ଯେଉଁ ମହିଳାଙ୍କ ନା ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅଙ୍କ ହୃଦୟ ବହୁତ ଉଦାର ହୋଇ ଥାଏ

ଆମ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆମେ କେତେକ ଥର କିଛି ପୁଅ ବା ଝିଅ ଏମିତି ଦେଖି ଥାଉ ଯାହାଙ୍କ ସ୍ଵଭାବ ଓ ଅଭ୍ୟାସ କିଛି ଏମିତି ଥାଏ ଯାହା ଦ୍ଵାରା ଲୋକ ତାଙ୍କ ବିଷୟରେ ନକହି ମଧ୍ୟ ବହୁତ କିଛି ଜାଣି ଯାଆନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବହୁତ ଏମିତି ଲୋକ ଅଛନ୍ତି ଯାହା ନା ପ୍ରଥମ ଅକ୍ଷର ଦ୍ଵାରା ତାଙ୍କ ବିଷୟରେ ବହୁତ କିଛି ଜାଣି ଯାଆନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଲୋକଙ୍କ ବିଷୟରେ କିଛି କହିବା ପାଇଁ ଯାଉଛୁ ଯାହା ପରେ ପରେ ଆପଣ ପ୍ରଥମ ଅକ୍ଷର ଜାଣି ତାଙ୍କ ବିଷୟରେ ଜାଣି ପାରିବେ ।

ସର୍ବ ପ୍ରଥମେ ସେହି ଝିଅଙ୍କ ବିଷୟରେ ଯାହା ନା (ର) ରୁ ଆରମ୍ଭ ହୋଇ ଥାଏ । ର ନା ଝିଅଙ୍କର ଗୋଟେ ଅଲଗା ପ୍ରକାର ଅଭ୍ୟାଶ ହୋଇ ଥାଏ ଏହା ଅନୁଯାଇ ସେହି ଝିଅ ମାନେ ନିଜ ଦୁନିଆରେ ବହୁତ ସମୟ ହଜିକି ରୁହନ୍ତି, ତାଙ୍କ ଜୀବନରେ ଅନ୍ୟ ଛଡା ନିଜ ପାଇଁ ସମୟ ବିତେଇବା ବହୁତ ପସନ୍ଦ ହୋଇ ଥାଏ ।

ଏହି ‘ର’ ନା ଝିଅଙ୍କର ଏହା ମଧ୍ୟ ବିଶେଷତା ହୋଇଥାଏ ଯେ ଏହି ନା ଝିଅଙ୍କ ଭାଗ୍ୟ ରେ ଧନ ଓ ମାନ ସମ୍ମାନ ହୋଇ ଥାଏ । ଏହି ଝିଅଙ୍କର ଆହୁରି ଗୋଟେ ବହୁତ ଭଲ ଗୁଣ ମଧ୍ୟ ହୋଇ ଥାଏ ଏହା ଅନୁଯାଇ ସେ କାହାକୁ ବି ସାହାଯ୍ୟ କରିବାରୁ ପଛକୁ ଆସନ୍ତି ନାହିଁ, ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଏହି ‘ର’ ନାମକ ଝିଅମାନେ ସବୁବେଳେ କିଛି ନୂଆ ଖୋଜିବାରେ ଲାଗି ଥାନ୍ତି ।

ଏହା ଛଡା ଯଦି ଆମେ (ପି) ଅକ୍ଷର ଝିଅ ବିଷୟରେ କହିବାକୁ ଯାଉଛୁ । ଏହି ନା ଝିଅ ପ୍ରତେକ କାମ ମିଳି ମିଶି କରିବା ଉଚିତ ମନେ କରନ୍ତି, ଏହି ନା ଝିଅ ସବୁବେଳେ ଏହା ମଧ୍ୟ ପ୍ରୟାଶ କରି ଥାନ୍ତି ଯାହା ଦ୍ଵାରା ଅନ୍ୟ ଲୋକ ଖୁସି ହୋଇବେ ।ଏହି ପି ନାମକ ଝିଅମାନେ ସବୁବେଳେ ସମସ୍ତଙ୍କ ମଙ୍ଗଳ କାମନା କରି ଥାନ୍ତି, ତାଙ୍କ ଭାବନା ସମସ୍ତଙ୍କ ପାଇଁ ପବିତ୍ର ଏବଂ ସତ ହୋଇ ଥାଏ ଏବଂ ଏହି ନାମକ ଝିଅମାନଙ୍କ ମନରେ ଭଗବାନ ବସନ୍ତି ।

ପି ନାମକ ଝିଅମାନେ ଦେଖିବା ପାଇଁ ସୁନ୍ଦର ଓ ଆକର୍ଷିତ ହୋଇ ଥାନ୍ତି, କିନ୍ତୁ ଲୋକ ଏହା ମଧ୍ୟ ଦେଖିଛନ୍ତି ଯେ ତାଙ୍କୁ ଭଲ ପାଇଲେ ବହୁତ ଅସୁବିଧା ସାମ୍ନା କରିବାକୁ ପଡି ଥାଏ । ଏହି ନା ଝିଅଙ୍କ ପ୍ରେମ ରେ ସତ୍ୟତା ଏବଂ ପବିତ୍ରତା ହୋଇ ଥାଏ ଏହି ପି ନାମକ ଝିଅ ନିଜ ଭଲ ପାଇବାରେ କିଛି ଅସୁବିଧା ହବାକୁ ଦିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *