ବାଛନ୍ତୁ ଏହା ମଧ୍ୟରୁ ଗୋଟିଏ ଫୁଲ ଓ ଜାଣନ୍ତୁ କଣ ସେ ଆପଣଙ୍କ ସହ ବନ୍ଧୁତା କରିବେ- Love Quiz

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଆପଣଙ୍କ ପସନ୍ଦ ରୁ ଆପଣଙ୍କ ସ୍ଵଭାଵ ସମ୍ପର୍କରେ ଅନେକ କଥା ଜଣାପଡ଼ିଥାଏ । ବନ୍ଧୁଗଣ ଆଜି ମଧ୍ୟ ଆମେ ଆପଣଂକୁ ସେହିପରି କିଛି ରୋଚକ କଥା ଜଣାଇବୁ । ଆଜି ଆମେ ଆପଣଂକୁ କିଛି ରଙ୍ଗ ର ଫୁଲ ଦେଖାଇବୁ ଓ ଆପଣ ତାହା ମଧ୍ୟରୁ ଗୋଟିଏ ରଙ୍ଗ ର ଫୁଲ କୁ ବାଛିବେ । ଆପଣଙ୍କ ଏହି ପସନ୍ଦ ରୁ ଆଜି ଆମେ ଆପଣଂକୁ ଆପଣଙ୍କ ମନ ପସନ୍ଦ ର ଲୋକ କଣ ପାଇଁ ବନ୍ଧୁତା କରିବାକୁ ଚାହିଁବେ ସେ ସମ୍ପର୍କରେ ଜଣାଇବୁ । ପ୍ରଥମେ ଏହି ଫୁଲ ଗୁଡିକ ମଧ୍ୟରୁ ଗୋଟିଏ ଫୁଲ କୁ ବାଛନ୍ତୁ ।

ଯେଉଁମାନେ ପ୍ରଥମ ଫୁଲ ଟି କୁ ବାଛିଛନ୍ତି ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ସେମାନେ ସବୁବେଳେ ଅନ୍ୟ ର ଯତ୍ନ ନେଇଥାନ୍ତି । ଆପଣଙ୍କ ବିନା କେହି ମଧ୍ୟ ଗୋଟିଏ ମୁହୂର୍ତ୍ତ ବଞ୍ଚି ପାରନ୍ତି ନାହିଁ । ଏହି କାରଣ ଆପଣଙ୍କ ମନ ପସନ୍ଦ ର ବ୍ୟକ୍ତି ଆପଣଙ୍କ ସହିତ ବନ୍ଧୁତା ନ କରି ରହି ପାରିବେନି । ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ଫୁଲ ଟି କୁ ବାଛିଛନ୍ତି ତେବେ ଆପଣ ଏହା ଜାଣି ରଖନ୍ତୁ ଯେ ଆପଣଙ୍କ ସ୍ୱର ବହୁତ ମଧୁର ଅଟେ । ଆପଣଙ୍କ ସ୍ୱର ହିଁ ଆପଣଙ୍କ ମନ ପସନ୍ଦ ର ଲୋକଙ୍କୁ ନିଜ ଆଡକୁ ଆକର୍ଷଣ କରିଥାଏ । ତେଣୁ ଆପଣଙ୍କ ମନ ପସନ୍ଦ ର ବ୍ୟକ୍ତି ଆପଣଙ୍କ ସହିତ ବନ୍ଧୁତା କରିବା ପାଇଁ ଚାହିଁବେ ।

ଯଦି ଆପଣ ତୃତୀୟ ଫୁଲ ଟି କୁ ବାଛିଛନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣ ବହୁତ ବିଶ୍ୱସ୍ତ ସ୍ଵଭାଵ ର ହୋଇଥାନ୍ତି । ଏହା ଆପଣଙ୍କ ମନ ପସନ୍ଦ ର ଲୋକଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । ତେଣୁ ସେ ଆପଣଙ୍କ ସହିତ ବନ୍ଧୁତା କରିବାକୁ ଚାହିଁବେ । ଯଦି ଆପଣ ଚତୁର୍ଥ ଫୁଲ ଟି କୁ ବାଛିଛନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କ ସରଳତା ସ୍ଵଭାଵ ହିଁ ଆପଣଙ୍କ ମନ ପସନ୍ଦ ର ଲୋକ ଙ୍କୁ ବହୁତ ଭଲ ଲାଗିଥାଏ । ତେଣୁ ସେ ଆପଣଙ୍କ ସହିତ ବନ୍ଧୁତା କରିବା ପାଇଁ ଚାହିଁବେ ।

ଯଦି ଆପଣ ପଞ୍ଚମ ଫୁଲ ଟି ବାଛିଛନ୍ତି ତେବେ ଆପଣଙ୍କ ର ହସୁଥିବା ଚେହେରା ଆପଣଙ୍କ ମନ ପସନ୍ଦ ର ଲୋକ ଙ୍କୁ ବହୁତ ଭଲ ଲାଗିଥାଏ । ସେଥିପାଇଁ ସେ ଆପଣଙ୍କ ସହିତ ବନ୍ଧୁତା ନ କରି ରହିପାରିବେନି । ଯଦି ଆପଣ ଷଷ୍ଠ ଫୁଲ ଟି କୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ର ସାହାଯ୍ୟ କରିବା ସ୍ଵଭାଵ ଟି ଆପଣଙ୍କ ମନ ପସନ୍ଦ ର ଲୋକଙ୍କୁ ବହୁତ ଭଲ ଲାଗିଥାଏ । ତେଣୁ ସେ ଆପଣଙ୍କ ସହିତ ବନ୍ଧୁତା ନ କରି ରହିପାରିବେନି ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *