ଏ ଛୁଆ ତୁମର, ମୋର କାହା ସହିତ ବି ଅନୈତିକ ସମ୍ପର୍କ ନାହିଁ ! ଦୟାକରି ମୋ ଉପରେ… ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି Swapna

ବନ୍ଧୁଗଣ, ଏ ଛୁଆ ତମର ମୋର କାହା ସହ ଅନୈତିକ ସମ୍ପର୍କ ନାହି ଦୟା କରି ମୋ ଉପରେ ବିଶ୍ଵାସ କର ମୁଁ ସେମିତି ପବିତ୍ର ଥିବା ତୁମ ସ୍ତ୍ରୀ ସ୍ଵପ୍ନା ଦୀନବନ୍ଧୁ ଯାହା ବି କହୁଛି ସ୍ବାଉ ମିଛ କଥା ମୁଁ ମୋ ସ୍ଵାମୀ ଛୁଆଙ୍କ ସହ ଘର ସଂସାର କରିବାକୁ ଚାହୁଁଛି ମୋ ଠାରୁ ମୋ ପରିବାରକୁ ଅଲଗା କର ନାହି ଓ ବଡ ପୁଅ ମୋତେ ବହୁତ ଖୋଜୁଛି ସେ ମୋତେ ଛାଡି ରହିପାରିବ ନାହି ଉଁ ପୁରା ପବିତ୍ର ରହିଛି ମୋର କାହା ସହ ଅନୈତିକ ସମ୍ପର୍କ ନାହି । ଏମିତି କିଛି କହି ଆଜି ଆଉ ଜଣେ ମହିଳା ନିଜର ଅଧିକାର ପାଇଁ ସ୍ଵାମୀଙ୍କ ଘର ରେ ଧାରଣାରେ ବସିଛନ୍ତି ।

ଗଞ୍ଜାମରେ ଦୀପିକାଙ୍କ ପରେ ଧାରଣାରେ ବସିଛନ୍ତି ସ୍ଵପ୍ନା । ଏ ହେଉଛି ଗଞ୍ଜାମର ବୋହୁ ସ୍ଵପ୍ନ ତାଙ୍କର କାହ୍ନୁ ଚରଣଙ୍କ ସହ ୨୦୧୨ରେ ବିବାହ ହୋଇଥିଲା । କିନ୍ତୁ ବାହାଘରର କିଛି ମାସ ପରେ ଆରମ୍ଭ ହୋଇଥିଲା ସ୍ଵପ୍ନାଙ୍କ ଉପରେ ଯୌତୁକ ନିର୍ଯ୍ୟାତନା କାରଣ ସେ ଡିମାଣ୍ଡ ଅନୁଯାୟୀ ଯୌତୁକ ଆଣି ନ ଥିଲେ । ସେଥିପାଇଁ ସ୍ବାମୀଙ୍କ ଠାରୁ ଆରମ୍ଭ କରି ନଣନ୍ଦ ନଣନ୍ଦେଇ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ।

ଆଉ ବାହାଘର କିଛି ବର୍ଷ ପରେ କାହ୍ନୁ ଚରଣ ତାଙ୍କୁ ଆହାର କରି ଦେଇଥିଲେ । ଆଉ ଏବେ ନ୍ୟାୟ ପାଇଁ ଘରର ତାଲା ଭାଙ୍ଗି ପସିଛନ୍ତି ସ୍ଵପ୍ନା । ସ୍ଵପ୍ନା ଅଭିଯୋଗ କରିଛନ୍ତି ଦୀନବନ୍ଧୁ ପଣ୍ଡା ଆଜି ମୋ ଘର ଭାଙ୍ଗି ଦେଇଛି ମୋ ନାଁ ରେ ସତ ମିଛ କହି ସ୍ବାମୀଙ୍କ ଠାରୁ ମୋ ଠାରୁ ଦୂରେଇ ଦେଇଛି ମୋ ସ୍ଵାମୀ ଙ୍କୁ କହୁଛି ମୋର ଡିଏଣେ ଟେଷ୍ଟ କରିବା ପାଇଁ ଆରଣ ମୋର କୁଆଡେ ମୋ ଭଣଜା ସହ ସମ୍ପର୍କ ରହିଛି ।

ହେଲେ ଏ ନେଇ ମୋ ସ୍ଵାମୀ ମୋତେ କେବେ ହେଲେ ସନ୍ଦେହ କରି ନ ଥିଲେ । କାରଣ କାହ୍ନୁ ଜାଣିଥିଲେ କି ତାଙ୍କ ସ୍ତ୍ରୀ ପୁରା ପବିତ୍ର । କିନ୍ତୁ ଯେବେ ଠାରୁ ଦୀନବନ୍ଧୁ ମୋ ସ୍ଵାମୀଙ୍କ ଜୀବନରେ ଆସିଛି ତା କଥା ଶୁଣିବା ପରେ ମୋ ସ୍ଵାମୀ ମୋତେ କହୁଛନ୍ତି ମୋ ସାନ ପୁଅର ଡିଏନଏ ଟେଷ୍ଟ କରିବା ପାଇଁ ।

ସ୍ଵପ୍ନା ଆହୁରି ମଧ୍ୟ କହିଛନ୍ତି ତାଙ୍କ ସ୍ଵାମୀ ଦିନବନ୍ଧୁଙ୍କ କଥାରେ ପଡି ଆଉ ଏକ ଝିଅ ସହ ଘରେ ରହୁଛନ୍ତି ଯାହା ଶୁଣିବା ପରେ ସ୍ବାମୀଙ୍କ ଗେଟ ଭାଙ୍ଗିଛନ୍ତି ବୋଲି କହିଛନ୍ତି । ତେବେ ସ୍ଵପ୍ନା ନିଜ ସ୍ଵାମୀ, ଭଣଜା, ନଣନ୍ଦ ଓ ନଣନ୍ଦେଇ ଙ୍କ ନାନ ରେ ଥାନାରେ ଏତାଲା ଦେଇଛନ୍ତି । ସେହିଭଳି ଦୀପିକାଙ୍କ ଭଳି ସାହାରା ଦେବା ପାଇଁ ସମାଜସେବୀ ପ୍ରମିଳା ତ୍ରିପାଠୀ ।

ସ୍ଵପ୍ନାଙ୍କ ପାଖରେ ପହଞ୍ଚି ଗେଟ ତାଲା ଭାଙ୍ଗି ଘରକୁ ଯିବା ପାଇଁ ସାହାଜ୍ଯ କରିଛନ୍ତି ପ୍ରମିଳା ତ୍ରିପାଠୀ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *