ଏହି 5ଟି ସ୍ଵପ୍ନ ଭୁଲରେ ବି କାହାକୁ କହିବେ ନାହିଁ, ନ ହେଲେ ହୋଇଯିବେ ଭିକାରି…

ବନ୍ଧୁଗଣ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ସ୍ଵପ୍ନ କୁ ଅନ୍ୟ ଆଗରେ ପ୍ରକାଶ କରି ଦେଇଥାନ୍ତି । କିନ୍ତୁ କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହାକୁ କେବେ ବି କାହା ସହ ସେୟାର କରିବା ଉଚିତ ହୋଇ ନ ଥାଏ । ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସ୍ଵପ୍ନ ଦେଖିଥାଏ । ବେଳେବେଳେ କିଛି ଭଲ ସ୍ଵପ୍ନ ଆସିଥାଏ ତ ଆଉ କେବେ ଭୟ କରିବା ଭଳି ସ୍ଵପ୍ନ ମଧ୍ୟ ଆସିଥାଏ । କିଛି ଲୋକ ନିଜ ସ୍ଵପ୍ନ ବିଷୟରେ ସାଙ୍ଗ ସାଥି କି ଘର ଲୋକଙ୍କୁ କହି ଦେଇଥାନ୍ତି ।

କିନ୍ତୁ ସ୍ଵପ୍ନରେ କିଛି ଏମିତି ସ୍ଵପ୍ନ ଆସିଥାଏ ଯାହା କାହା ସହ ସେଯାର କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି 5ଟି ସ୍ଵପ୍ନ ବିଷୟରେ ବିସ୍ତାର ଭାବେ । 1- ଯଦି ଆପଣଙ୍କୁ କେବେ ବି ଏହି ପ୍ରକାରର ସ୍ଵପ୍ନ ଦେଖାଯାଏ । ଯେମିତି କି ଭଗବାନଙ୍କୁ ଆପଣ ସ୍ଵପ୍ନ ରେ ଦେଖୁଛନ୍ତି କିମ୍ବା ଭଗବାନ ଆପଣଙ୍କୁ ସ୍ଵପ୍ନ ରେ ଆଶୀର୍ବାଦ କରୁଛନ୍ତି ।

ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ଆତ୍ମା ଦୁନିଆର ଅନ୍ୟ ଲୋକଙ୍କ ଠାରୁ ପବିତ୍ର ଅଟେ । ଇଶ୍ଵର ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି । ଏହା ଆପଣଙ୍କର ଆଧ୍ୟାତ୍ମିକ ଓ ଭୌତିକ ବିକାଶର ସୂଚକ ହୋଇଥାଏ । ଏଥିପାଇଁ ଏହି ସ୍ଵପ୍ନ କୁ କେବେ ବି ଯାହା ସହ ସେୟାର କରନ୍ତୁ ନାହିଁ ।

2- ସ୍ଵପ୍ନ ରେ ଯଦି ଆପଣଙ୍କୁ ନିଜ ମାତା ପିତା ଆପଣଙ୍କୁ ପାଣି ପିଆଉ ଥିବାର ବା ଦେଉ ଥିବାର ଦେଖନ୍ତି । ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ଜୀବନରେ ଉନ୍ନତି ହେବାର ସଂକେତ ଅଟେ । ଏହି ପ୍ରକାରର ସ୍ଵପ୍ନ କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ।

3- ଭଗବାନ ଯଦି ବାରମ୍ବାର ସ୍ଵପ୍ନ ରେ ଦେଖା ଦେଉଛନ୍ତି ତେବେ ଏହାକୁ କାହାକୁ କୁହନ୍ତି ନାହିଁ । ନ ହେଲେ ଏହି ସ୍ଵପ୍ନ ର ଯେଉଁ ପରିଣାମ ମିଳିବାର ଥିବ ତାହା ଅଟକି ଯାଇପାରେ । ଏଥିପାଇଁ ଏହି ସ୍ଵପ୍ନ ସବୁବେଳେ ଗୁପ୍ତ ରଖନ୍ତୁ ।

4- ଯଦି ସ୍ଵପ୍ନ ରେ ଭଗବାନ ଙ୍କର ଆରତୀ ହେଉ ଥିବାର ଦେଖନ୍ତି ବା ଆପଣ ନିଜେ ସ୍ଵପ୍ନ ଈଶ୍ବରଙ୍କ ପୂଜା କରୁ ଥିବାର ଦେଖନ୍ତି । ତେବେ ଏହାର ଅର୍ଥ ହେଉଛି ବହୁତ ଜଲ୍ଦି ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାର ଅଛି । ଓ ଆପଣଙ୍କୁ ଶୁଭ ଖବର ଜଲ୍ଦି ମିଳିବାର ଅଛି । ଏହି ସ୍ଵପ୍ନ ବିଷୟରେ ଆପଣ କାହା ସହ ସେୟାର କରିଲେ ଆପଣଙ୍କୁ ମିଳିବାକୁ ଥିବା ଫଳ ବିଫଳ ହୋଇପାରେ । ଏଥିପାଇଁ ଭୁଲରେ ବି ଏହି ସ୍ଵପ୍ନ ବିଷୟରେ କାହା ସହ ସେୟାର କରନ୍ତୁ ନାହିଁ ।

5- ଶେଷ ସ୍ଵପ୍ନ କୁ ଅତି ଉଚ୍ଚ କୋଠିର ବିଚାର କରାଯାଏ । ଯଦି ଆପଣ ସ୍ଵପ୍ନ ରେ ପରମାତ୍ମା ଙ୍କର ବିରାଟ ସ୍ବରୂପର ଦର୍ଶନ କରନ୍ତି । ତେବେ ଜାଣି ରଖନ୍ତୁ ଆପଣଙ୍କର ସମ୍ପର୍କ ପରମାତ୍ମା ଙ୍କ ସହ ଯୋଡି ହୋଇ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *