ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଅଭିନେତ୍ରୀ Deepika Padukon! ହଠାତ ଏହି କାରଣରୁ ଦେହ ହେଲା ଅସୁସ୍ଥ

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ବଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଆଉ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିତି ପାରିବାରେ ସଫଳ ହୋଇଛନ୍ତି । ଖାସ କରି ବଲିଉଡ ହିରୋଇନ ମାନେ ନିଜର ଲୁକ, ବ୍ୟକ୍ତିତ୍ବ ଓ ଷ୍ଟାଇଲ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ସୋସିଆଲ ମିଡିଆରେ । ଏହା ସହ ବଲିଉଡ କଳାକାର ମାନଙ୍କର ଟିକି ନିଖି ଖବର ଜାଣିବା ପାଇଁ ଫ୍ୟାନ୍ସ ମାନେ ବେଶ ଆଗ୍ରହ ମଧ୍ୟ ପ୍ରକାଶ କରିଥାନ୍ତି ।

ତେବେ ଆପଣ ମାନେ ସମସ୍ତେ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଅନେକ ହିଟ ଫିଲ୍ମ ବଲିଉଡକୁ ଭେଟି ଦେଇଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି । ସେ ଅଭିନେତା ରଣବିର ଙ୍କୁ ଗତ କିଛି ବର୍ଷ ତଳେ ବିବାହ କରି ବେଶ ଖୁସି ରେ ଲାଇଫ ବିତାଉଛନ୍ତି । କିନ୍ତୁ ତାକୁ ନେଇ ଆସିଛି ଏବେ ବଡ ଖବର । ବର୍ତ୍ତମାନର ସବୁଠାରୁ ବଡ ଦୁଖ ଖବର । ହସ୍ପିଟାଲ ରେ ଭର୍ତ୍ତି ହେଲେ ବଲିଉଡ ର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନ ।

ଗତ କାଲି ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇ ର ବୃଚ କ୍ୟାଣ୍ଡି ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁଯାୟୀ ଅଭିନେତ୍ରୀ ଦୀପିକା ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଦୀପିକା ଓ ତାଙ୍କ ପରିବାର ପକ୍ଷ ରୁ ଏ ନେଇ କିଛି ବି ସୂଚନା ଦିଆଯାଇ ନାହି । କିଛି ଦିନ ତଳେ ସେ ହାଇଦ୍ରାବାଦ ରେ ଫିଲ୍ମ ପ୍ରୋଜେକ୍ଟ କେ ଶୁଟିଙ୍ଗ କରିବା ସମୟରେ ମଧ୍ୟ ଅସୁସ୍ଥି ଅନୁଭବ କରିଥିଲେ ।

ଆଉ ତାଙ୍କର ହୃତ ସ୍ପନ୍ଦ ବଢି ଯାଇଥିଲା । ଫଳରେ ଶୁଟିଙ୍ଗ ସେଟ ରୁ ତାଙ୍କୁ ତୁରନ୍ତ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସିତ ପରେ ଦୀପିକା ସୁସ୍ଥ ଅନୁଭବ କରିଥିଲେ । ଯଦିଓ ଏହା ତାଙ୍କ ସହ ପୂର୍ବ ରୁ ଘଟି ସାରିଛି ତେଣୁ ଫ୍ୟାନ୍ସ ମାନେ ଅଭିନେତ୍ରୀ ଦୀପିକା ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି । ତେବେ ଦୀପିକା ଫିଲ୍ମ ପଠାନ ରେ ଅଭିନେତା ଶାହରୁଖ ଓ ଜନ ଇବ୍ରାହିମ ଙ୍କ ସହ ନଜର ଆସିବା ସହ ରୀତିକ ରୋଷନ ଙ୍କ ସହ ଫାଇଟର ଫିଲ୍ମ ରେ ନଜର ଆସିବେ ।

ଦୀପିକାଙ୍କର ଅଧିକ ଫ୍ୟାନ୍ସ ଫଲୋର୍ଷ ଥିବା ବେଳେ ସେମାନେ ଏବେ ଚିନ୍ତା ରେ ପଡି ଆଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *