ଏହି AC କୁ ଯେତେ ବି ବ୍ୟବହାର କରିଲେ ଆସିବ ନାହିଁ ବିଜୁଳି ବିଲ୍, ମାସ ମାସ ଧରି ସଞ୍ଚୟ କରିପାରିବେ ହଜାର ଟଙ୍କା

ଗରମ ର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ମାର୍ଚ ମାସରେ ଗରମ ପଡିବାର ଅଛି । ବର୍ତ୍ତମାନ କିଛି ଦିନ ଲୋକମାନେ ଏସି ଏବଂ କୁଳର ର ବ୍ୟବହାର କରିବାକୁ ଲାଗିବେ । ଏସି ଗରମରୁ ବଞ୍ଚାଇଥାଏ କିନ୍ତୁ ବିଲ ଆସିବା ପରେ ମୁଣ୍ଡର ପାରା ବଢି ଯାଏ । ଏହାକୁ ବ୍ୟବହାର କରିବା ଦ୍ଵାରା ବିଲ ବେଶୀ ଆସି ଥାଏ ବୋଲି ଲୋକମାନେ ଏହାର ବ୍ୟବହାର କମ କରନ୍ତି । ଏସି ର ମଜା ସେତେବେଳେ ଆସିଥାଏ ଯେତେବେଳେ ଏହାର ବିଲର ଟେନସନ ନଥିବ । କିନ୍ତୁ ଏହା ସମ୍ଭବ ନୁହେଁ । ଏମିତି ରେ ଲୋକମାନଙ୍କ ମନରେ ଭାବନ୍ତି କି କାଳେ ଏମତି ଏସି ଥାନ୍ତା ଯାହାକୁ ଯେତେ ବ୍ୟବହାର କଲେ  ମଧ୍ୟ ବିଲ ଆସିବନି ।

କିନ୍ତୁ ବର୍ତ୍ତମାନ ଏହା ସମ୍ଭବ । କାରଣ ମାରକେଟରେ ବର୍ତ୍ତମାନ ସୋଲର ପ୍ରୋଡକ୍ଟ ମୈନ୍ଯୁଫୈକ୍ଚର କଂପନୀ ବେଲିଫଲ ଇନୋୱେଶନ ଏଂଡ ଟେକ୍ନୋଲଜୀ ପ୍ରାଇୱେଟ ଲିମିଟେଡ ନେ ସୋଲର ରେ ଚାଲୁଥିବା ଏୟାର କଂଡୀଶନ ଲଞ୍ଚ କରିଛନ୍ତି । ଏହି ଏସି କୁ ଚଳାଇବା ପାଇଁ ବିଜୁଳି ଦରକାର ନାହିଁ । କମ୍ପାନୀ ୧ ଟନ ଏବଂ ୧.୫ ଟନ କୈପେସିଟୀ ବାଲା ୨ଟି ଅଲଗା ଅଲଗା ଏସି ବାହାର କରିଛନ୍ତି ।

ଏତେ ଟଙ୍କାର ହେବ ସେବିଙ୍ଗ

ଭାରତରେ ବିଜୁଳିରେ ଚାଲୁଥିବା କେତେ କମ୍ପାନୀ ୨ ରୁ ୫ ଷ୍ଟାର ରେଟିଙ୍ଗ ମଧ୍ୟରେ ଏସି ଅଛି । ୨ ଟି ଷ୍ଟାର ଥିବା ଏସି ର ବିଲ ବେଶୀ ଆସିଥାଏ ଏବଂ ୫ ଟି ଷ୍ଟାର ଥିବା ଏସି ର ବିଲ କମ ଆସିଥାଏ । ୨ ଟି ଷ୍ଟାର ଥିବା ଏସି ମାସକୁ ୨୫୦ ରୁ ୩୦୦ ୟୁନିଟ ଖର୍ଚ ହୋଇଥାଏ । ଏବଂ ୫ଟି  ଷ୍ଟାର ଥିବା ଏସି ମାତ୍ର ୨୦୦ ୟୁନିଟ ଭିତରେ ଖର୍ଚ ହୋଇଥାଏ ।

ଏତେ ଟଙ୍କାର ଦାମ

ଯଦି ଆପଣ Belifal କମ୍ପାନୀ ର ୧ ଟନ ସୋଲାର ଏସି କିଣୁ ଛନ୍ତି ତେବେ ତାହର ଦାମ ୧.୯୯ ଲକ୍ଷ ଟଙ୍କା ଅଟେ । ୧.୫ ଟନ ର ସୋଲାର ଏସି କିଣୁଛନ୍ତି ତେବେ ତାହାର ଦାମ ୨.୪୯ ଲକ୍ଷ ଟଙ୍କା ଅଟେ । ଏହାର ସବୁ ଫଙ୍କସନ ପୁରା ପୁରୀ ସୋଲାର ସିଷ୍ଟମ ଉପରେ ନିର୍ଭର ଅଟେ ।

ଏହାର ଇଂଡୋର ଏବଂ ଆଉଟଡୋର ୟୁନିଟ DC ଉପରେ କାମ କରିଥାଏ । ଏହା ସାଧାରଣ ମଣିଷ ର ବଜେଟ ରୁ ମହଙ୍ଗା ଅଟେ କିନ୍ତୁ ଥରେ ଏହାକୁ ଲଗାଇବା ପରେ ଆପଣଙ୍କ ବିଲ ର ଟେନସନ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *