ଏହି ୬ ଟି ନାମର ଝିଅ ହୋଇଥାନ୍ତି କୋଟିଏ ରୁ ଗୋଟିଏ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ମଣିଷର ନାମରୁ ତା ସମ୍ପର୍କରେ ବହୁତ କିଛି କଥା ଜାଣି ହୁଏ । ତେବେ କିଛି ଏମିତି ନାମର ଝିଅ ମାନେ ଅଛନ୍ତି ଯେଉଁମାନେ ଏତେ ଭଲ ଯେ ସେମାନଙ୍କ ଭଳି ଝିଅ କୋଟିଏରେ ଗୋଟିଏ ମିଳିବା କଷ୍ଟ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଅକ୍ଷରର ନାମ ଅଛି ଯେଉଁମାନେ କିଛି ଖାସ ସ୍ଵଭାବର ହୋଇଥାନ୍ତି । ତେବେ ଆଜି ଆମେ ସେହିଭଳି କିଛି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

A ନାମଧାରି ଝିଅ

ଏହି ନାମ ଧାରୀ ଝିଅ ମାନେ ସ୍ଵଭାବ ରୁ ପରିଶ୍ରମୀ ଓ ଖୁସି ରହିବା ଝିଅ ହୋଇଥାନ୍ତି । ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି । ଏମାନେ ସବୁବେଳେ ଗଭୀର ଚିନ୍ତା ରେ ବୁଡି ରୁହନ୍ତି ଏବଂ ପ୍ରତ୍ୟେକ ଛୋଟ ଛୋଟ କଥାକୁ ମନକୁ ନେଇ ଯାଆନ୍ତି ।  ଭାବୁକ ହୋଇଥାନ୍ତି ଏବଂ ପରିଶ୍ରମ କରିବାକୁ ବହୁତ୍ ପଶନ୍ଦ କରନ୍ତି।

D ନାମଧାରି ଝିଅ

D ଅକ୍ଷର ରୁ ଆରମ୍ଭ ହୋଇଥିବା ଝିଅମାନେ ଲକ୍ଷ୍ମୀବନ୍ତ ଅଟନ୍ତି । ଯାହା ଘରକୁ ବିବାହ କରି ଯାଆନ୍ତି ଶେଠୀ କେବେବି ଧନ ଓ ସୁଖର ଅଭାବ ହୁଏ ନାହିଁ । ଏହି ଝିଅ ମାନଙ୍କ ଖାସ୍ କଥା ସେୟା ଯେ ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାଆନ୍ତି।

L ନାମଧାରୀ ଝିଅ

ମନରୁ ବହୁତ୍ ସଫା ହୋଇଥାନ୍ତି ଏବଂ ଇମାେ ଶ୍ ନାଲ ହୋଇଥାନ୍ତି । ଏମାନଙ୍କ ପାଇଁ କିଏ କେତେ ବି ଖରାପ୍ କରୁ ନ କାହିଁକି ଏମାନେ କେବେ ବି ସେମାନଙ୍କ ବିcଷୟରେ ଖରାପ୍ ଭାବନ୍ତି ନାହିଁ । ଏହି ଝିଅ ମାନେ ନିଜ ମନ କଥା କାହା ସହ ସହଜରେ ସେୟାର କରନ୍ତି ନାହିଁ ।

S ନାମଧାରୀ ଝିଅ

ନିଜର ଅଧିକ ଭାବୁକ ସ୍ଵଭାବ ରୁ ଏମାନେ ବହୁତ୍ ଥର ନିଜ ଲୋକଙ୍କ ଠୁ ଧୋକା ଖାଇ ଯାଆନ୍ତି । ଏହି ଝିଅ ମାନେ ଯେଉଁ ଘରକୁ ବାହାହୋଇ ଯାଇଥାନ୍ତି ସେଥି କେବେ ଧନ ଓ ଖୁସି ର ଅଭାବ ରୁହେ ନାହିଁ । ସ୍ଵଭାବ ରେ କୋମଳ ଓ ଲାଜକୁଳୀ ହୋଇଥାନ୍ତି।

M ନାମ ଧାରୀ ଝିଅ

ଏମାନେ ବିଶ୍ୱାସ ର ପାତ୍ର ହୋଇଥାନ୍ତି ଏବଂ ପ୍ରତିଜ୍ଞା କରିଥିବା କଥାରୁ କେବେ ବି ଓହରି ଯାଆନ୍ତି ନାହିଁ । ଯଦି ଏମାନେ ନିଜ ମନ କଥା ଆପଣଙ୍କୁ କହୁଛନ୍ତି ତାହେଲେ ଜାଣି ନିଅନ୍ତୁ ଯେ ଆପଣ ବହୁତ୍ ସ୍ପେଶିଆଲ୍ । ନିଜ ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ ।

P ନାମଧାରୀ ଝିଅ

ଯେଉଁମାନଙ୍କ ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ। ସଫା ମନ ର ମହିଳା ମାନଙ୍କ ଶ୍ରେଣୀ ରେ P ନାମ ଧାରୀ ମହିଳା ମାନେ ସାମିଲ ଅଛନ୍ତି । ଏମାନେ ବହୁତ୍ ସମ୍ବେଦନଶୀଳ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *