ଏହି ଘାତକ ଜିନିଷ ଗୁଡିକ ବିଦେଶରେ ହୋଇ ସାରିଛି ବ୍ୟାନ । ହେଲେ ଏବେ ବି ଭାରତ ରେ ପ୍ରତ୍ୟେକ ସ୍ଥାନ ରେ ବିକ୍ରି ହେଉଛି। ବ୍ୟବହାର କରୁଥିଲେ ପଢି ନିଅନ୍ତୁ ନଚେତ ଚାଲିଜିବ ଜୀବନ

ଏହି ଘାତକ ଜିନିଷ ଗୁଡିକ ବିଦେଶରେ ହୋଇ ସାରିଛି ବ୍ୟାନ

ଆଜି ଭାରତ କୁ ଆଜାଦା ହେବାର ପ୍ରାୟ 70 ବର୍ଷ ହୋଇ ସାରିଛି । ତେବେ ଏପରି ବେଳେ ଆପଣ ବୋଧ ହୁଏ ସଂମ୍ପୂର୍ଣ୍ଣ ଭାବେ ଗୋଟିଏ କଥା ର ଧ୍ୟନ ରଖି ନଥିବେ । କିଛି ଏଭଳି ଜିନିଷ ଯେଉଁ ଗୁଡିକ ଆମ ଶରିରକୁ ବହୁତ ପରିମାଣ ରେ କ୍ଷେତି ପହଞ୍ଚାଇ ଥାଏ । ତେବେ ଏମିତିରେ ଆମ ଭାରତ କିଛି ଦିନ ତଳେ ଏମିତି କିଛି ଓୌଷଧ ର ବ୍ୟବହାର କରାଯାଉ ଥିଲା କି ତାହା ଅନ୍ୟ ଦେଶରେ ସଂମ୍ପର୍ଣ୍ଣ ଭାବେ ବନ୍ଦ ହୋଇ ସାରିଛି କିନ୍ତୁ ଏବେ ବି ତାହା ଆମ ଭାରତ ରେ ଚାଲୁଥିବା ରୁ ଆମେ ମାନେ ସେହି ଔଷଧ ବ୍ୟବହାର କରିବା ପରେ ବହୁତ କିଛି ଅସୁବିଧା ର ସମୂଖୀନ ହେବା ପାଇଁ ପଡୁଛି।

ଏପରି କି ଏଥିପାଇଁ ବହୁତ ଲୋକ ଙ୍କର ଜିବନ ବି ଜାଇଛି ଏମିତି ରେ ପୁଣି ଥରେ ଆମେ ଆପଣଙ୍କୁ କହିବା ପାଇଁ ଜାଉଛୁ କି ଆମ ଭାରତ ରେ ଆଉ କେତକ ଜିନିଷ ଏପରି ବିକ୍ରି ହେଉଛି ଯେଉଁ ଗୁଡିକ ଆମ ପାଇଁ ଖରାପ କିନ୍ତୁ ଏପରି ବେଳେ ଆମେ ମାନେ ଏହାର ବ୍ୟବହାର ବହୁତ ମାତ୍ରା ରେ କରି ଥାଉ । ତେବେ ଆସନ୍ତୁ ଆମେ ଜାଣିବା ସେହି ଗୁଡିକ କଣ କଣ

1. ବ୍ୟଥା ନିବାରକ ଓୌଷଧ :

ଏପରି ବି କହାଯାଇଛି ଆଜି କା କ୍ଷେତ୍ରରେ ଏପରି ବି କିଛି ଜିନିଷ ରହିଛି ଯେଉଁ ଗୁଡିକ ଆଜି ଯାଏଁବି ବିକ୍ରି ହେଉଛି କିନ୍ତୁ ଏପରି ବେଳେ ଆମେ ଏହାକୁ ବ୍ୟଥା ନିବାରଣ ପାଇଁ ବ୍ୟବହାର କରୁଛୁ । ଓ ଏହା ସହିତ ଆମେ ମାନେ ଏହି ଓୌଷଧର ଶିକାର ବି ହେଉଛୁ । ଆମ ନିତି ଦିନିଆ ଜୀବନରେ ବ୍ୟବହାର ହେଉଥିବା ଏହି ଓୌଷଧ ଆମ ପାଇଁ ବହୁତ ମାରାତ୍ମକ ଅଟେ

2. ଏନର୍ଜି ଡ୍ରିଙ୍କ ରେଡ ବ୍ଲ :

ଆପଣତ ଟିଭିରେ ଏହି ଏନର୍ବଜି ଡ୍ର୍ତ୍ତରିଙ୍ମାକ ରେଡ ବ୍ଲୁର ଆଡଭଟାଇଜ ଦେଖିଥିବେ , ସମୟରେ ବଜାରରେ ବହୁତ ପରିମାଣରେ ବିକ୍ରି ହେଉଛି । ଓ ଏପରି ବେଳେ ଆମେ ଆପଣଙ୍କୁ କହିବା ପାଇଁ ଜାଉଛୁ କି ଏହି ଜିନିଷ ଯଦି ଆପଣ କେବେ କିଣି କରି ପିଅବା ପାଇଁ ଜାଉଛନ୍ତି ତେବେ ବନ୍ଦ କରନ୍ତୁ କାରଣ ଏହି ଜିନିଷ ଟି ଆମ କିଡ୍ନି ଉପରେ ବହୁତ ପରିମାଣ ରେ ପ୍ରଭାବ ପକାଇଥାଏ । ତେବେ ଏହି ଜିନିଷ କୁ କେବେ ବି କିଣି ଖାାନ୍ତୁ ନାହିଁ ।

3. ଲାୟକ୍ ବୟ ହେଣ୍ଡ ୱାସ୍ ।

ଆପଣଙ୍କୁ କହିବା ପାଇଁ ଚାହିଁବୁ କି ବର୍ତ୍ତମାନ ସମୟ ରେ ଏହି ଲାୟକ୍ ବୟ ହେଣ୍ଡ ୱାସ୍ କେବଳ ଭାରତ ଛଡା ସାରା ପୃଥିବୀ ରେ ପ୍ରତ୍ୟେକ ଦେଶ ରୁ ଏହାର ଲୁପ୍ତ ହୋଇ ସାରିଛି । ଏହାର ବ୍ୟବହାର ରେ ବହୁତ କିଛି ଅସୁବିଧା ଉପିଜୁ ଥିବା ବେଳେ ଏବେ ଭାରତ ରେ ଏହା4ର ଏଡଭେଟାଇଜ ତ ବନ୍ଦ ହୋଇଛି କିନ୍ତୁ ଏହାର ବ୍ୟବହାର ନୁହେଁ । ବର୍ତ୍ତମାନ ସମୟ ରେ ଏହାର ବ୍ୟବହାର ବହୁତ ପରିମାଣ ରେ ଭାରତ ରେ ହେବାରୋ ଲାଗିଛି ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *