Interesting Gk Questions- ପୁଅ ଝିଅର ନାଁ ପଚାରିଲା ଝିଅ ଜବାବ ଦେଇ କହିଲା 4 ଦିନ 24 ଘଣ୍ଟା ତ କୁହ ଝିଅର ନାମ କଣ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଦୁନିଆର ସବୁଠାରୁ ମହଙ୍ଗା କେକ ର ଦାମ କେତେ ?

ଉତ୍ତର- ୧କୋଟି ଟଙ୍କା

୨- ଏମିତି କେଉଁ ରାଜ୍ୟ ଅଛି ଯେଉଁଠି ଶାକାହାରୀ ମଗରମଛ ମିଳିଥାଏ ?

ଉତ୍ତର- କେରଳ

୩- ବିଶ୍ବରେ ସବୁଠାରୁ ଅଧିକ ମହିଳା ପାଇଲେଟ କେଉଁ ଦେଶରେ ଅଛନ୍ତି ?

ଉତ୍ତର- ଭାରତ

୪- ଦୁନିଆରେ କେତେ ଭାଗ ଗଛ ସମୁଦ୍ର ଭିତରେ ରହିଛି ?

ଉତ୍ତର- ୮୫%

୫- ଦୁନିଆର ସବୁଠାରୁ କୌଶଳ ଦେଶର ନାମ କଣ ?

ଉତ୍ତର- ଆଇସଲ୍ୟାଣ୍ଡ

୬- କେଉଁ ଜୀବ ଅଣ୍ଡାରୁ ଛୁଆ ବାହାରିବା ଯାଏଁ ଭୋକିଲା ରହିଥାଏ ?

ଉତ୍ତର- ଅକ୍ଟୋପସ

୭- କେଉଁ ଜୀବର ସିଟି ସବୁଠାରୁ ତୀବ୍ର ହୋଇଥାଏ ?

ଉତ୍ତର- ବ୍ଲୁ ୱ୍ହେଲ

୮- ପୃଥିବୀର କେଉଁ ଜୀବ ଅଛି ଯିଏ ନିଜ ଚେହେରା ଆଇନାରେ ଦେଖିଥାଏ ?

ଉତ୍ତର- ଚିପାଞ୍ଜି

୯- କେଉଁ ଜୀବ ନିଜର ମୁଣ୍ଡ କଟିଯିବା ପରେ ଅନେକ ଦିନ ଯାଏଁ ବଞ୍ଚିପାରେ ?

ଉତ୍ତର- ଅସରପା

୧୦- ୧ ଜାନୁଆରୀ ୨୦୨୨ କେଉଁ ଦିନ ହେବ ?

ଉତ୍ତର- ଶନିବାର

୧୧- କେଉଁ ଯିବାର ମସ୍ତିସ୍କ ତାର ହୃଦୟରେ ରହିଥାଏ ?

ଉତ୍ତର- ଝିଙ୍ଗା

୧୨- କେଉଁ ଜୀବ ପାଇଁ ଜିଭ ବାହାର କରିବା ପାଇଁ ଅସମ୍ଭବ ହୋଇଥାଏ ?

ଉତ୍ତର- ମଗରମଛ

୧୩- କେଉଁ ଜୀବ ଗୋଟିଏ ଆଖି ବନ୍ଦ କରି ସୋଇଥାଏ ?

ଉତ୍ତର- ଡଲଫିନ

୧୪- କେଉଁ ଜୀବ ରଙ୍ଗ ଚିହ୍ନିପାରେ ନାହି ?

ଉତ୍ତର- କୁକୁର

୧୫- କେଉଁ ପକ୍ଷୀ ଘୋଡା ଠାରୁ ଜୋରରେ ଦୌଡିପାରେ ?

ଉତ୍ତର- ସୁତୁରମୁର୍ଗ

୧୬- ଓଟ କେତେ ଦିନ ଯାଏଁ ବଞ୍ଚିପାରେ ?

ଉତ୍ତର- ୩୦ ବର୍ଷ

୧୭- ଏଟିଏମ ର ଆବିଷ୍କାର କେଉଁ ବର୍ଷ ହୋଇଥିଲା ?

ଉତ୍ତର- ୧୯୬୫

୧୮- କେଉଁ ବ୍ୟକ୍ତିଙ୍କୁ ତାଙ୍କର ସୁନ୍ଦରତା ପାଇଁ ସାଉଦି ଆବରରୁ ବାହାର କରା ଯାଇଥିଲା ?

ଉତ୍ତର- ଓମର ବୋର୍କନ ଅଲ ଗଲା

୧୯- କେଉଁ ଠିକଣା ମଣିଷର ଓଜନ ଉଠାଇପାରେ ?

ଉତ୍ତର- ଭିକ୍ଟୋରିଆ ବାଟରା

୨୦- ଭାରତରେ ଅଧିକ ପାଠ ପଢିଥିବା ବ୍ୟକ୍ତିଙ୍କ ନାମ କଣ ?

ଉତ୍ତର- ଭୀମରାବ ଅମିରକଟ

୨୧- ଦୁନିଆରେ ପ୍ରଥମ କାର ଦୁର୍ଘଟଣା କେବେ ହୋଇଥିଲା ?

ଉତ୍ତର- ୧୮୯୧

୨୨- କେଉଁ ପଶୁ ମଣିଷକୁ କେବେ ଡରେ ନାହି ?

ଉତ୍ତର- ଜର୍ମାନ

୨୩- କେଉଁ ଦେଶରେ ୫ ପ୍ରଧାନମନ୍ତ୍ରୀଙ୍କ ଫୋଟୋ କେତେ ଉଠି ନାହି ?

ଉତ୍ତର- ଆମେରିକା

୨୪- ଦୁନିଆର ପ୍ରଥମ ରୋବଟର ନାଗରିକତା ପାଇଥିବା ବ୍ଯକ୍ତିର ନାମ କଣ ?

ଉତ୍ତର- ସୋଫିଆ

୨୫- ରାଷ୍ଟ୍ରୀୟ ଜଳିୟ ଜୀବର କେଉଁ ଅଙ୍ଗ ନାହି ?

ଉତ୍ତର- ଆଖି

୨୬- ପୁଅ ଝିଅର ନାଁ ପଚାରିଲା ଝିଅ ହଁ କହି କହିଲା ୪ ଦିନ ୨୪ ଘଣ୍ଟା ତ କୁହ ଝିଅର ନାମ କଣ ?

ଉତ୍ତର- ନେହାଁ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *