ଏହି ଗାଁରେ ଭାରତୀୟ ନାଗ ନାଗୁଣୀଙ୍କର ଅଲଗା-ଅଲଗା ରୂପ ଦେଖିବାକୁ ମିଳିଲା…. ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାର ସାପ ଦେଖିବାକୁ ମିଳିଥାନ୍ତି । କିଛି ସାପର ବିଷ ଏତେ ଭୟଙ୍କର ହୋଇଥାଏ ଯାହାର ଚୋଟରେ ବ୍ୟକ୍ତିର ମୃ-ତ୍ୟୁ ନିଶ୍ଚିନ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ହେଉଛି ତାହା ହେଉଛି ବେଲାଙ୍କା ଗାଁ ରେ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଘରେ ନାଗ ଓ ନାଗୁଣୀ ଦେଖିବାକୁ ମିଲିଛନ୍ତି । ସେହି ଘର ପରିବାର ଲୋକେ ସାପ ଦେଖିବା ପରେ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ । ଏହା ପରେ ସାପ ଧରାଳି ସେଠାକୁ ଆସି ତାଙ୍କ ଘରୁ ରୋଷେଇ ଘରୁ ସାପକୁ ଉଦ୍ଧାର କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଏହାକୁ ଭାରତରେ ଅଲଗା ଅଲଗା ନାଁ ରେ ଜଣାଯାଏ । ଏହି ସାପକୁ ଆକ୍ରମଣ କରିଲେ ଯାଇ ସେ ବ୍ୟକ୍ତି ଉପରେ ହମଲା କରିଥାଏ । ଏହା ଘରେ ମୂଷା ଖାଇବାକୁ ପ୍ରବେଶ କରିଥାଏ । ଏହି ନାଗ ସାପ ୫୦୦ରୁ ୫୭୦ ଗ୍ରାମ ର ହେବ ବୋଲି ସାପ ଧରାଳି ଜଣକ କହିଛନ୍ତି । ସେହି ଘରେ ଅନ୍ୟ ଏକ ସାପ ମଧ୍ୟ ରହିଥିଲା ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ସଫା ଧରାଳି ଜଣକ ଅନ୍ୟ ଏକ ସାପ ଯାହାକୁ ନାଗୁଣୀ ବୋଲି ଆମ ଦେଶରେ କୁହାଯାଏ ତାହାକୁ ଉଦ୍ଧାର କରିଛନ୍ତି । ସଫା ଧରାଳି ଜଣକ ନିଜ ଗୋଡ ହଲାଇ ପ୍ରଥମେ ତାର ମତି ଭ୍ରମ କରିଛନ୍ତି । ଏହା ପରେ ପୁରା ଚତୁରତାର ସହ ନାଗୁଣୀ କୁ ଧରିବାରେ ସଫଳ ହୋଇଛନ୍ତି ।

ଆମ ଦେଶରେ ଖୁବ କମ ନାଗ ଓ ନାଗୁଣୀ ଏକାଠି ଦେଖିବାକୁ ମିଳିଥାଏ । କିଛି ଲୋକ ମାନେ ଏହା ଦେଖି ତାର ପୂଜା କରିବା ଆରମ୍ଭ କରିଥାନ୍ତି । ଯାହା ସଂପୂର୍ଣ୍ଣ ଭାବେ ଭୁଲ କଥା ଅଟେ । କାରଣ ଯେ କୌଣସି ସାପ ହେଉ ନାଁ କାହିଁକି ତାର ଛୋଟ ରେ ବ୍ୟକ୍ତି ର କେତେବେଳେ କଣ ହେବ ତାହା କହି ହେଉ ନାହି । ତେବେ ସାପ ଧାରାଳି ଜଣକ ଅନ୍ୟ ଏକ ନାଗୁଣୀ ଧରି ଏକ ଡବା ରେ ପୁଆରି ସେଠାରୁ ନେଇ ଯାଇଛନ୍ତି ।

ଯଦି ଆପଣ ଆପଣଙ୍କ ଘରେ ବା ବାହାରେ ଯେ କୌଣସି ସାପ ଦେଖନ୍ତି ତେବେ ତା ଉପରେ କେବେ ବି ନିଜ ତରଫରୁ ଆକ୍ରମଣ କରନ୍ତୁ ନାହି । କାରଣ ଏହା ଦ୍ଵାରା ଆପଣଙ୍କର ହିଁ କ୍ଷତି ହେବ । ତୁରନ୍ତ ସାପ ଦେଖିଲେ ବନ୍ୟ ବିଭାଗ ବା ସାପ ଧରାଳି ଙ୍କୁ ସୂଚନା ଦିଅନ୍ତୁ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ନିଜ ଘର ବା ଘର ବାହାରେ ସଫା ସୁତୁରା ରଖନ୍ତୁ । ଏପରି କରିବା ଦ୍ଵାରା ବାହାରର ଜୀବଜନ୍ତୁ ଘରକୁ ପ୍ରବେଶ କରିବେ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *