କେବଳ ଏହି ଦୁଇଟି ଜିନିଷ ରେ ଭଲ ହୁଏ କ୍ୟାନସର୍, ଅନେକ ଲୋକ ହେଲେଣି ଭଲ… ଖର୍ଚ୍ଚ ମାତ୍ର ୨ ହଜାର ଟଙ୍କା

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସିର ଖବର । କ୍ୟାନ୍ସର ଭଳି ରୋଗକୁ ଭଲ କରିବା ପାଇଁ ଆଜି ଆମେ ଆପଣଙ୍କୁ କହିବୁ ଏକ ଚମତ୍କାରୀ ଔଷଧ । ଯାହାକୁ ଖାଇ ଅନେକ ରୋଗୀ ଭଲ ମଧ୍ୟ ହେଲେଣି । ଅପାନ ତ ଜାଣିଛନ୍ତି ଆଜିକାଲି ଲୋକମାନେ କେତେ ମାତ୍ରାରେ ଗୁଟଖା ଓ ତମାଖୁର ସେବନ କରୁଛନ୍ତି । ଯେଉଁଥିପାଇଁ ପ୍ରଚୁର ମାତ୍ରାରେ ମୁଖ କ୍ୟାନସର ଭଳି ବଡ ଧରଣର ରୋଗ ହେଉଛି ।

ତେବେ ସେହି ରୋଗକୁ ଭଲ କରିବା ପାଇଁ ଏବେ ଏକ ଦେଶୀ ଚିକିତ୍ସା ଆସିଛି ।

କାଶୀର ଜଣେ ପ୍ରୋଫେସର୍ ଟିପି ଚର୍ତୁବେଦୀ ତାଙ୍କ ଗବେଷଣାରୁ ଜାଣିପାରିଛନ୍ତି ଯେ ମୁହଁରେ ହେଉଥିବା ଏହି ଜଟିଳ ରୋଗକୁ ତୁଳସୀ ଓ ହଳଦି ଦ୍ଵାରା ଠିକ କରାଯାଇ ପାରିବ । ଏମିତିରେ ହଳଦି ଓ ତୁଳସୀ ପ୍ରାକୃତିକ ଗୁଣରେ ପରିପୂର୍ଣ୍ଣ । ପ୍ରାୟ ବର୍ଷେ ତଳେ ପ୍ରୋଫେସର ଚତ୍ତୁର୍ବେଦୀଙ୍କ ଟିମ୍ ଗବେଷଣା କରି ଡେଣ୍ଟାଲ୍ କାଉନସିଲ୍ ଅଫ୍ ଇଣ୍ତିଆକୁ ପ୍ରଥମେ ମାନ୍ୟତା ପ୍ରଦାନ କରିସାରିଛନ୍ତି ।

କେମିତି ପ୍ରସ୍ତୁତ କରାଯାଏ ଏହି ଔଷଧ

ପ୍ରଥମେ ହଳଦୀ ଓ ତୁଳସୀର ସୁଖିଲା ପତ୍ରକୁ ପେଷିକରି ପାଉଡର୍ କରାଯାଏ । ଏହା ପରେ ତାହା ସହ ଗ୍ଲିସରିନ୍ ରେ ମିଶାଇ ମୁହ୍ଁର ମାଂସପେଶୀରେ ଲଗାଯାଇଥାଏ । କିନ୍ତୁ ପିଡିତ ବ୍ୟକ୍ତିଙ୍କୁ ଏହାର ଚିକିତ୍ସା ପାଇଁ ହେଲେ ଗୁଟଖା ଛାଡିବାକୁ ପଡିଥାଏ । ଗୁଟଖା ଖାଇବା ଦ୍ୱାରା ମୁହଁରେ ଖୋଲୁଥିବା ମାଂସପେଶୀ ମୋଟା ହୋଇଯାଏ । ଯେଉଁଥିପାଇଁ ମୁହଁରେ ଅନେକ ସମସ୍ଯା ଦେଖାଦିଏ । ଯେମିତିକି ଗଳା ଜଳାପୋଡା ହେବା, ଜିଭ ବୁଲାଇବାର ଗତି କମିବା, ସ୍ୱାଦ ଜଣା ପଡେନାହିଁ ଓ ଏହା ଦ୍ୱାରା ମୁଖ କ୍ୟାନସର୍ ହୋଇଥାଏ ।

ତୁଳସୀ ଓ ହଳଦୀ କଣ ପାଇଁ ବ୍ୟବହାର ହୋଇଛି ।

କ୍ୟାନସରକୁ ରୋକିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି ଇଂଫ୍ଲେମେଟରି ତତ୍ତ୍ୱ ଅବଶ୍ୟାକ । ଯାହା ତୁଳସୀରୁ ମିଳିଥାଏ ଏବଂ ଏହା ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ ମଧ୍ୟ । ସେଥିପାଇଁ ତୁଳସୀ ଓ ହଲଦିର ଏହି ଔଷଧ ପ୍ରସ୍ତୁତ ହୋଇଥାଏ । ଓଏସ୍ ଏମ୍ ଏଫ୍ ରୋଗ ପାଇଁ ତୁଳସୀ ଓ ହଳଦିର ପ୍ରୟୋଗ କରାଯାଇନାହିଁ । ପ୍ରାୟ ୨୫ ଜଣ ରୋଗୀଙ୍କର ଉପଚାର ଚାଲୁଛି । ଶସ୍ତା ଚିକିତ୍ସା ପାଇଁ ବହୁତ କମ୍ ଖର୍ଚ୍ଚ ଆସିଥାଏ । ଦୁଇ ହଜାର ଟଙ୍କାରେ ପିଡିତ ପୂରା ଭାବେ ଠିକ୍ ହୋଇପାରିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *