ଏହି ଦୃଶ୍ୟକୁ ଦେଖି ଥରିଯିବ ଆପଣଙ୍କ କଲିଜା, ବଳଦ ଜାଗାରେ ଝିଅମାନଙ୍କୁ ନେଇ ବିଲରେ ହଳ କରୁଛନ୍ତି କୃଷକ- ଜାଣନ୍ତୁ କାରଣ

ଆମ ଦେଶରେ କେତେସାରା ଜିନିଷ ବଦଳି ଯାଇଛି କିନ୍ତୁ କିଛି ଜିନିଷ ଏବେ ବି ଯେମିତି ସେମିତି ହୋଇ ରହିଛି ଏବଂ ସେହି ଜିନିଷ ଉପରୁ ଆମର ଧ୍ୟାନ ବି ଯାଏ ନାହିଁ । ଆଜି ଆମେ ନା କିଛି ଅପରାଧ ବିଷୟରେ କଥା ହେଉଛୁ ନା କିଛି ଦୁର୍ଘଟଣା ବିଷୟରେ ଆମେ କଥା ହେଉଛୁ ଦେଶର କୃଷକ ଯାହା ପାଇଁ ଆମେ ଖାଦ୍ୟ ଖାଇ ପାରୁଛୁ କିନ୍ତୁ କୃଷକ ର ଏପରି ଅବସ୍ତା ଦେଖି ଆପଣଙ୍କର ରୁମ ଟାଙ୍କୁରି ଉଠିବ ।

ଆଜି ଆମେ ଯେଉଁ ଘଟଣା ବିଷୟରେ କଥା ହେଉଛେ ତାହା ମଧ୍ୟପ୍ରଦେଶ କୃଷକର ଅବସ୍ତା ଏମିତି କି ସେ ମଝବୁର ହେଇଗଲା କି ବଳଦ ଜାଗାରେ ବିଲ ହଳ କରିବା ପାଇଁ ନିଜ ଝିଅମାନଙ୍କର ପ୍ରୟୋଗ କରୁଛି ।

ଏବେ ଆପଣଙ୍କୁ ଲାଗୁଥିବ କି ସେ କେମିତିକା ବାପା ଯିଏ ନିଜ ଝିଅମାନଙ୍କୁ ବଳଦଙ୍କ ଜାଗାରେ ବ୍ୟବହାର କରୁଛି, କିନ୍ତୁ ସେ ଏମିତି ଖୁସିରେ କରୁନି ଏହା ତାର ମଝବୁରି ଗରିବ ଦୋଷ ଏବଂ ଏହି ଗରିବ ଦେଖିକାରୀ ବି ମୁହଁ ଫେରାଇ ନେଇଥିବା ସରକାର ଙ୍କର ।

ଆପଣ ଶୁଣିଥିବେ କରଜର ବୋଝ ରେ କୃଷକ ଆତ୍ମହତ୍ୟା କରୁଛନ୍ତି ଓ ତାପରେ ସରକାର ତାକୁ କ୍ଷତି ପୂରଣ ଦେଉଛି କିନ୍ତୁ କେବେ କିଏ ଭାବିଛି କି ଯଦି ପ୍ରଥମରୁ କୃଷକଙ୍କର ଅବସ୍ଥାରେ ସୁଧାର ଅଣାଯାଏ ତାହେଲେ ତାଙ୍କ ଜୀବନ ବି ବଞ୍ଚେଇ ହେଇପାରିବ । ମଧ୍ୟପ୍ରଦେଶର ବସନ୍ତପୁର ଗାଁରେ ରହୁଥିବା ଏହି କୃଷକ ସରଦାର ବରେଲ୍ଲା ଙ୍କ ଅବସ୍ତା ଏମିତି କି ତା ପାଖରେ ବଳଦ ନଥିଲେ ସେଥି ପାଇଁ ସେ ନିଜ ଝିଅମାନଙ୍କୁ ଯୋଡି ତାଙ୍କୁ ବଳଦ ଜାଗାରେ ବ୍ୟବହାର କରିବାପାଇଁ ବାଧ୍ୟ ହୋଇଥିଲା ।

ସଲାମ କରିବା ଦରକାର ଏହି ଝିଅମାନଙ୍କୁ ଯିଏ ନିଜ ପିତାଙ୍କର କାନ୍ଧ ହୋଇ ତାଙ୍କ ସହିତ ଚାଲୁଛନ୍ତି । କିନ୍ତୁ ଦୁଃଖର କଥାକି ଏମାନଙ୍କର ପାଠ ପଢିବା ବନ୍ଦ ହୋଇଗଲା । ପୁରା ଦେଶର ପେଟ ଭରୁଥିବା କୃଷକ ମାନଙ୍କର ପେଟକୁ ହିଁ ଗୋଇଠା ମରାଯାଉଛି । ଏକ ଠିକ ନ୍ୟାୟର ଦରକାର ହେଉଛି ଏହି କୃଷକ ମାନଙ୍କୁ ।

ଆଶା କରୁଛୁ ଆମର ଏହି ତଥ୍ୟ ଆପଣଙ୍କୁ ଜାଗୃତ କରାଇବ, ଏହାକୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯେମିତ ସରକାର କୃଷକ ମାନଙ୍କ ଦୁଃଖ ବୁଝିବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *