ଏହି ଅକ୍ଷରର ଯୋଡିଙ୍କୁ ନିଜେ ବନାନ୍ତି ଭଗବାନ ଶିବ, ସେମାନଙ୍କ ଉପରେ ସର୍ବଦା ଭଗବାନଙ୍କର ରୁହେ କୃପା – ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଯୋଡି ନାହିଁ ତ?

କୁହନ୍ତି କି ଯୋଡି ଉପରୁ ତିଆରି ହୋଇ ଆସିଥାଏ । ଯେତେବଳେ ଆପଣଙ୍କର ଜନ୍ମ ହୋଇଥାଏ ସେହି ସମୟରୁ ହିଁ ଏହା ନିଶ୍ଚିତ ହୋଇଯାଏ କି ଆପଣଙ୍କର ଜୀବନସାଥୀ କିଏ ହେବ ଏବଂ ସଠିକ ସମୟରେ ହିଁ ଆପଣଙ୍କୁ ଆପଣଙ୍କର ଜୀବନସାଥୀ ମିଳିଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ନାମର ଯୋଡିଙ୍କ ବିଷୟରେ କହିବୁ ଯାହାଙ୍କୁ ଭଗବାନ ଶିବ ନିଜେ ବନାଇଛନ୍ତି ଏବଂ ସେହି ଯୋଡି ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିଥାଏ । ଏବଂ ଏହି ଯୋଡି ମଧ୍ୟରେ ଭଲପାଇବା ସବୁବେଳେ ଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ତିନୋଟି ଯୋଡିକୁ ନିଜେ ଭଗବାନ ଶିବ ବନାଇଛନ୍ତି ।

S ଏବଂ A


କହିଦେଉଛୁ ଯେ ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର A ଏବଂ S ହୋଇଥାଏ ତାଙ୍କର ଯୋଡିଙ୍କୁ ଭଗବାନ ଶିବ ନିଜେ ବାନାଇଥାନ୍ତି । ଏହି ନାମର ଯୋଡି ସବୁବେଳେ ନିଜ ପରିବାରର ଧ୍ୟାନ ରଖନ୍ତି । ସମ୍ପର୍କକୁ ଭଲ ଭାବରେ ନିଭାଇ ଥାନ୍ତି । ଏବଂ ଏମାନଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ସବୁବେଳେ ଥାଏ ।

D ଏବଂ N

କହିଦେଉଛୁ ଯେ ଏହି ନାମର ଯୋଡିର ଲୋକଙ୍କର ଗୋଟିଏ ଖାସ କଥା ଏହା ଅଟେ କି ଏମାନେ ତାଙ୍କୁ ହିଁ ବିବାହ କରନ୍ତି ଯାହାଙ୍କୁ ସେମାନେ ବହୁତ ଭଲ ପାଆନ୍ତି । ଏମାନେ ପରସ୍ପରକୁ ଭଲ ଭାବରେ ବୁଝି ପାରନ୍ତି ଯାହାଦ୍ଵାରା ଏମାନଙ୍କ ମଧ୍ୟରେ ଝଗଡା ହୁଏ ନାହିଁ । ଏମାନେ ସବୁ ପରିସ୍ଥିତିରେ ପରସ୍ପର ସହିତ ରୁହନ୍ତି ।

B ଏବଂ M


କହିଦେଉଛୁ ଯେ ଏହି ଯୋଡିକୁ ନିଜେ ଭଗବାନ ଶିବ ଏବଂ ପାର୍ବତୀଙ୍କର ଅବତାର ବୋଲି କୁହାଯାଏ । ଏମିତି କୁହାଯାଏ କି ଏହି ନାମର ଯୋଡିଙ୍କ ଉପରେ ଭଗବାନ ଶିବ ଏବଂ ପାର୍ବତୀ ଦୁଇଜଣଙ୍କର କୃପା ଦୃଷ୍ଟି ରହିଥାଏ । ଏମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏବଂ ପରସ୍ପରର ହାତ ଧରି କଠିନ ପରିସ୍ଥିତିରେ ସାମନା କରନ୍ତି ।

Leave a Reply

Your email address will not be published. Required fields are marked *