ବାବୁଙ୍କ ସ୍ତ୍ରୀ ତୃପ୍ତି ଶତପଥି । କାର ନେଇ ସିଧା ମେଡିକାଲ ରେ ପହଞ୍ଚି ଯାଇଥିଲେ ।

ନିଜ ସ୍ଵାମୀଙ୍କୁ ଏଭଳି ଅବସ୍ଥାରେ ଦେଖି ତୃପ୍ତି ଙ୍କ ଆଖି ରେ ଲୁହ ଅଟକି ନ ଥିଲା । ଅଚେତ ଅବସ୍ଥାରେ ବାବୁଙ୍କୁ ଦେଖି କାନ୍ଦି ପକାଇଥିଲେ ତୃପ୍ତି ଆଉ ଏ ପର୍ଯ୍ଯନ୍ତ ତାଙ୍କୁ ହୋସ ଆସି ନ ଥିଲା ବାବୁଙ୍କ ପାଖରେ ବସି ରହିଥିଲେ । ଆଉ ହୋସ ଆସିବା ପରେ ଅନେକ କଥା ହୋଇଥିଲେ ତୃପ୍ତି ।

କହିଥିବେ କି ବାବୁ ତୋତେ ମୁଁ ବହୁତ ଭଲ ପାଏ ଆଉ ତୁମକୁ ଛାଡି ଆଉ କୁଆଡେ ବି ଜୀବି ନାହି ସବୁବେଳେ ତୁମ ପାଖରେ ହିଁ ରହିବି ତୁମେ ଜମା ରୁ ବ୍ୟସ୍ତ ହୁଅ ନାହି ତୁମର କିଛି ବି ହେବ ନାହି ତୁମେ ଜଲ୍ଦି ଭଲ ହୋଇଯାଅ ଗୁହାନ ତୁମକୁ ଘରେ ଅପେକ୍ଷା କରିଛି । ଏମିତି କିଛି କଥା ବୋଧ ହୁଏ ବାବୁସାନ ଓ ତୃପ୍ତି ଙ୍କ ମଧ୍ୟରେ ହୋଇଥିବ ।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବାବୁସାନ ଓ ପ୍ରକୃତି ମିଶ୍ର ବିବାଦ ପରେ ବାବୁଙ୍କ ଠାରୁ ଦୂର ରେ ରହଥିଲେ ତୃପ୍ତି । ଦୀର୍ଘ ଦିନ ହେବ ତୃପ୍ତି ନିଜ ବାପ ଘରେ ନିଜ ପୁଅ ସହ ରହୁଛନ୍ତି । ଆଉ ଏବେ ଯେତେବେଳେ ବାବୁଙ୍କ ଦେହ ଖରାପ ଅଛି ସେତେବେଳେ ସ୍ଵାମୀଙ୍କ ଠାରୁ ଦୂରରେ ନ ରହି ମେଡିକାଲ କୁ ଦୌଡି ଆସିଛନ୍ତି ତୃପ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟ ବାଦ ।

Leave a Reply

Your email address will not be published. Required fields are marked *